Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
TOP STORIES
ମହିଳା କମିସନ ଆଇନ ଦୁର୍ବଳ ନୁହେଁ, ତଥାପି…
ଆଉ କେତେ ଦୁଷ୍କର୍ମ ଘଟଣା ଘଟିଲେ, ସମସ୍ତେ ଚେତିବେ?
ଭୁବନେଶ୍ବର: ବହୁଚର୍ଚ୍ଚିତ ସ୍ମିତାରାଣୀ ମାମଲାରେ ମହିଳା କମିସନ ଅଧ୍ୟକ୍ଷା ମୀନତି ବେହେରାଙ୍କ ବିରୋଧରେ ବିଜେପି ଅଭିଯୋଗ ଆଣିଥିଲା। ଦଳର ନେତାମାନେ ବିଧାନସଭା ବାହାରେ କହିଥିଲେ, ବିରୋଧୀ ଦଳ ନେତା ନିଜେ ବିଧାନସଭା ଭିତରେ ଏହି!-->!-->!-->…
Read More...
Read More...
ନିଜ ଗୋଡକୁ ନିଜେ ହାଣିଲେ
ରାଜ୍ୟ କ୍ୟାବିନେଟ୍ ଅନୁମତି ଦେଇସାରିଛନ୍ତିମନ୍ତ୍ରୀ କହିଲେ ପିଏମ୍ କିଷାନ-କାଳିଆ ସମ୍ମେଳନ ହେବକିନ୍ତୁ କାଳିଆ ଯୋଜନା ଚାଲିବମନ୍ତ୍ରୀଙ୍କ ମନ୍ତବ୍ୟ ଯଦି ଠିକ୍ସ,ତେବେ ସମ୍ମେଳନ କାହିଁକି
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରେ ଚାଷୀଙ୍କୁ ୬ ହଜାର ଟଙ୍କା ଦେବା ଲାଗି କେନ୍ଦ୍ର!-->!-->!-->!-->!-->…
Read More...
Read More...
ଶୁଆଇ ଦେଉନାହାନ୍ତି ପାଣ୍ଡିଆନ୍
ଭୁବନେଶ୍ବର: ସରକାରୀ କାମ କରିବେ ବୋଲି ରାତି ଶୁଆଇ ଦେଉନାହାନ୍ତି ୫ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍। କିଛି ଦିନ ତଳେ ଭୋର ୪ଟାରୁ କଟକ ମେଡିକାଲ ଯାଇ ସେଠାରେ ସ୍ଥିତି ସମୀକ୍ଷା କରିଥିଲେ। ସନ୍ଧ୍ୟାରେ ସରକାର କଟକ ମେଡିକାଲ କଲେଜକୁ ଏମ୍ସ ପ୍ଲସ ସ୍ତରରେ ପହଞ୍ଚାଇବା ପାଇଁ ୧୦୦୦!-->…
Read More...
Read More...
ଏବେ ମୁକୁଳିବେ ପି. ଚିଦାମ୍ବରମ୍
ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ କେଳେଙ୍କାରୀ ମାମଲାରେ ସର୍ବୋଚ୍ଚ ଅଦାଲତ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି। ୨ଲକ୍ଷ ଟଙ୍କାର ବଣ୍ଡ ଓ ଦୁଇଜଣଙ୍କ ଜାମିନଦାର ସମାନ ଅର୍ଥ ଜମା କରିବା ସର୍ତରେ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ ଜାମିନ ଦେଇଛନ୍ତି।!-->…
Read More...
Read More...
ବିଧାୟକଙ୍କ ଭଳି ସାଂସଦ ବି ରହୁନାହାନ୍ତି ସଂସଦରେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥାନ ପାଇଁ କହିଥିଲେ ପ୍ରଧାନମନ୍ତ୍ରୀଙ୍କ କ୍ଷୋଭ ସଂପର୍କରେ ଜଣାଇଲେ ରାଜନାଥ
ଭୁବନେଶ୍ବର: ଗୃହରେ ବିଧାୟକମାନଙ୍କ ଅନୁପସ୍ଥିତି େନଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ନିକଟରେ ବିଜେଡି ବିଧାୟକମାନଙ୍କ ପାଇଁ!-->!-->!-->…
Read More...
Read More...
