ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
Browsing Category

TOP STORIES

ବିଜେପି ସ୍ବାସ୍ଥ୍ୟ ଏବେ କେମିତି ଅଛି?

ଭୁବନେଶ୍ବର: ପରୀ ପ୍ରସଙ୍ଗ ନେଇ ବିଧାନସଭା ଉଠିଲା ପଡ଼ିଲା। ଏହି ପ୍ରସଙ୍ଗରେ ବିଜେପି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରଖିଛି। ଏହା ପୂର୍ବରୁ ବଗଲା ଧର୍ମଶାଳା ବିବାଦ, କୋଭିଡ୍ କେଳେଙ୍କାରୀ ଆଦି ପ୍ରସଙ୍ଗରେ ବି ବିଜେପି ଚର୍ଚ୍ଚା ଭିତରେ ରହିଥିଲା। ହେଲେ ଯେଉଁ କଥାଟି ରାଜନୈତିକ ମହଲକୁ
Read More...

ପୁରୀରୁ ବାହାରିଲାଣି ଭିନ୍ନ ରାଜନୀତିର ଗନ୍ଧ

ପ୍ରସାଦ ଏବେ କଂଗ୍ରେସର ଶେଷ ପରିଚିତ ଚେହେରାବିଜେଡ଼ି ଦୁର୍ଗ ଦୋହଲିଲାଣି, ନେତାମାନେ ପ୍ରଭାବହୀନଜନମତ ଦ୍ରୁତ ବଦଳୁଛି, ମାତ୍ରାଧିକ ପ୍ରଶାସନିକ ସକ୍ରିୟତା କାଳ କଂଗ୍ରେସ ଓ ଅସନ୍ତୁଷ୍ଟ ବିଜେଡିର ସମର୍ଥନରେ ବଢ଼ୁଛି ବିଜେପିପୁରୀ ବିବାଦରେ ରହିଲେ ରାଜ୍ୟ, ଦେଶରେ ନବୀନଙ୍କୁ କ୍ଷତି
Read More...

ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ

ଭୁବନେଶ୍ୱର : ଓଡ଼ିଶାର ଡାକ୍ତରୀ ଇତିହାସରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରାଯାଇ ପାରିଛି । ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲରେ ରବିବାର ଦିନ ଦ୍ୱିତୀୟ ଥର ପାଇଁ ସଫଳତାର ସହ
Read More...

ପ୍ରଦୀପଙ୍କୁ ବହିଷ୍କାର କଲେ ନବୀନ

ଭୁବନେଶ୍ବର: ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଦଳର ପ୍ରାଥମିକ ସଭ୍ୟ ପଦରୁ ବହିଷ୍କାର କରାଯାଇଛି। ଦଳର ଗଣମାଧ୍ୟମ ବ୍ୟାପାର
Read More...

ଛୋଟ ମୋଦୀ ସଂସଦ ଯିବେ, ମନ୍ତ୍ରୀ ହେବେ

ନୂଆଦିଲ୍ଲୀ: ନୀତିଶ କୁମାରଙ୍କ ନେତୃତ୍ବରେ ବିହାରରେ ସରକାର ଗଠନ କରିବାପରେ ବି ବିଜେପି ତାର ରାଜନୈତିକ ଗୋଟିଚାଳନା ଜାରି ରଖିଛି। ବିହାର ବିଜେପିର ଜଣେ ଦକ୍ଷ ନେତା ସୁଶୀଲ ମୋଦୀ (ଛୋଟ ମୋଦୀ)ଙ୍କୁ ଦଳ ରାଜ୍ୟସଭା ପଠାଇବାକୁ ନିଷ୍ପତ୍ତି ନେଇଛି। ହେଲେ କୌତୂହଳ କଥା ହେଲା, ତାଙ୍କୁ ଲୋକ
Read More...

ନାଗାର୍ଜୁନ ବେଶରେ କାଳିଆ, ବଳିଆ; କିନ୍ତୁ ସୁଭଦ୍ରା?

ଭୁବନେଶ୍ବର: ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ଛଅଦିନ ପଡ଼ିଥାଏ, ସେବର୍ଷ କାର୍ତ୍ତିକ ଏକାଦଶୀ ଠାରୁ ଚତୁର୍ଦଶୀ ପର୍ଯ୍ୟନ୍ତ ଯେଉଁ ତିଥି ମଳ ପଡ଼େ, ସେହି ତିଥିରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହୋଇଥାଏ। ଏହି ଆଧାରରେ ପୁରୀରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର
Read More...

କେଉଁ ନେତାଙ୍କ ଉପରେ ଏବେ ବିଜେଡି ନଜର ?

ଭୁବନେଶ୍ବର: ସାଂଗଠନିକ ପୁନର୍ବିନ୍ୟାସ ଠାରୁ ଆରମ୍ଭ କରି ଉପନିର୍ବାଚନ ପରିଚାଳନା ବ୍ୟବସ୍ଥାକୁ ନିରେଖି ଦେଖିବା ପରେ ରାଜନୈତିକ ମହଲକୁ ଯେଉଁ ବଡ଼ ସଙ୍କେତ ମିଳୁଛି, ତାହା ହେଲା, ବିଜେଡିରେ ପିଢି ପରିବର୍ତ୍ତନ ଆରମ୍ଭ ହୋଇଛି। ଅତି ବରିଷ୍ଠଙ୍କୁ ପରାମର୍ଶଦାତା (ବରିଷ୍ଠ ଉପସଭାପତି) ଭଳି
Read More...

ଅତି ଭୀଷଣ ହେବ ନିଭାର୍‌; ଓଡ଼ିଶା ଉପରେ କି ପ୍ରଭାବ ରଖିବ ଜାଣନ୍ତୁ

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଭୀଷଣ ବାତ୍ୟା ରୂପ ଧାରଣ କରି ନିଭାର୍ ଏବେ ଚେନ୍ନାଇ ଠାରୁ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ୩୫୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବ। ସାମୁଦ୍ରିକ ତାପମାତ୍ରା
Read More...

କଂଗ୍ରେସ ଭୋଟର କୁଆଡେ ଯିବେ?

ଭୁବନେଶ୍ବର: ବରିଷ୍ଠ ନେତା ଗୁଲାମନବୀ ଆଜାଦ, କପିଲ ଶିବଲ ପ୍ରମୁଖ ଗାନ୍ଧୀ ପରିବାରର ହାଇକମାଣ୍ଡରାଜ ନେଇ ସ୍ବର ଉଠାଇବା ପରେ ଅକଳରେ ପଡ଼ିଯାଇଛି କଂଗ୍ରେସ। ଯେଉଁ ଗାନ୍ଧୀ ପରିବାର ବିରୋଧରେ କେହି ମୁହଁ ଖୋଲିଲେ ଦିନେ ଦଳରୁ ବିଦା ହେବାର ଦ୍ବାର ନେତୃତ୍ବ ଦେଖାଉଥିଲେ, ସେହି ଦଳର ଶୀର୍ଷ
Read More...

ସହଯୋଗୀ ବଦଳାଇବେ ମୋଦୀ, ଓଡ଼ିଶାରୁ କିିଏ?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଓଡ଼ିଶା ରାଜନୀତି ପାଇଁ ଏହି ଅଦଳବଦଳ ଯଥେଷ୍ଟ ଗୁରୁତ୍ବ ରଖୁଛି। ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ତାଲିକାରେ ଓଡ଼ିଶା ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କ ନାମ ରହିଛି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ
Read More...