ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category

TOP STORIES

କେତେବେଳେ ସିଗାରେଟ୍‍ ବେଶୀ ବିପଜ୍ଜନକ, ଜାଣନ୍ତୁ

ନିଶାଦ୍ରବ୍ୟ ସେବନରୁ ସିନା ସାମୟିକ ଅାନନ୍ଦ ମିଳେ ଏହା ପରୋକ୍ଷରେ ଅନେକ ରୋଗକୁ ଅାମନ୍ତ୍ରଣ କରିଥାଏ । ଏପରି ଭୟାବହତା ସଂର୍ପକରେ ସଚେତନ ଥାଇବି ଅନେକ ନିଶା ସେବନରୁ ନିଜକୁ ବିରତ ରଖିବାରେ ସକ୍ଷମ ହୋଇନଥାନ୍ତି । ଅାଜିକାଲି ସିଗାରେଟ ଟାଣିବା ଅନେକଙ୍କର ଏକ ସଉକରେ ପରିଣତ ହୋଇଯାଇଛିକହିଲେ
Read More...

କାର୍ତିକ ପୂର୍ଣ୍ଣମୀରେ ଜାଣନ୍ତୁ ୧୫୦ ବର୍ଷ ତଳର ଏହି କଥା

ନୂଆଦିଲ୍ଲୀ: ବିଦ୍ୟାଳୟରେ ଆମେ ସମସ୍ତେ ଅଳ୍ପ ବହୁତ ସୁଏଜ କେନାଲ ସମ୍ପର୍କରେ ପଢ଼ିଛନ୍ତି। ଜାଣିଛନ୍ତି, ଦେଶର ନୌବାଣିଜ୍ୟ କ୍ଷେତ୍ରରେ ପ୍ରମୁଖ କେନାଲ ଭାବେ ଗଣତି ହେଉଥିବା ସୁଏଜର ବୟସ ଇତିମଧ୍ୟରେ ୧୫୦ ଛୁଇଁଲେଣି। ମଣିଷକୃତ ଏହି କେନାଲ ୧୮୫୯ ମସିହାରେ ୟୁରୋପରୁ ଏସିଆକୁ ନୌବାଣିଜ୍ୟ ପାଇଁ
Read More...

କାହିଁକି ଟଙ୍କା ଖର୍ଚ୍ଚ ହେଉନି ବାବୁଙ୍କ ଉପରେ ବର୍ଷିଲେ ନେତା

ଭୁବନେଶ୍ୱର: କୋଟିଏ କି ଦୁଇ କୋଟି ନୁହେଁ, ପୂରା ୧୨୦୮ କୋଟି ୪୨ଲକ୍ଷ ଟଙ୍କା ଜିଲ୍ଲା ଖଣିଜ ପାଣ୍ଠିରେ ଆଦାୟ ହୋଇଛି। ୧୦୯୮ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ପାଇଲାଣି। କିନ୍ତୁ ଟଙ୍କା ବିନିଯୋଗରେ କାହିଁକି ପଛୁଆ ବୋଲି ଅନୁଗୁଳ ଜିଲ୍ଳା ଖଣିଜ ପାଣ୍ଠି ସପ୍ତମ ବୋର୍ଡ଼ ବୈଠକରେ ଉଦବେଗ ପ୍ରକାଶ
Read More...

ଆଯୋଧ୍ୟା ସହ ଯୋଡି ହେଲା କିଛି ରେକର୍ଡ଼

ନୂଆଦିଲ୍ଲୀ: ଆଯୋଧ୍ୟା ମାମଲା ସହ କିଛି ରେକର୍ଡ ମଧ୍ୟ ଯୋଡି ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ୬୯ ବର୍ଷ ଇତିହାସରେ ସମ୍ଭବତଃ ଏହା ପ୍ରଥମ ମାମଲା ଯାହା ଶନିବାର ପ୍ରକାଶ ପାଇଛି। କୋର୍ଟ ସାଧାରଣତଃ ସୋମବାର ରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିଥାଏ। ଅତି ଜରୁରୀ ସ୍ଥିତିରେ ଶନିବାର, ରବିବାର ବା ରାତି
Read More...

