Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍ ନିକଟରେ ତାଳଚେର-ପୁରୀ ଟ୍ରେନ୍ର ଇଞ୍ଜିନ୍ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC
Browsing Category
TOP STORIES
ତିର୍ତ୍ତୋଲ ଟିମ୍ ଘୋଷଣା କଲା କଂଗ୍ରେସ
ଭୁବନେଶ୍ୱର: ଆଗାମୀ ତିର୍ତ୍ତୋଲ ଉପନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଲକ ପାଇଁ କଂଗ୍ରେସ ନେତୃବୃନ୍ଦମାନଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି।। ରଘନାଥପୁର ବ୍ଲକ ନିମନ୍ତେ ଗୁରୁପଦ ନନ୍ଦ ଓ!-->…
Read More...
Read More...
ପ୍ଲାଜ୍ମା ଦାନ କଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର/କଟକ: କରୋନାରୁ ସୁସ୍ଥ ହେବା ପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସ୍ବେଚ୍ଛାକୃତ ଭାବେ କଟକ ଗସ୍ତ କରି ଏସସିବି ମେଡିକାଲ କଲେଜରେ ପ୍ଲାଜମା ଦାନ କରିଛନ୍ତି ।ବର୍ତ୍ତମାନ ସମୟରେ ଗୁରୁତର ସଂକ୍ରମିତଙ୍କ ଜୀବନ ରକ୍ଷା କରିବାରେ!-->…
Read More...
Read More...
ଏମ୍ଏସ୍ପି ବନ୍ଦର ପ୍ରଶ୍ନ ଉଠୁନାହିଁ :ଧର୍ମେନ୍ଦ୍ର
ରାଜ୍ୟରେ ମଣ୍ଡି ବ୍ୟବସ୍ଥା ବନ୍ଦ ହେବାର ନାହିଁବାହାରେ ମଧ୍ୟ ଚାଷୀ ନିଜ ଉତ୍ପାଦ ବିକିପାରିବଧାନର ଏମଏସପି କ୍ୱିଂଟାଲ ପ୍ରତି ୧୮୬୮ ଟଙ୍କାକୁ ବୃଦ୍ଧି
ଭୁବନେଶ୍ବର: ଭାରତବର୍ଷରେ ମୋଦୀ ସରକାରଙ୍କ ପରି ସମ୍ବେଦନଶୀଳ ସରକାର ଥିବା ପର୍ଯ୍ୟନ୍ତ ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି)!-->!-->!-->…
Read More...
Read More...
ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ଲେଖାଯାଉ: ଧର୍ମେନ୍ଦ୍ର
ଭୁବନେଶ୍ୱରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି , ଶାସ୍ତ୍ରୀଜୀଙ୍କୁ ବି ମନେ ପକାଇଲେଏକବିଂଶ ଶତାବ୍ଦୀରେ ଗାନ୍ଧୀଙ୍କ ବିଚାରରେ ଓଡ଼ିଶାକୁ ଆତ୍ମନିର୍ଭର ପାଇଁ ସଂକଳ୍ପ କରିବାକୁମହତାବଙ୍କ ଇଞ୍ଚୁଡ଼ି ଠାରେ ଆନ୍ଦୋଳନ ବୃହତ୍ତମ ଆନ୍ଦୋଳନ ଭାବରେ ପ୍ରତିଷ୍ଠିତ ହୋଇଥିଲାଏକବିଂଶ!-->…
Read More...
Read More...
ଜେଏସପିଏଲକୁ ରେଳ ଯୋଗାଣକାରୀ ମାନ୍ୟତା, ପ୍ରଥମ ଘରୋଇ କମ୍ପାନି
ମୁଖ୍ୟ ଟ୍ରାକ୍ରେ ବ୍ୟବହାର ପାଇଁ ଜେଏସପିଏଲର ଉତ୍ପାଦକୁ ଭାରତୀୟ ରେଳବାଇର ଅନୁମୋଦନଜେଏସପିଏଲ ଦ୍ୱାରା ନିର୍ମାଣ କରାଯାଉଥିବା ରେଳ ଯୋଗାଣକୁ ଆରଡ଼ିଏସଓ ଅନୁମୋଦନ କରିଛି ଜେଏସପିଏଲର ୟୁଆଇସି ୬୦ କିଗ୍ରା, ୮୮୦ ଗ୍ରେଡ଼ ପ୍ରାଇମ୍ (କ୍ଲାସ୍- ଏ) ରେଲ୍କୁ ପ୍ରମାଣପତ୍ର
ନୂଆଦିଲ୍ଲୀ:!-->!-->!-->…
Read More...
