ପ୍ରମୁଖ ଖବର

କେରଳରେ ପରିବର୍ତ୍ତନର ଲହରୀ, ୟୁଡିଏଫ ଫେରିଲା କ୍ଷମତାକୁ
ଆସାମରେ ହିମନ୍ତଙ୍କ ଐତିହାସିକ ବିଜୟ
କଲକାତାରେ ଭୋଟ ଗଣନା ମଧ୍ୟରେ ସେଲିବ୍ରେସନ ନିଷେଧ
ହାରିଲେ କଂଗ୍ରେସ ମୁଖିଆ ଗୌରବ ଗୋଗୋଇ
ଯାଜପୁରରେ ଭୟାବହ ସଡ଼କ ଦୁର୍ଘଟଣା, ୫ ମୃତ
ଓଡ଼ିଶାରେ ନୌକା ସୁରକ୍ଷା କଠୋର, ଲାଇଫ୍ ଜାକେଟ୍ ବାଧ୍ୟତାମୂଳକ
Browsing Category

TOP STORIES

ମୋର୍ଚ୍ଚା ସମ୍ଭାଳିଛନ୍ତି ଅସିତ୍-ପାଣ୍ଡିଆନ୍ ଟିମ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ କ୍ଷମତାକୁ ଆସିବା ପରଠାରୁ ରାଜ୍ୟରେ ଆଇଏଏସ୍ ଅଫିସରମାନଙ୍କର କ୍ଷମତା ବୃଦ୍ଧି ନେଇ ସବୁବେଳେ ଚର୍ଚ୍ଚା ହୋଇ ଆସିଛି। କେତେବେଳେ ବେଣୁ ମିଶ୍ର ତ ଆଉ କେବେ ଯୁଗଳ ମହାପାତ୍ର। କେବେ ବିଜୟ ପଟ୍ଟନାୟକ, କେବେ ଆଦିତ୍ୟ ପାଢୀ। ମନ୍ତ୍ରୀଙ୍କ
Read More...

କରୋନା ପାଇଁ ହାତଖୋଲିଦେଲେ ଧର୍ମେନ୍ଦ୍ର

ଏଲପିଜି ବିତରଣ ସହ ସଂପୃକ୍ତ ବ୍ୟକ୍ତିଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଲେ ୫ ଲକ୍ଷ ସହାୟତାସୋ-ରୁମ ଷ୍ଟାଫ୍‌, ଗୋଦାମ କିପର, ମେକାନିକ୍ ଓ ଡେଲିଭରି ବୟଙ୍କ ମୃତ୍ୟୁରେ ମିଳିବ ଟଙ୍କାଇଣ୍ଡିଆନ ଅଏଲ, ବିପିସିଏଲ ଏବଂ ଏଚପିସିଏଲ ଦ୍ୱାରା ନିଆଯାଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ ତୈଳ କମ୍ପାନୀ ଗୁଡିକର
Read More...

ଚାଷୀଙ୍କ ଋଣ ଉପରେ ବଡ଼ ଘୋଷଣା

୩୧ ମେ, ୨୦୨୦ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକୁ ୨ ପ୍ରତିଶତ ସୁଧଛାଡ଼ ଓ ସମସ୍ତ କୃଷକଙ୍କୁ ୩ ପ୍ରତିଶତ ତୁରନ୍ତ ପରିଶୋଧ ରିହାତି (ପିଆରଆଇ) ଅବଧି ବୃଦ୍ଧିର ଲାଭ ମିଳିବ୧ ମାର୍ଚ୍ଚରୁ ୩୧ ମେ ମଧ୍ୟରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଦିଆଯାଇଥିବା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ମିଳିବ ରିହାତି
Read More...

୧୩ ଦିନରେ ଅଟକିଲା ବିଧାନସଭା ବଜେଟ୍ ଅଧିବେଶନ

ଲୋକସେବା ଭବନ ସମ୍ମେଳନ କକ୍ଷରେ ବସିଲା ଅଧିବେଶନ୨୦୨୦-୨୧ ଆର୍ଥିକ ବର୍ଷଲାଗି ଖର୍ଚ୍ଚ ଦାବି ପାରିତ ହେଲାଏସସିଏସଟି ବିଭାଗ ଛାଡି ଅନ୍ୟ ବିଭାଗ ଖର୍ଚ୍ଚ ଦାବି ଗିଲୋଟିନରେ ପାରିତଅନିର୍ଦିଷ୍ଟ କାଳ ପାଇଁ ପ୍ରସ୍ତାବ ଆଣିଲେ ମୁଖ୍ୟ ସଚେତକ, ହଁ ମାରିଲା ଗୃହଓଡ଼ିଶା ଇତିହାସରେ କରୋନା ଯୋଡିଲା
Read More...