ସବୁବେଳେ ମୋବାଇଲ୍‍ ଦେଖୁଛନ୍ତି କି? ଏମିତି ବିପଦ ଆସିବ

ଦୀର୍ଘ ସମୟ ଧରି ମୋବାଇଲ୍‍ ଫୋନ୍‍ ବ୍ୟବହାର କରିବା କିମ୍ୱା କମ୍ପ୍ୟୁଟର ସ୍କ୍ରିନ୍‍ କାମ କରିବାଦ୍ୱାରା ଅାପଣ ନେମୋଫୋବିୟାର ଶିକାର ହୋଇପାରନ୍ତି । ଅାଜିକାଲିର ଲାଇଫ୍‍ ଷ୍ଟାଇଲ୍‍ ହିଁ ମଣିଷକୁ ସବୁବେଳେ ବିଭିନ୍ନ ପ୍ରକାରର ଯାନ୍ତ୍ରିକ ଉପକରଣ ଉପରେ ନିର୍ଭରଶୀଳ କରାଇଛି । ବିଶେଷକରି ପ୍ରାୟ
Read More...

ରାତି ସୁଦ୍ଧା ସୁନ୍ଦରବନ ଛୁଇଁବ ବୁଲ୍‍ବୁଲ୍‍

ଭଦ୍ରକରେ ୧୧୦ କିଲୋମିଟର ବେଗରେ ପବନବଡ଼ ଗଛ, ବିଦ୍ୟୁତ ଖୁଣ୍ଟ ଉପାଡିଛି, ଘର ଭାଙ୍ଗିଛିଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡାରେ ବେଶୀ ବର୍ଷା୬ଲକ୍ଷ ହେକ୍ଟର ଜମିରେ ଚାଷ ପ୍ରଭାବିତ ଆଶଙ୍କା ଭୁବନେଶ୍ୱର: ଭୀଷଣ ସାମୁଦ୍ରିକ ବାତ୍ୟା ବୁଲ୍‍ବୁଲ୍‍ ଓଡ଼ିଶା ସୀମାରେ ବିପùାତ କରି ଘଣ୍ଟା ପ୍ରତି
Read More...

ନିଆରା ନବୀନ: ବାପାଙ୍କ ସମାଧି ବି ଭାଙ୍ଗିବାକୁ କହିଲେ

ଭୁବନେଶ୍ବର: େଗାଟିଏ ସମୟରେ ନିଜର ପୈତୃକ ସଂପତ୍ତି କଟକର ଆନନ୍ଦଭବନକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପରିବାର। ଏହାକୁ ଏବେ ସଂଗ୍ରହାଳୟ କରାଯାଇଛି। ଆଜି ପୁଣି ଏକ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ। ନିଜେ ଶାସନରେ ରହି ନିଜ
Read More...

ପାଟକୁରାକୁ ଝଟ୍‍କା:ବିଜୟଙ୍କ ସମର୍ଥକ ନିରାଶ

ଭୁବନେଶ୍ୱର: ବିଜେଡିର ପାଟକୁରା ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଵାଲଙ୍କ ପରଲୋକ ପରେ ସେଠାରେ ନିର୍ବାଚନ ଅନିଶ୍ଚିତତା ଭିତରକୁ ଚାଲିଯାଇଛି । ଯେ କୌଣସି ମୁହୂର୍ତରେ ନିର୍ବାଚନ କମିସନ ଏଠାରେ ମତଦାନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିପାରନ୍ତି । ଏଥିସହିତ ବରିଷ୍ଠ ବିଜେପି ନେତା ବିଜୟ
Read More...