ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ
Browsing Category

TOP STORIES

ଭବିଷ୍ୟତରେ ଯନ୍ତ୍ର ଅଧିକ କାର୍ଯ୍ୟକ୍ଷମ ଓ ଚତୁର ଭାବେ ଉଭା ହେବ: ପ୍ରଫେସର (ଡକ୍ଟର) ପେନ୍‌

ଭୁବନେଶ୍ୱର, ମାର୍ଚ୍ଚ, ୦୨: ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତା ଏବେ ସବୁଠି ଚର୍ଚ୍ଚାରେ ରହିଥିବା ବେଳେ ଏହି ସମ୍ପର୍କିତ ଜଣେ ଆନ୍ତର୍ଜାତିକ ବିଶେଷଜ୍ଞ କହିଛନ୍ତି ଯେ ଭବିଷ୍ୟତରେ ମେସିନ୍ ଅଧିକ କାର୍ଯ୍ୟକ୍ଷମ ଓ ଚତୁର ହେବା ସହ ମଣିଷର ବୁଦ୍ଧିମତାକୁ ପଛରେ…
Read More...

ଅଲି ଖାମେନିଙ୍କ ପତ୍ନୀ ମନସୁରେହ ଖୋଜାସ୍ତେହ ମୃତ

ଇରାନ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ପତ୍ନୀ ମନସୁରେହ ଖୋଜାସ୍ତେହ ବାଘେରଜାଦେହଙ୍କ ଦେହାବସାନ ଘଟିଥିବା ସୂଚନା ମିଳିଛି। ଇରାନର ସରକାରୀ ଗଣମାଧ୍ୟମ ଅନୁସାରେ, ସେ ଦୁଇ ଦିନ ପୂର୍ବରୁ ଆମେରିକା ଓ ଇସ୍ରାଏଲଙ୍କ ଆକ୍ରମଣରେ ଆହତ ହୋଇଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ…
Read More...

ଯୁଦ୍ଧ ପାଇଁ ଭୁବନେଶ୍ବର-ଦୁବାଇ ବିମାନ ସେବା ବାତିଲ

ଭୁବନେଶ୍ବର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଭୁବନେଶ୍ବର-ଦୁବାଇ ବିମାନ ଚଳାଚଳ ବାତିଲ୍। ଏହି କାରଣରୁ ଭାରତରେ ଅନେକ ଘରୋଇ ବିମାନ ଉଡାଣକୁ ରଦ୍ଦ କରାଯାଇଛି। ସେଥିମଧ୍ୟରେ ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍ କରାଯାଇଛି। ତେବେ ବୁଧବାର ଦୁବାଇକୁ ବିମାନ ଉଡ଼ିବ କି ନାହିଁ, କାଲିର ସ୍ଥିତି ଦେଖି…
Read More...

ସମ୍ବଲପୁର କୋର୍ଟକୁ ବୋମା ଧମକ

ପୁଣି କୋର୍ଟକୁ ବୋମା ଧମକ ମିଳିଛି। ସମ୍ବଲପୁର ଜିଲ୍ଲା ଦୌରାଜଜ୍ କୋର୍ଟକୁ ବୋମା ଧମକ ମିଳିଥିବା ଖବର ରହିଛି। ବୋମା ଧମକ ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ପୋଲିସ। ଏହାସହ ବମ୍ ସ୍କ୍ବାଡର୍ ମଧ୍ୟ ପହଞ୍ଚି ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛନ୍ତି। ତେବେ କିଏ ଧମକ ଦେଇଛି…
Read More...

