Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ
Browsing Category
TOP STORIES
ଆଇଟିଇଆର ରେ “ଚକ୍ରବ୍ୟୁହ” ଓ “ଜେନେସିସ” ଉଦ୍ଘାଟିତ
ଭୁବନେଶ୍ବର: ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମଡ ଟୁ ବି ବିଶ୍ୱବିଦ୍ୟାଳୟର ଫାକଲଟି ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ ଅଫ ଟେକନିକାଲ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ରେ ୩-ଦିନିଆ ଟେକ୍ନୋ କଲ୍ଚରାଲ୍ ଫେଷ୍ଟ "ଚକ୍ରବ୍ୟୁହ" ଏବଂ "ଜେନେସିସ" ଶୁକ୍ରବାର!-->…
Read More...
Read More...
ଓଡ଼ିଆ ପକ୍ଷ ଅବସରରେ କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଆ ପକ୍ଷ ପାଳନ ଅବସରରେ ରାଜ୍ୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଉତ୍ସବ ଉତ୍ସାହର ସହିତ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କୁନି କୁନି ପିଲାଙ୍କୁ ଖଡି ଛୁଆଁଇ ଶିକ୍ଷା ଜୀବନର ଆରମ୍ଭ କରାଇଛନ୍ତି। ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେରେ!-->…
Read More...
Read More...
ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ଆସାମ: ଇରାନରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଏଲପିଜି ସଙ୍କଟ ନେଇ ଚିନ୍ତା ବଢ଼ୁଥିବା ବେଳେ ବିଜେପି ପକ୍ଷରୁ ଆସାମରେ ଏକ ଚମତ୍କାର ନିର୍ବାଚନୀ ଘୋଷଣା ହୋଇଛି।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ଏନଡିଏ ପୁଣିଥରେ କ୍ଷମତାକୁ ଫେରିଲେ ରାଜ୍ୟର ପ୍ରତ୍ୟେକ ପରିବାରକୁ!-->!-->!-->…
Read More...
Read More...
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ଜଙ୍ଗଲ ଜମିକୁ ମିଳିଲା ଅନୁମତି
ପୁରୀ: ଓଡ଼ିଶାର ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରକଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଘଟିଛି। କେନ୍ଦ୍ର ସରକାର ପକ୍ଷରୁ ଏହି ପ୍ରକଳ୍ପକୁ ଷ୍ଟେଜ୍-୧ ଅନୁମୋଦନ ମିଳିଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି!-->…
Read More...
Read More...
ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ମହାରାଷ୍ଟ୍ର: ମହାରାଷ୍ଟ୍ରର ନାସିକ ଜିଲ୍ଲାର ଡିଣ୍ଡୋରି ତାଲୁକାରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ଡିଣ୍ଡୋରିର ଶିବାଜୀନଗର ଅଞ୍ଚଳରେ ଏକ ଦ୍ରୁତଗାମୀ କାର୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା କୂଅରେ ଖସି ପଡ଼ିବାରୁ ଗୋଟିଏ ପରିବାରର ସମସ୍ତ ୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ!-->…
Read More...
Read More...
ଓଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର: ଓଡ଼ିଆ ଭାଷାରେ ନାମ ଫଳକ ନ ରହିଲେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଉପରେ କଡ଼ା ଆକ୍ସନ୍ ନିଆଯିବ। ଶୁଦ୍ଧ ଓ ସ୍ପଷ୍ଟ ଓଡ଼ିଆରେ ନାମ ଲେଖିବାକୁ ଏବେ ବାଧ୍ୟତାମୂଳକ କରାଯାଇଛି। ଯଦି କେହି ନିୟମ ମାନନ୍ତି ନାହିଁ ତେବେ ଆଇନର ଧାରା ୩୫ ଅନୁଯାୟୀ ଦଣ୍ଡିତ ହେବେ। ଓଡ଼ିଆ ପକ୍ଷ ୨୦୨୬!-->…
Read More...
Read More...
ଭାରତ ଆସୁଛି ସପ୍ତମ ଏଲ୍ପିଜି ଟ୍ୟାଙ୍କର୍
ନ୍ୟୁଜ୍ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଚାଲୁଥିବା ସଂଘର୍ଷ ମଧ୍ୟରେ ଗ୍ରୀନ୍ ସାନଭି ନାମକ ସପ୍ତମ ଭାରତୀୟ ଏଲପିଜି ଟ୍ୟାଙ୍କର୍ ସଫଳତାର ସହ ହର୍ମୁଜ୍ ପ୍ରଣାଳୀ ପାର କରି ଭାରତ ଦିଗକୁ ଗତି କରିଛି। ଏହା ଏକ ଆଶ୍ୱସ୍ତିକର ଖବର, କାରଣ ବର୍ତ୍ତମାନ ଏହି ସମୁଦ୍ର ପଥ ଅତ୍ୟନ୍ତ ସଂବେଦନଶୀଳ ଅବସ୍ଥାରେ!-->…
Read More...
Read More...
ଏଲ୍ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ନ୍ୟୁଜ୍ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଇରାନ ସମ୍ପର୍କିତ ଯୁଦ୍ଧ ପରିସ୍ଥିତିର ପ୍ରଭାବରେ ଭାରତରେ ଏଲ୍ପିଜି ଗ୍ୟାସ୍ ଯୋଗାଣରେ ଚାପ ସୃଷ୍ଟି ହୋଇଛି। ଏହାକୁ ମୁକାବିଲା କରିବା ସହିତ କଳାବଜାରୀକୁ ରୋକିବା ପାଇଁ ସରକାର ନୂତନ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷିତରେ ଏଲ୍ପିଜି ସିଲିଣ୍ଡର!-->…
Read More...
Read More...
‘କନ୍ୟା ସୁମଙ୍ଗଳ ଯୋଜନା’, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର
ଭୁବନେଶ୍ୱର: ରାଜ୍ୟରେ ‘କନ୍ୟା ସୁମଙ୍ଗଳ ଯୋଜନା’ର ଏସଓପି (SOP) ଖୁବ ଶୀଘ୍ର ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଝିଅ ଜନ୍ମ ହେବା ପରେ ଏକ ବର୍ଷ ଭିତରେ ଶିଶୁର ବ୍ୟାଙ୍କ ଖାତାକୁ ସରକାର ପ୍ରଥମ ଆର୍ଥିକ ସହାୟତା ଜମା କରିବେ। ପର୍ଯ୍ୟାୟକ୍ରମେ ସହାୟତା ଦିଆଯାଇ!-->…
Read More...
Read More...
ବଢୁଛି ତାତି, ସକାଳୁଆ ସ୍କୁଲ ପାଇଁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ
ନ୍ୟୁଜ୍ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ତୀବ୍ର ହେଉଥିବା ପରିପ୍ରେକ୍ଷିତରେ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଦେବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ଶୁକ୍ରବାରଠାରୁ ସମସ୍ତ ସ୍କୁଲ ସକାଳୁଆ ଚାଲିବ।
!-->!-->…
Read More...
Read More...