Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍ ନିକଟରେ ତାଳଚେର-ପୁରୀ ଟ୍ରେନ୍ର ଇଞ୍ଜିନ୍ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC
Browsing Category
TOP STORIES
ଅତି ପ୍ରବଳ ବର୍ଷା ଧରି ଆସିବ ଲଘୁଚାପ
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହି କ୍ଷେତ୍ର ଘନୀଭୂତ ହୋଇ ଚିହ୍ନିତ ଲଘୁଚାପ ରେ ପରିଣତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିବ।
ପାଣିପାଗ ଚିତ୍ର ସଂପର୍କରେ!-->!-->!-->…
Read More...
Read More...
ଜିଲ୍ଲା କଂଗ୍ରେସ ତାଲିକାରେ ଟାଣୁଆ ନେତା
ଭୁବନେଶ୍ବର: ଜିଲ୍ଲା ଓ ନଗର କଂଗ୍ରେସ କମିଟି ସଭାପତି ତାଲିକା ଆଜି ପ୍ରକାଶ ପାଇଛି। ହାଇକମାଣ୍ଡଙ୍କ ଦସ୍ତଖତ ପରେ ଏଆଇସିସି ସାଧାରଣ ସଂପାଦକ କେ ସି ବେଣୁଗୋପାଳଙ୍କ ଦସ୍ତଖତରେ ଏହି ତାଲିକା ଜାରି କରାଯାଇଛି। ଦୀର୍ଘବର୍ଷ ପରେ କିଛି ଅନୁଭବୀ, ପୂର୍ବତନ ବିଧାୟକ ତଥା ଟାଣୁଆ ନେତାଙ୍କୁ ଜିଲ୍ଲା!-->…
Read More...
Read More...
ଭାରି ପଡ଼ିଲେଣି ମୋଦୀ-ଶାହ ଯୋଡି
ବଦଳୁଛି ଦେଶର ରାଜନୀତି, ଆଞ୍ଚଳିକ ଦଳଙ୍କ ପ୍ରତି ବଢୁଛି ବିପଦବାଜପେୟୀ-ଆଡଭାନୀ ମାର୍କା ରାଜନୀତି ସହ ନାହାନ୍ତି ମୋଦୀ-ଶାହକେନ୍ଦ୍ର ସରକାରରେ ଏବେ ଜଣେ ମାତ୍ର ଅଣ ବିଜେପି ମନ୍ତ୍ରୀ ଅଛନ୍ତିଆଞ୍ଚଳିକ ଦଳମାନଙ୍କ ପ୍ରତି ଦିନକୁ ଦିନ ବିପଦ ବଢିବାରେ ଲାଗିଛିବିଜେଡି-ଟିଏମ୍ସିକୁ ବାଦ୍ ଦେଲେ!-->…
Read More...
Read More...
ଖାଦ୍ୟ ମହଙ୍ଗା, କ୍ଷୁଧା ବି ବଢୁଛି
ନୂଆଦିଲ୍ଲୀ: ଭାରତ ପାଇଁ ଏକ ନୂଆ ବିପଦ ମୁଣ୍ଡ ଟେକିଛି। ଭାରତ ଏକ କୃଷିପ୍ରଧାନ ଦେଶ ଓ ଦେଶର ସିଂହଭାଗ ଲୋକ କୃଷି ଉପରେ ନିର୍ଭରଶୀଳ, ତଥାପି ଏଠାରେ ଖାଦ୍ୟର ଦର ଅନେକ ପଡୋଶୀ ରାଜ୍ୟଠାରୁ ଢେର୍ ମହଙ୍ଗା। କେବଳ ସେତିକି ନୁହେଁ, କ୍ଷୁଧା ଏବଂ କୁପୋଷଣ ଆଉ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ!-->…
Read More...
Read More...
ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ, ଏବେ ଓଡ଼ିଶା ବୁଲିବେ ନବୀନ
ପତିତପାବନଙ୍କ ଦର୍ଶନ କଲେ, ଓଡ଼ିଶାର ମଙ୍ଗଳ ପାଇଁ ପ୍ରାର୍ଥନା କଲେଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲି ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଜାନୁଆରି ୧ରୁ ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ ଲାଗି ନିର୍ଦେଶବୃଦ୍ଧ, ଭିନ୍ନକ୍ଷମଙ୍କ ଦର୍ଶନରେ କିଛି ବି ବ୍ୟାଘାତ ନହୁଏ, ନିଶ୍ଚିତ ଲାଗି!-->…
Read More...
Read More...