ବିଜେପି କିଣିଲା ୧୬ ସେଟ୍ ଫର୍ମ

ରାଜ୍ୟସଭା ରଣକ୍ଷେତ୍ରରେ ବିଜେପିର ସକ୍ରିୟତା; ୧୬ ସେଟ୍ ଫର୍ମ କିଣାରେ ରାଜନୀତି ଗରମଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ତାରିଖ ଯେତିକି ପାଖଉଛି ସେତିକି ରାଜ୍ୟରେ ରାଜନୀତିକ ଉଷ୍ମତା ବଢ଼ିଚାଲିଛି। ବିଜେପି ୧୬ସେଟ୍ ଫର୍ମ କିଣିବା ପରେ ରାଜନୀତିକ ମହଲରେ ବଡ ହଲଚଲ ଦେଖିବାକୁ ମିଳିଛି।…
Read More...

୬ଟି ରାଜ୍ୟରେ ଝଡ଼ବର୍ଷା ସତର୍କତା; ଗରମ ବଢ଼ିବା ନେଇ ପୂର୍ବାନୁମାନ

ନ୍ୟୁଜ୍ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୬ଟି ରାଜ୍ୟରେ ଝଡ଼ବର୍ଷା ଓ ବଜ୍ରପାତ ସମ୍ଭାବନା ନେଇ ସତର୍କତା ଜାରି କରାଯାଇଛି। ଉତ୍ତର–ପଶ୍ଚିମ ଭାରତରେ ଗ୍ରୀଷ୍ମ ଆରମ୍ଭ ହୋଇଥିବା ବେଳେ ଦିନକୁ ତାପମାତ୍ରା ବଢ଼ୁଛି। ଘଣ୍ଟା ପ୍ରତି ୩୦ରୁ ୩୫ କିଲୋମିଟର ବେଗରେ ଗରମ ପବନ ବହିପାରେ ବୋଲି…
Read More...

ନାଗପୁରରେ ବିସ୍ଫୋରକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୧୫ ମୃତ, ଅନେକ ଆହତ

ନାଗପୁର: ମହାରାଷ୍ଟ୍ରର ନାଗପୁର ଜିଲ୍ଲାର କାଟୋଲ ତାଲୁକାରେ ଥିବା ଏସ୍‌ବିଏଲ୍ କମ୍ପାନୀରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ କମରେ ୧୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ସୂଚନାନୁସାରେ, କମ୍ପାନୀରେ ବିସ୍ଫୋରକ ଡେଟୋନେଟର ତିଆରି କରାଯାଉଥିଲା। କମ୍ପାନୀର…
Read More...

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୨୧ ଜୀବନ୍ତ ଦଗ୍ଧ

ଆନ୍ଧ୍ର ପ୍ରଦେଶ: ଆନ୍ଧ୍ର ପ୍ରଦେଶ ର କାକିନାଡା ଜିଲ୍ଲା ରେ ଏକ ଭୟଙ୍କର ବିସ୍ଫୋରଣ ଘଟି ୨୧ ଜଣଙ୍କ ମୃତ୍ୟୁ ଘଟିଛି। ସମରଲାକୋଟା ମଣ୍ଡଳର ଭେଟଲାପାଲିମ ସ୍ଥିତ ସୂର୍ଯ୍ୟଶ୍ରୀ ବାଣ ତିଆରି କାରଖାନାରେ ଅପରାହ୍ନ ପ୍ରାୟ ୨ଟା ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳରେ…
Read More...

ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ବାଳ

ଭୁବନେଶ୍ବର: ବିଜେଡିରୁ ବିଦା ହେଲେ ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାତ ବିଶ୍ୱାଳ। ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କହିଛନ୍ତି। ଏନେଇ ଦଳର…
Read More...

ବଦଳିବ ଅପଭ୍ରଂଶ ଇଂରାଜୀ ନାମ: ଅରବିନ୍ଦ ପାଢୀ

ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ନାମ ବଦଳିବ। ବ୍ରିଟିଶ୍ ଶାସନ ସମୟରୁ ପ୍ରଚଳିତ ଭୁଲ୍ ବନାନ୍ ସଂଶୋଧନ ହେବ । ମୂଳ ଓଡ଼ିଆ ନାମର ପୁନଃସ୍ଥାପନ ସମ୍ପର୍କରେ ପ୍ରସ୍ତାବ ପଠାଇବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର…
Read More...