ମୋବାଇଲରେ ପାଠ ପଢିବେ ପିଲା
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ‘ମଧୁ ଆପ୍’ ଉନ୍ମୋଚିତଘରେ ବସି ସମାଧାନ ରାସ୍ତା ବାହାର କରିବେଗଞ୍ଜାମ ଜିଲ୍ଲାରୁ ପାଇଲଟ୍ ପ୍ରକଳ୍ପ ଆରମ୍ଭ
ଭୁବନେଶ୍ବର: ପିଲାମାନେ ମୋବାଇଲ୍ ଧରି ବିଭିନ୍ନ ଖେଳରେ ମାତୁଥିଲେ। ଏହାକୁ ନେଇ ଅଭିଭାବକ ଓ ପିଲାମାନଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା। ଏଣିକି!-->!-->!-->…
Read More...
Read More...
ଚମକ ହରାଉଛି କି ଓଡ଼ିଶା ବିଧାନସଭା?
ପୂର୍ବାପେକ୍ଷା ଦକ୍ଷ ଓ ଅନୁଭବୀ ବିଧାୟକ ଜିତୁଛନ୍ତିବିତର୍କର ମାନ ବଢୁନି କି ବିଲ୍ ଆଲୋଚନା ହେଉନିକଣ ପାଇଁ ଆଗୁଆ ସରିଯାଉଛି ଅଧିବେଶନବାଚସ୍ପତିଙ୍କ କଥା ଶୁଣୁନାହାନ୍ତି, ମୁଖ୍ୟମନ୍ତ୍ରୀଙ୍କର ବି
ଭୁବନେଶ୍ୱର: ସଂସଦ ଓ ବିଧାନସଭାରେ ଯେତେ ଅଧିକ ଦକ୍ଷ, ଶିକ୍ଷିତ ତଥା ଅନୁଭବୀ ସାଂସଦ ଓ!-->!-->!-->!-->!-->…
Read More...
Read More...
ସରକାରଙ୍କ ପାଇଁ ପୁଲିସ ଅଡୁଆ!
ସ୍ମିତାରାଣୀ ପରେ ରୁକ୍ମୁଣୀ ମଣ୍ଡଳ ଘଟଣା ନେଲା ନୂଆ ମୋଡ଼ପୁଲିସ କାର୍ଯ୍ୟାନୁଷ୍ଠାନକୁ ମାସେ ଅପେକ୍ଷା ପରେ ଆତ୍ମହତ୍ୟା କଲେରୁକ୍ମୁଣୀ ଜୀବନ ହାରିବା ପରେ ପୁଲିସ ଚେଇଁଲା, ଧରାହେଲା ଅଭିଯୁକ୍ତଇତିଶ୍ରୀ ମାମଲାରୁ କିଛି ବି ଶିଖିଲେନି ଆମ ପୁଲିସ ବାବୁ, ପୁନରାବୃତ୍ତି
ଭୁବନେଶ୍ୱର:!-->!-->!-->…
Read More...
Read More...
ଓଡ଼ିଶାରୁ କେଉଁଆଡେ ଯାଉଛନ୍ତି ବଜ୍ରକାପ୍ତା?
ଆଠଗଡ଼ରେ ଦୁର୍ଦାନ୍ତ ଗ୍ୟାଙ୍ଗକୁ ଗିରଫ କଲେ ଡିଏଫ୍ଓଦେଶ ବାହାରକୁ ଲମ୍ୱିଛି ଚେର, କୋଲକାତା ହେଉଛି ମାଧ୍ୟମ୬ ଜଣ ସ୍ଥାନୀୟ ବ୍ୟବସାୟୀ ଗିରଫ, ଅନ୍ୟମାନଙ୍କୁ ଖୋଜାଯାଉଛି
ଭୁବନେଶ୍ୱର: ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ଆଜି ଦୁର୍ଦାନ୍ତ ଗ୍ୟାଙ୍ଗକୁ ଧରିିଛନ୍ତି ଆଠଗଡ ଡିଏଫ୍ଓ । ଏହି!-->!-->!-->…
Read More...
Read More...
ରାଫେଲ ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ବସିଥିବା ଖଣ୍ଡପୀଠ ୧୪ଟି ରାଫେଲ ଯୁଦ୍ଧ ବିମାନ ଯାଂଚ ମାମଲାରେ ଦାଖଲ ହୋଇଥିବା ଯାଚିକାକୁ ଖାରଜ କରିଛନ୍ତି ।
ସୁପ୍ରିମକୋର୍ଟ ଦ୍ୱାରା କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ ଦସ୍ତାବିଜରେ ପର୍ଯ୍ୟାପ୍ତ!-->!-->!-->…
Read More...
Read More...