Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍ ଭୋଟରଙ୍କୁ SIR ନୋଟିସ୍
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
Browsing Category
TOP STORIES
ଅମାନିଆଙ୍କୁ ସତର୍କ କରାଇଲେ ନବୀନ; କଣ କହିଲେ ଶୁଣନ୍ତୁ
ଭୁବନେଶ୍ବର:
ପୂଜା ଓ ଦୀପାବଳି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା
ସହିତ କୋଭିଡ୍ ପାଇଁ କଣ କରିବାକୁ ହେବ, ସେ ନେଇ ସତର୍କ କରାଇ ଦେଇଛନ୍ତି। ଓନାମ୍ ଓ ୟୁରୋପୀୟ ଦେଶର
ଉଦାହରଣ ଦେଇ କହିଛନ୍ତି ଯେ କୋଭିଡ୍ ସଂକ୍ରମଣ କମିବା କାରଣରୁ ଆତ୍ମସନ୍ତୋଷ!-->…
Read More...
Read More...
ନେତାଙ୍କୁ ପୁଅରୋଗ ହୋଇଛି!
ଗଣତନ୍ତ୍ରରେ ରାଜତନ୍ତ୍ରର ଛାପ, ପରିବାରବାଦକୁ ପ୍ରୋତ୍ସାହନ କାହିଁକି?ବାପା, ତା'ପରେ ପୁଅ, ନାତି…ଅଯୋଗ୍ୟ ହେଲେ ବି ଗାଦିରେ ବସିବେବିଜେଡି-ବିଜେପି-କଂଗ୍ରେସ ସମସ୍ତେ ଏକାରାସ୍ତାରେ, ଅସନ୍ତୋଷ ବଢିଲାଣି
ଭୁବନେଶ୍ବର: ରାଜା ରାଜୁଡା ଶାସନ କାଳରେ ରାଜାଙ୍କ ପରଲୋକ ପରେ ତାଙ୍କର ଜ୍ୟେଷ୍ଠ!-->!-->!-->…
Read More...
Read More...
ବିଗିଡିଗଲା; ଏବର୍ଷ ପାଣିପାଗରେ ବଡ଼ ପରିବର୍ତ୍ତନ
ଭୁବନେଶ୍ବର: ଚଳିତବର୍ଷ ଲା-ନିନା ପ୍ରଭାବରେ ନଭେମ୍ବରରୁ ଜାନୁଆରି ମାସ ଯାଏ ଦକ୍ଷିଣ ଭାରତରେ ଅଧିକ ବର୍ଷିବ।ଓଡ଼ିଶାରେ ନଭେମ୍ବର ଓ ଡିସେମ୍ବରରେ ବର୍ଷା ଅଧିକ ସମ୍ଭାବନା ଅଧିକ। ଅନ୍ୟପକ୍ଷରେ ବିଳମ୍ବରେ ଶୀତ ଆସିଲେ ହେଁ, ଏଥର କିନ୍ତୁ ହାଡ଼ଥରାଇ ଦେବ। ପାଣିପାଗ ବିଜ୍ଞାନୀମାନେ ଏଭଳି!-->…
Read More...
Read More...
କ୍ଷତି, ଝଗଡା, ପିଲାଙ୍କ ଶିକ୍ଷାର ଚିନ୍ତା ଅଛି କି? ଜାଣନ୍ତୁ ଏହାର ନିଦାନ
କଳିଯୁଗରେ ସୂର୍ଯ୍ୟଙ୍କୁ ପ୍ରତ୍ୟକ୍ଷ ଦେବତା ଭାବରେ ବିବେଚନା କରାଯାଏ। ବାସ୍ତୁରେ କେତେକ ନିୟମ ସୂର୍ଯ୍ୟ କିରଣ ଉପରେ ଆଧାରିତ। ଯଦି କୌଣସି ସ୍ଥାନ ଶକ୍ତିହୀନ, ତେବେ ଏହା ସୂର୍ଯ୍ୟଙ୍କ କିରଣ ଦ୍ୱାରା ଶକ୍ତିଶାଳୀ ହୋଇପାରିବ ବୋଲି ବିଶ୍ବାସ କରାଯାଏ। ଏହି ସୂର୍ଯ୍ୟ କିରଣ ଏକ ନିୟନ୍ତ୍ରିତ!-->…
Read More...
