Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ପାରା ଫେନ୍ସର ଭି. ରମେଶ ରାଓ
ମୌସୁମୀ ଅଧିବେଶନରେ ୧୨ ବିଲ୍ ପାରିତ, ଉତ୍ପାଦକତା କମ୍
ମୋଦୀଙ୍କ ବିଦେଶନୀତିକୁ ମୋରିସନଙ୍କ ପ୍ରଶଂସା
ସଂସଦରେ ଓଲଟା ଚିତ୍ର: ଆଲୋଚନା ଚାହୁଁଛି ସରକାର
ପ୍ୟାକେଟ୍ ଖାଦ୍ୟରେ ଚେତାବନୀ ଲେବଲ୍ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଡିଜିପି ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ ପର୍ଯ୍ୟନ୍ତ ଚୟନ ନକରିବାକୁ ନିର୍ଦ୍ଦେଶ
କ୍ଷୀର ଦର ବୃଦ୍ଧି ପରେ ମହଙ୍ଗା ହେଲା ଛେନା-ପନିର
Browsing Category
TOP STORIES
ବର୍ଷେ ଆଗରୁ ପଞ୍ଚାୟତ ଦଖଲ ଅଭିଯାନ
ବିକାଶକୁ ଏଜେଣ୍ଡା କରି ନବୀନ ଓହ୍ଲାଇଲେ ମଇଦାନକୁହାତରେ ଧରିଛନ୍ତି ୨୦୮୫ କୋଟି ଓ ୧୦୬ଟି ପ୍ରକଳ୍ପଶହେ ପ୍ରତିଶତ ପଞ୍ଚାୟତ ଦଖଲ ଲାଗି ବିଜେଡିର କସରତକଳାହାଣ୍ଡିରେ ଉତ୍ସବ ଭଳି ପରିବେଶ, ବିଜେଡି ପଶିଗଲା ସବୁ ଘରକୁବିରୋଧୀଙ୍କ ପାଇଁ ଆହ୍ବାନ ବଢ଼ିଲା; ସଂଗଠନ ନାହିଁ କି ଯୋଜନା ବି
!-->!-->!-->…
Read More...
Read More...
ନେତାଜୀଙ୍କ ନାମରେ ହେବ ବସ୍ ଟର୍ମିନାଲ
କଟକ ଖାନନଗରରେ ୧୨ ଏକର ଜମିରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ। ନେତାଜୀଙ୍କ ନାମରେ ନାମିତ ହେବ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲ, ବ୍ୟୟ ହେବ ୬୫ କୋଟି
କଟକ ଖାନନଗର ଠାରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ। ଏଥିରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା । ମହାନ୍!-->!-->!-->…
Read More...
Read More...
ବୁମେରାଂ ହେଉଛି ଅପରାଜିତାଙ୍କୁ ମୁକାବିଲା !
ଭୁବନେଶ୍ବର: ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଦେଉଛନ୍ତି। ଆହାର ଯୋଜନା ବି ଜାରି ରହିଛି। ଉଭୟ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କୁ ଯଥେଷ୍ଟ ସଫଳତା ଦେଇଛି। ଏହାକୁ କାଉଣ୍ଟର କରିବା ଲାଗି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଏବେ ରାଜଧାନୀର ରାଜନୈତିକ!-->…
Read More...
Read More...
ଓଡିଶାକୁ ମିଳିଲା ଆଉ ଦୁଇଟି ଜାତୀୟ ପୁରସ୍କାର
ଜାଗାମିଶନ ଓ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଓଡିଶା ସରକାର ଦୁଇଟି ଜାତୀୟ ପୁରସ୍କାର ପାଇଛନ୍ତି । ଜନାଗ୍ରହ ସହର ପ୍ରଶାସନର ଦ୍ୱିତୀୟ ସଂସ୍କରଣରେ ଓଡିଶା ସ୍ଥାନ ପାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ଗୃହ ନିର୍ମାଣ ବ୍ୟାପାର ମନ୍ତ୍ରୀ!-->…
Read More...