ଦୀପିକା, ଜ୍ୟାକ୍ଲିନ୍ଙ୍କ ସଂପର୍କରେ ଆସିଲା ସାଂଘାତିକ ତଥ୍ୟ
ନୂଆଦିଲ୍ଲୀ: ନିଶା ସେବନକୁ ନେଇ ବଲିଉଡରେ ଚର୍ଚ୍ଚା ଥମିନଥିବାବେଳେ ଏବେ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶେଷରେ ବର୍ତମାନ ସମୟର ଶ୍ରେଷ୍ଠ ଦୁଇ ବଲିଉଡ୍ ତାରକା ଦୀପିକା ପାଦୁକୋନ୍ ଓ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ କାମ!-->…
Read More...
Read More...
ନବରାତ୍ରି ଆରମ୍ଭ: କେଉଁ ଦିନ କଣ ପିନ୍ଧିବେ
ଭୁବନେଶ୍ବର: ଅନ୍ୟାୟ ଉପରେ ନ୍ୟାୟର, ମନ୍ଦ ଉପରେ ଭଲର ବିଜୟର ଏକ ସାଙ୍କେତିକ ପର୍ବ ହେଉଛି ଶାରଦୀୟ ନବରାତ୍ରି; ଯାହା ଆଜି (୧୭ ଅକ୍ଟୋବର) ଠାରୁ ଆରମ୍ଭ। ନବରାତ୍ରି ବା ନଅଟି ରାତି ବିଶିଷ୍ଟ ଏହି ଦେବୀ ପୂଜା ମାଆ ଦୁର୍ଗାଙ୍କୁ ସମର୍ପିତ, ଯିଏ କି ଶକ୍ତିର ପ୍ରତୀକ, ଯାହାର ଅର୍ଥ ହେଉଛି ଚରମ!-->…
Read More...
Read More...
ସୁଭାଷିନୀ ଓ ଲଭ୍ଙ୍କ ଉପରେ ଆଖି
ଓବିସି ଭୋଟ ହାତଛଡା, ବିଜେପିର ଶକ୍ତି ବୃଦ୍ଧି ଦଳକୁ ସମସ୍ୟା ଆଣିଲା୧୯୯୦ରୁ ବିହାର ରାଜନୀତିରେ ଆଉ ଅଣ୍ଟା ସଳଖି ପାରୁନାହିଁ କଂଗ୍ରେସ
ପାଟନା: ପାଞ୍ଚ କି ଦଶ ବର୍ଷ ନୁହେଁ, ୧୯୯୦ ମସିହାରୁ ଅର୍ଥାତ୍ ପ୍ରାୟ ୩୦ ବର୍ଷ ତଳୁ ବିହାରରେ କଂଗ୍ରେସ ପତନ ଆରମ୍ଭ ହୋଇଯାଇଛି।ପ୍ରଥମେ ଦଳ ସେଠାରେ!-->!-->!-->…
Read More...
Read More...
କେନ୍ଦ୍ର ଅବଦାନର ହିସାବ ଧରି ଓଡ଼ିଶା ଆସୁଛନ୍ତି ଧର୍ମେନ୍ଦ୍ର
ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି କୋଭିଡ୍ ସମୟର ସହାୟତା ହିସାବ ଦେଲେ୨୨ହଜାର ୨୬୭ କୋଟି ଟଙ୍କାର ସହାୟତା ଭିତରେ ଚାଉଳ, ଡାଲି, ଗ୍ୟାସ୍ ତଥ୍ୟ ରହିଛିଅମ୍ଫାନରେ ସରକାର ପାଇଛନ୍ତି ୫୦୦ କୋଟି, ଜିଏସ୍ଟି ବାବଦରେ ୭୦୦୦ କୋଟିରୁ ଅଧିକବିଜେଡି ତରଫରୁ ପ୍ରମିଳା କହିଲେ, ଆମକୁ ଯାଚିକି!-->…
Read More...
Read More...
କଂଗ୍ରେସ ରାସ୍ତାରେ ଓଡ଼ିଶା ବିଜେପି!
ଭୁବନେଶ୍ବର: ମେଣ୍ଟ ଭାଙ୍ଗିବା ପରେ ବିଜେପି ଓଡ଼ିଶାରେ ଏକ ବଡ଼ ଦୁର୍ଦିନର ସାମ୍ନା କରୁଥିଲା। କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ୨୦୧୬ ମସିହାଠାରୁ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍ କରୁଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି କଂଗ୍ରେସକୁ ତିନି ନମ୍ବର!-->…
Read More...
Read More...