Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍ ନିକଟରେ ତାଳଚେର-ପୁରୀ ଟ୍ରେନ୍ର ଇଞ୍ଜିନ୍ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC
Browsing Category
TOP STORIES
ବିଜେଡି ପ୍ରାର୍ଥୀ ଚୂଡାନ୍ତ, ଯେ କୌଣସି ମୁହୂର୍ତ୍ତରେ ଘୋଷଣା
ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସେପଟେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେଡି ଉଭୟ ଆସନ ଲାଗି ପ୍ରାର୍ଥୀ ଚୟନ ଚୂଡାନ୍ତ କରିଛି। ଯେ କୌଣସି ମୁହୂର୍ତ୍ତରେ ବିଜେଡି ମୁଖିଆ ଏହି ତାଲିକା ଉପରେ ମୋହର!-->…
Read More...
Read More...
ସମ କୋଭିଡ ହସ୍ପିଟାଲ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର: ସମ କୋଭିଡ ହସ୍ପିଟାଲ ର ଚିକିତ୍ସା ତଥା ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କରୋନା ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଏହି ହସ୍ପିଟାଲର ଦାୟିତ୍ବରେ ଥିବା ଡାକ୍ତରମାନେ ଯେଉଁଭଳି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ସଂପାଦନ!-->!-->!-->!-->!-->…
Read More...
Read More...
ତିନି ଘଣ୍ଟା ଧରି ରୁଦ୍ଧ ଦ୍ବାରରେ କି ଆଲୋଚନା ହେଲା?
ଚେଲ୍ଲାକୁମାରଙ୍କ ପ୍ରଥମ ଗସ୍ତରେ କଂଗ୍ରେସ ଶିବିରରେ କମ୍ପନଉପନିର୍ବାଚନ ପରେ ଦଳରେ ଏକ ବଡ଼ ପରିବର୍ତ୍ତନ ସମ୍ଭାବନାକାହିଁକି ଦଳ ବିପର୍ଯ୍ୟୟ ସାମ୍ନା କରୁଛି, କିଏ ଦୋଷୀ ସେ ତଥ୍ୟ ନେଲେ
ଭୁବନେଶ୍ବର: ଓଡ଼ିଶା ପ୍ରଭାରୀ ଡାକ୍ତର ଚେଲ୍ଲାକୁମାରଙ୍କ ଗସ୍ତ ଏବେ ରାଜ୍ୟ କଂଗ୍ରେସ ଶିବିରକୁ!-->!-->!-->…
Read More...
Read More...
ନୂଆରୂପରେ ଝଲସିବ ହଜାରେ ବର୍ଷର ସହର
କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚଏସସିବିକୁ ସଂଯୋଗ କରୁଥିବା ତିନି ଥାକିଆ ରାସ୍ତା ଉଦ୍ଘାଟିତତାଳଦଣ୍ଡା କେନାଲ ରାସ୍ତାକୁ ଆହୁରି ସଂପ୍ରସାରିତ କରାଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚ ସ୍ବରୂପ ଆଜି!-->!-->!-->…
Read More...
Read More...
ବିଜ୍ଞପ୍ତି ଜାରି: ଡେରା ପକାଇଲାଣି ବିଜେଡି
ଭୁବନେଶ୍ବର: ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି।ପ୍ରାର୍ଥୀମାନେ ୧୬ ତାରିଖ ସୁଦ୍ଧା ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବେ। ୧୭ ତାରିଖ ଦିନ ଯାଞ୍ଚ ଓ ୧୯ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ ହୋଇଛି।!-->…
Read More...
Read More...
ସହିଦ କୋଭିଡଯୋଦ୍ଧାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା
ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ। ଗତ ୮ ମାସ ଧରି କୋଭିଡ ବିରୁଦ୍ଧରେ ଚାଲିଥିବା ଏହି ଲଢେଇରେ କାମ କରିଚାଲିଥିବା କୋଭିଡ ଯୋଦ୍ଧା ମାନଙ୍କ ନିଷ୍ଠାର ଉଚ୍ଚପ୍ରଶଂସା କରିବା ସହିତ!-->…
Read More...
Read More...
କୋଲ୍ ସ୍କାମ: ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ: ୧୯୯୯ରେ ଝାଡଖଣ୍ଡ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ସମ୍ପର୍କିତ କୋଇଲା ସ୍କାମ ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ ମଙ୍ଗଳବାର ଏଠାରେ ଏକ ସ୍ୱତନ୍ତ୍ର କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସ୍ୱତନ୍ତ୍ର ବିଚାରପତି ଭରତ ପରାସର ଅଟଳ ବିହାରୀ ବାଜପେୟୀ!-->…
Read More...
Read More...
ମହାମାରୀ କୋପ ଟିକେ କମିଲା!
୨୬୧୭କୁ ଖସିଲା ସଂକ୍ରମଣଙ୍କ ସଂଖ୍ୟା, ମୃତକଙ୍କ ତାଲିକା ଉପରମୁହାଁଅମାନିଆ ବଢାଉଛନ୍ତି ସଂକ୍ରମଣ, କିଛି ଲୁଚାଉଛନ୍ତି, ପରୀକ୍ଷା କରୁନାହାନ୍ତିରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୨୪ ଛୁଇଁଲା, ଖୁବ୍ ଶୀଘ୍ର ହଜାରେ ହେବ
ଭୁବନେଶ୍ବର: ରାଜ୍ୟରେ କରୋନା କୋପ ଟିକେ କମିଛି କି?!-->!-->!-->…
Read More...
Read More...
ଅପରେସନ୍ ମମତା ରଣନୀତି ଚୂଡ଼ାନ୍ତ
ନିଜେ ଶାହ ନେବେ ନେତୃତ୍ବ, ଦୁର୍ଗାପୂଜା ପୂର୍ବରୁ ବିଗୁଲ୍ ବାଜିବନୂଆଦିଲ୍ଲୀରେ ଦଳୀୟ ନେତାଙ୍କ ୪ଘଣ୍ଟା ଧରି ରୁଦ୍ଧ ବୈଠକକଂଗ୍ରେସ-ବାମପନ୍ଥୀ ହାତ ମିଳାଇବେ, ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବ
ନୂଆଦିଲ୍ଲୀ:
୨୦୨୧ରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ବିଜେପି!-->!-->!-->…
Read More...
Read More...
ନୀତିଶଙ୍କ ଠାରୁ ଦୂରେଇଲେ ପାଶଓ୍ବାନ
ବିହାରରେ ଏନଡିଏ ମେଣ୍ଟରେ କେଁ ପଶିଲାଚିରାଗ କହିଲେ, କେନ୍ଦ୍ର ସଂପର୍କ ଅତୁଟ ରହିବବିଜେପି ବିରୋଧରେ ପ୍ରାର୍ଥୀ ଦେବନି ଏଲ୍ଜିପି
ପାଟନା: ଲୋକ ଜନଶକ୍ତି ପାର୍ଟି ଏହାର ସଂସଦୀୟ ବୋର୍ଡର ଏକ ବୈଠକରେ ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ଏକୁଟିଆ ପ୍ରତିଦ୍ୱନ୍ଦ୍ୱିତା କରିବାକୁ!-->!-->!-->…
Read More...
Read More...