Read More...
କଳାହାଣ୍ଡିରେ ୩ ଶକ୍ତି ପ୍ରକଳ୍ପ ଲୋକାର୍ପିତ
ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ବିକାଶର ନୂଆ ପରିଚୟ ସୃଷ୍ଟି କରିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଞ୍ଚଳର ବାନେର୍ ଠାରେ ଏକ ୨୨୦/୧୩୨/୩୩ କେଭି ଗ୍ରୀଡ ସବ୍ଷ୍ଟେସନକୁ ଉଦ୍ଘାଟନ!-->!-->!-->…
Read More...
Read More...
ଚାପରେ ପ୍ରତାପ; ମନ୍ତ୍ରୀ ପଦକୁ ବିପଦ!
ଭୁବନେଶ୍ବର: ବାଲେଶ୍ବର ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ଏବେ ବିଜେଡି ଅପେକ୍ଷା ବିଜେପି ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି। ଏହି ଆସନଟି ବିଜେପି ହାତରେ ଥିବା ଦୃଷ୍ଟିରୁ ଦଳ ଯଦି ଏଠାରେ ନ ଜିତେ, ତେବେ ଆଗାମୀ ଓଡ଼ିଶା ଦଖଲ ଯୋଜନା ବାଧାପ୍ରାପ୍ତ ହେବ। ଏଣୁ!-->…
Read More...
Read More...
ଏବେ ବାତ୍ୟା ଆସିବ କି?
ଭୁବନେଶ୍ବର (ସାର୍ଥକ ମିଶ୍ର) : ପ୍ରତିବର୍ଷ ଅକ୍ଟୋବର ୧ରୁ ବାତ୍ୟା ଋତୁ ଆରମ୍ଭ ହୋଇଥାଏ। ଅକ୍ଟୋବର, ନଭେମ୍ବର, ଡିସେମ୍ବର ମାସରେ ଉଭୟ ବଙ୍ଗୋପସାଗର ଓ ଆରବସାଗରରେ ବାତ୍ୟା ପାଇଁ ଅନୁକୂଳ ପରିବେଶ ରହିଥାଏ। ବଙ୍ଗୋପସାଗର ଓ ଆରବ ସାଗରରେ ୨ଟି ଋତୁରେ ବାତ୍ୟା ଆସେ। ଗୋଟିଏ ପ୍ରି ମୌସୁମୀ!-->!-->!-->…
Read More...
Read More...
୫ରାଜ୍ୟ ଉପରେ ନଡ୍ଡାଙ୍କ ଆଖି
୨୦୨୪ ସୁଦ୍ଧା ବିଜେପିକୁ ସଶକ୍ତ ପାଇଁ ନକ୍ସା ପ୍ରସ୍ତୁତବହୁ ନେତା ଆଗକୁ ଆସିବେ, ପ୍ରଭାବ ନଥିଲେ ବିଦାସାଢେ ତିନିବର୍ଷ ସମୟ ଭିତରେ ବହୁ ପରିବର୍ତ୍ତନ ହେବ
ନୂଆଦିଲ୍ଲୀ: ଦାୟିତ୍ବ ନେବାର ୮ମାସ ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ଟିମ୍ ଗଠନ ପଛର ରହସ୍ୟ ଉପରେ ଜାତୀୟ!-->!-->!-->…
Read More...
Read More...
ମହିଳା ଓ ଶିଶୁ ନିରାପଦ ନୁହେଁ
ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ-୨୦୧୯ ରିପୋର୍ଟରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟବରିଷ୍ଠ ନାଗରିକ ସୁରକ୍ଷିତ, ସାଇବର ଅପରାଧ ମାମଲାରେ ଦେଶରେ ଆଗରେବିଧାନସଭାରେ ଅସନ୍ତୋଷ ଝାଡ଼ିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର
ନୂଆଦିଲ୍ଲୀ: ଓଡ଼ିଶାରେ ମହିଳାଙ୍କ ଉପରେ ଅତ୍ୟାଚାର!-->!-->!-->…
Read More...
Read More...