Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ
Browsing Category
TOP STORIES
ଆଉ ମିଳିବନି ମାଦକ ଦ୍ରବ୍ୟ: ଗୁଟ୍ଖା, ସିଗାରେଟ୍-ବିଡି ହେଲା ବ୍ୟାନ୍
ନ୍ୟୁଜ୍ ବ୍ୟୁରୋ: ମାଦକ ଦ୍ରବ୍ୟ କିଣାବିକା ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଗୁଟଖା କ୍ରୟ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଲେ ରାଜ୍ୟ ସରକାର। ପାନ ମସଲା, ଜର୍ଦ୍ଦା, ଖଇନି, ଗୁଟଖା, ତମ୍ବାକୁ କିଣାବିକାରେ କଟକଣା। ମାଦକ ଦ୍ରବ୍ୟ କିଣାବିକା ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଗୁଟଖା!-->…
Read More...
Read More...
ଶୀତଳାପଲ୍ଲୀ ସମ୍ ହସ୍ପିଟାଲ୍ରେ ଅତ୍ୟାଧୁନିକ ଜଟିଳ ନ୍ୟୁରୋସର୍ଜରୀ ସଫଳ
ଭୁବନେଶ୍ୱର: ଦକ୍ଷିଣ ଭାରତରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଅଭୁତପୂର୍ବ ସଫଳତା ଆଣିଛି ବ୍ରହ୍ମପୁର, ଶୀତଳାପଲ୍ଲୀ ସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୩। ଏହି ହସ୍ପିଟାଲର ଡାକ୍ତରୀ ଟିମ୍ ଜଣେ ୫୦ ବର୍ଷୀୟା ମହିଳାଙ୍କ ମସ୍ତିଷ୍କରେ ଥିବା!-->…
Read More...
Read More...
ବନ୍ଦ ହେବ ଭୁବନେଶ୍ବରରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା
ଭୁବନେଶ୍ବର: ଭୁବନେଶ୍ବରରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା ବନ୍ଦ। ଏହା ମାର୍ଚ୍ଚରୁ ଲାଗୁ ହେବ। ପ୍ରଭାବିତ ହେବେ ୪୦ ହଜାର ଓଡ଼ିଆ। ଭୁବନେଶ୍ବର ଆବୁଧାବି ସିଧାସଳଖ ବିମାନ ସେବା ଗତ ଡିସେମ୍ବରରୁ ବନ୍ଦ ହୋଇଯାଇଛି। ମାସେ ନପୁରୁଣୁ ଭୁବନେଶ୍ବର ବିମାନ ବନ୍ଦରରୁ ଆଉ ୨ଟି ପ୍ରମୁଖ ଆନ୍ତର୍ଜାତୀୟ!-->…
Read More...
Read More...
ହଟିବ ଡିଜେଲ ଚାଳିତ ଆମ ବସ୍ : ମନ୍ତ୍ରୀ
ଭୁବନେଶ୍ବର: ବନ୍ଦ ହେବ ଡିଜେଲ ଚାଳିତ ଆମ୍ ବସ। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଓଡ଼ିଶା ସରକାରଙ୍କ ‘ଆମ ବସ୍’ ସେବା ଅଧୀନରେ ଡିଜେଲ ଚାଳିତ ବସ୍ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯିବ। ଡିଜେଲ ଚାଳିତ ‘ଆମ୍!-->…
Read More...
Read More...
ଏସୟୁଭି ଧକ୍କାରେ ଜଣେ ମୃତ, ୨ ଗୁରୁତର
ଭୁବନେଶ୍ୱର: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ନିକଟରେ ଏକ ଦ୍ରୁତଗାମୀ ଏସୟୁଭି ଏକ ମୋଟରସାଇକେଲକୁ ଧକ୍କା ଦେଇଥିଲା। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ଦୁଇଜଣ ଗୁରୁତର ଆହତ ହୋଇଥିଲେ।
ସୂଚନା ଅନୁଯାୟୀ, ଏଜି ସ୍କୋୟାର-ଏୟାରପୋର୍ଟ ରୋଡରେ ମଙ୍ଗଳବାର ବିଳମ୍ବିତ ରାତିରେ!-->!-->!-->…
Read More...
Read More...
ଓଡ଼ିଆରେ ହେବ ସବୁ ସରକାରୀ କାର୍ଯ୍ୟ
ନିର୍ମାଣ ବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି : ଓଡ଼ିଆରେ ହେବ ସବୁ ସରକାରୀ କାର୍ଯ୍ୟ
ଭୁବନେଶ୍ବର: ଓଡ଼ିଆରେ ହେବ ସବୁ ସରକାରୀ କାର୍ଯ୍ୟ। ସମୟ ଅବଧି ମଧ୍ୟରେ ସରିବ ପ୍ରକଳ୍ପ କାର୍ଯ୍ୟ। ନିୟମିତି ନିଯୁକ୍ତି ସହ ମିଳିବ ପଦୋନ୍ନତି। ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶକୁ!-->!-->!-->…
Read More...
Read More...
ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ନୀତିନ ନବୀନ
ନୂଆଦିଲ୍ଲୀ; ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ନୀତୀନ ନବୀନ। ଦ୍ବାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ନୀତିନ ନବୀନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପି କମାଣ ଧରିଛନ୍ତି। ଦୀର୍ଘ ପ୍ରତୀକ୍ଷା ପରେ ମଙ୍ଗଳବାର ଭାରତୀୟ!-->…
Read More...
Read More...
ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ
୪୦ ଦୋକାନ ପୋଡି ପାଉଁଶ
ରାତି ଅଧରେ ହୁତୁହୁତୁ ହୋଇ ଜଳିଲା ହାଟ
ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଭୁବନେଶ୍ବର: ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ। ରାତି ଅଧରେ ହୁତୁହୁତୁ ହୋଇ ଜଳିଲା ଏକ ନମ୍ବର ହାଟ। ନିଆଁ ଲାଗି ଜଳିପୋଡି ପାଉଁଶ ହୋଇଗଲା ୪୦ ରୁ ଅଧିକ!-->!-->!-->!-->!-->!-->!-->!-->!-->…
Read More...
Read More...
କଟକରେ ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ଜଣେ ମୃତ
କଟକ: କଟକ ସଦର ଥାନା ଅନ୍ତର୍ଗତ ଖଲର୍ଦ୍ଦା ହାତୀଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଦିନ ବାଣ ତିଆରି ବେଳେ ହଠାତ୍ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ହାତୀଗଡ଼ ନିବାସୀ ବଇନ!-->!-->!-->…
Read More...
Read More...
ରାଉରକେଲା ବିମାନ ଦୁର୍ଘଟଣା ମୃତକଙ୍କ ପରିବାରର ଜଣଙ୍କୁ ମିଳିବ ଚାକିରି
ଭୁବନେଶ୍ବର: ରାଉରକେଲା ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସୁଶାନ୍ତ କୁମାର ବିଶ୍ୱାଳଙ୍କ ପରିବାରର ଜଣଙ୍କୁ ମିଳିବ ନିଯୁକ୍ତି। ଇଣ୍ଡିଆ ଏୟାର ୱାନ୍ ସିଇଓ ପ୍ରେମ କୁମାର ଗର୍ଗ ଘୋଷଣା କରିଛନ୍ତି। ସେ କହିଛନ୍ତି, ସୁଶାନ୍ତଙ୍କ ପରିବାରର ଜଣଙ୍କୁ ଇଣ୍ଡିଆ ଓ୍ବାନ୍ ଏୟାର ସଂସ୍ଥାରେ ଚାକିରି!-->…
Read More...
Read More...