ବରଦାସ୍ତ ନ କରିବାକୁ ନିର୍ଦେଶ ଦେଲା କେନ୍ଦ୍ର

ସହରାଂଚଳରେ ଜନସାଧାରଣଙ୍କ ଚଳପ୍ରଚଳ ବନ୍ଦକୁ ସୁନିଶ୍ଚିତଲାଗି ରାଜ୍ୟଗୁଡିକୁ ନିର୍ଦ୍ଦେଶବାହାର ରାଜ୍ୟର ଶ୍ରମିକଙ୍କ ପାଇଁ ସମୟୋଚିତ ମଜୁରି ପ୍ରଦାନ ପାଇଁ ବ୍ୟବସ୍ଥାଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଘର ଛାଡିବା ଲାଗି କହୁଥିବା ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିୟମାବଳୀର ଉଲଘଂନ
Read More...

ମୋଦୀଙ୍କ ମନ୍ କି ବାତ୍, ଜାଣନ୍ତୁ

କରୋନା ବିରୋଧୀ ଲଢ଼େଇରେ ଜିତିବାକୁ ହେଲେ ଏହା ହିଁ ଏକମାତ୍ର ଉପାୟ : ନରେନ୍ଦ୍ର ମୋଦୀଜୀବନ ଓ ମୃତ୍ୟୁ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେ ନିଶ୍ଚୟ ବିଜୟୀ ହେବା କରୋନା ସଂକ୍ରମଣ ସାରା ବିଶ୍ୱକୁ ବନ୍ଦୀ କରି ଦେଇଛି ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ଡାକ୍ତର ଓ
Read More...

ସମସ୍ତେ ମିଳିମିଶି ମୁକାବିଲା ଲାଗି ଆହ୍ବାନ ଦେଲେ ନିରଞ୍ଜନ

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସମସ୍ତେ ମିଳିମିଶି କାମ କରିବା ଲାଗି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ଏକ ଭିଡିଓ ଜାରି କରି ଶ୍ରୀ ପଟ୍ଟନାୟକ କହିଛନ୍ତି, କେବଳ ସରକାରୀସ୍ତରରେ ନୁହେଁ, ଏଭଳି ବିପତ୍ତି ସମୟରେ ସବୁ ଲୋକ ନିଜସ୍ତରରେ ମଧ୍ୟ ସାହାଯ୍ୟ କରିବା ଲାଗି
Read More...

ଲକ୍‌ଡାଉନରୁ କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ ବାଦ୍‌

ଖାଦ୍ୟଶସ୍ୟର ଉପଲବ୍ଧତା ସୁନିଶ୍ଚିତ ହେବ, ବାଧାମୁକ୍ତ ଭାବେ ଜାରି ରହିବ କୃଷି କାର୍ଯ୍ୟରଖି ବିପର୍ଯ୍ୟୟ ପରିଚାଳନା ଆଇନ ଅନ୍ତର୍ଗତ ଜାରି ନିର୍ଦ୍ଦେଶନାମାରେ ସଂଶୋଧନ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କଲେ କେନ୍ଦ୍ର କୃଷି ମନ୍ତ୍ରୀ, ଚାଷୀଙ୍କୁ ବଡ଼ ଲାଭ
Read More...

ଚିନ୍ତା ବଢାଇଲେଣି ରାଜ୍ୟ ବାହାରେ ରହୁଥିବା ଓଡ଼ିଆ

ଭୁବନେଶ୍ବର: ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହେଲେଣି। କରୋନା ଲକ୍ ଡାଉନ୍ ପରେ ସେମାନେ କାମଧନ୍ଦା ହରାଇବା ପରେ ଏବେ ସେସବୁ ଅଞ୍ଚଳରେ ରହିବା ମୁସ୍କିଲ୍ ହୋଇପଡିଛି। ଏନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Read More...

ଗରିବଙ୍କ ପେଟ ଚିହ୍ନିଲେ ନବୀନ

ଭୁବନେଶ୍ବର: ଗୋଟିଏ ପଟେ କରୋନା ତୃତୀୟ ପର୍ଯ୍ୟାୟକୁ ଚାଲିଯାଇଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଥିବା ବେଳେ ଅନ୍ୟପଟେ ସରକାର ଲକ୍ ଡାଉନ୍ ବ୍ୟବସ୍ଥାକୁ ଅଧିକ କଡା଼କଡି କରିବା ଆରମ୍ବ କରିଛନ୍ତି। ଏହି କ୍ରମରେ ଗରିବଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ
Read More...