Read More...
ମାଟ୍ରିକ ପରୀକ୍ଷା ଫିସ୍ ଛାଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୭ କୋଟି ବ୍ୟୟ ବହନ କରିବେ ସରକାର
ଭୁବନେଶ୍ବର: ଛାତ୍ର ସମାଜର ବୃହତର ସ୍ବାଥ କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫିସ୍ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!-->!-->!-->…
Read More...
Read More...
‘‘ଆମକୁ ଧର୍ଯ୍ୟ ଉପରେ ଉପଦେଶ ଦିଅ ନାହିଁ” ଏମିତି କାହିଁକି କହିଲେ ସୁପ୍ରିମକୋର୍ଟ?
ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ନେଇ କୃଷକ ଏବଂ କେନ୍ଦ୍ର ସରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏହି ପ୍ରସଙ୍ଗ ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି। ତେବେ ଆଜି ଏହାର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ କିଛି ମନ୍ତବ୍ୟ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି।
ଆଜି!-->!-->!-->…
Read More...
Read More...
ଜାତୀୟ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ପାଇଁ ବଦ୍ଧପରିକର ପ୍ରଧାନମନ୍ତ୍ରୀ
ସ୍ବଚ୍ଛ ବିନ୍ଦୁ ସାଗର ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀଖୁବ ଶୀଘ୍ର ବିନ୍ଦୁ ସାଗରର ପବିତ୍ର ଜଳ ହେବ ସ୍ୱଚ୍ଛ ଓ ନିର୍ମଳ ପବିତ୍ର ଜଳ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୁଷ୍କରିଣୀର ପବିତ୍ରତାର ପ୍ରତୀକ ହେବଆଇସିଟି-ଆଇଓସି, ଓବିସିସିର ମିଳିତ ଉଦ୍ୟମରେ ୭୦ ଲକ୍ଷ ବ୍ୟୟରେ ଲାଗିଛି ବିଶେଷ!-->…
Read More...
Read More...
ଅନୁଷ୍କା-ବିରାଟଙ୍କ ଘରକୁ ଲକ୍ଷ୍ମୀ ଆସୁଛନ୍ତି!
ନୂଆଦିଲ୍ଲୀ: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଏହି ମାସରେ ପିତାମାତା ହେବାକୁ ଯାଉଛନ୍ତି। ଅଭିନେତା ତାଙ୍କର ଶେଷ ତୈମାସିକରେ ଅଛନ୍ତି ଏବଂ ଶିଶୁଟି ଯେ କୌଣସି ମୁହୂର୍ତ୍ତରେ ଭୂମିଷ୍ଠ ହୋଇପାରେ। ଶିଶୁର ଆଗମନ ଖବରକୁ ନେଇ ଉଭୟଙ୍କ ପ୍ରଶଂସକଙ୍କ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି।
ଏହା!-->!-->!-->…
Read More...
Read More...
ଟୀକାକରଣ ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ
ଆଗାମୀ ଦୁଇ ମାସ ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍ ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ ଯାଉଛି । ତେଣୁ ଆଗାମୀ ୨ ମାସ ଆମକୁ ସତର୍କତାର ସହ!-->!-->!-->…
Read More...
Read More...
ଆର୍ଏସ୍ପିରେ ଗ୍ୟାସ ଲିକ୍, ୨ମୃତ
ଭୁବନେଶ୍ବର: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଭାବନୀୟ ଘଟଣା ଘଟିଛି। କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ ଗ୍ୟାସ୍ ଲିକ୍ ଯୋଗୁଁ ୧୦ ଜଣ ଠିକା ଶ୍ରମିକ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ଗୁରୁତର ଥିବା ବେଳେ ବାକି!-->…
Read More...
Read More...