Read More...
ପୁଳା ପୁଳା ଟଙ୍କା କୁଆଡୁ ଆସିଲା?
ଭୁବନେଶ୍ବର: ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ହାତରେ ପୁଳା ପୁଳା ଟଙ୍କା ଲାଗିଛି। କେହି ଦାନରେ ଦେଇନାହାନ୍ତି କି ରାସ୍ତାରେ ପଡିନଥିଲା। ବରଂ ପାରଳାଖେମୁଣ୍ଡିର ଜଣେ ଅଧ୍ୟାପକଙ୍କ ଘରେ ଚଢଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ଏହି ଅର୍ଥ ଠାବ କରିଛନ୍ତି। ଏଯାଏ ଗଣାଯାଇନଥିଲେ ହେଁ, ପାଖାପାଖି!-->…
Read More...
Read More...
ପୁରୀରେ ବିଜେଡି ନେତା କିଏ?
ଭୁବନେଶ୍ବର: ପୁରୀରେ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କୁ ନେଇ ବିଜେଡି ଆଗକୁ ବଢିବ? ୨୦୨୪ରେ ତାଙ୍କ ପୁଅକୁ ଦଳ ଟିକେଟ୍ ଦେବ ନା ଯୁବ ନେତା ଶୁଭାଶିଷ ଖୁଣ୍ଟିଆ ବିଜେଡି ସୁପ୍ରିମୋଙ୍କ ବିଶ୍ବାସ ଜିଣିବେ? ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ବିଜେଡି ଆଉ ଥରେ ନିଜ ଆଡକୁ ଫେରାଇ!-->…
Read More...
Read More...
ଯେବେ କ୍ରିକେଟ୍ ଖେଳାଳିଙ୍କ ପ୍ରେମରେ ପଡ଼ନ୍ତି…
ନୂଆଦିଲ୍ଲୀ: ଭାରତରେ ଚଳଚ୍ଚିତ୍ର ତାରକା ଯେମିତି ଲୋକପ୍ରିୟ,ଠିକ୍ ସେମିତି କ୍ରିକେଟ୍ ଖେଳାଳି। ଅମିତାଭ ବଚ୍ଚନ, ଅମିର ଖାଁଙ୍କ ଠାରୁ ଆରମ୍ଭ କରି ଶ୍ରୀଦେବୀ, କାଜଲ, ମାଧୁରୀଙ୍କୁ ଘରେ ଘରେ ଜାଣିଥିବେ। ସୁନୀଲ ଗାଭାସ୍କର, ସଚ୍ଚିନ୍ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଲିଙ୍କୁ!-->…
Read More...
Read More...
କରୋନା ମୁକାବିଲା: ନବୀନଙ୍କ ରାସ୍ତାରେ ହର୍ଷ
‘ଓନାମ୍’ ଅବହେଳାର ଫଳ ଭୋଗୁଛି କେରଳ ସବୁ ରାଜ୍ୟ ସରକାର ସତର୍କ ହେବାକୁ ପରାମର୍ଶ ନିଜ ଘରେ ରହି ପାର୍ବଣ ପାଳନ୍ତୁ ବୋଲି କହିଲେ ସମ୍ବାଦପତ୍ର ସୁରକ୍ଷିତ, କରୋନାର ଉତ୍ସ ନୁହେଁ
ନୂଆଦିଲ୍ଲୀ: ଗତ ସପ୍ତାହରେ ପୂଜା ଓ ଶୀତ ଋତୁ ପାଇଁ କରୋନା ସଂକ୍ରମଣ ସଂକ୍ରାନ୍ତ ସତର୍କ ସୂଚନା ଦେବା ବେଳେ!-->!-->!-->…
Read More...
Read More...