ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ
Browsing Category

Uncategorized

ଫେବୃଆରୀରୁ ହେବ ସିବିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ; ଆସନ୍ତା ଫେବ୍ରୁଆରୀରୁ ଆରମ୍ଭ ହେବ ସିବିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା । ଏନେଇ ସିବିଏସଇ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଦଶମ ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ୧୫ରୁ ୨୧ ମାର୍ଚ୍ଚ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ୧୫ ଫେବ୍ରୁଆରୀରୁ ୫ ଏପ୍ରିଲ ଯାଏଁ ଚାଲିବ । …
Read More...

ବିଲୁପ୍ତ ହୋଇଯିବେ କି ୨୯ ପ୍ରଜାତିର ଜୀବଜନ୍ତୁ ?

ବିଲୁପ୍ତ ହେବାକୁ ବସିଲେଣି ୨୯ ପ୍ରଜାତିର ଜୀବଜନ୍ତୁଲୋପ ପାଇବାର ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନସଂରକ୍ଷଣ ପାଇଁ ଅଣ୍ଟା ନ ଭିଡିଲେ ହଜିଯିବେ ଅନେକ ପ୍ରଜାତି ନ୍ୟୁଜ୍ ବ୍ୟୁରୋ; ସାରା ଦୁନିଆରେ ଅନେକ ପ୍ରଜାତିର ଜୀବଜନ୍ତୁ ଓ ଉଦ୍ଭିଦ ରହିଛନ୍ତି । କିନ୍ତୁ ଏବେ ଅନେକ ପ୍ରଜାତିର…
Read More...

ଏନକାଉଣ୍ଟର ସ୍ଥଳରୁ ୩ ଆତଙ୍କୀଙ୍କ ମୃତଦେହ ଉଦ୍ଧାର

ଶ୍ରୀନଗର; ଆଜି ଜମ୍ମୁ ଓ କଶ୍ମୀରର ସିଧରାର ଆତ୍ମଗୋପନ କରିଥିବା ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।ଜମ୍ମୁ ଓ କଶ୍ମୀର ‘ଏଡିଜିପି’ କହିଛନ୍ତି ଯେ, ଗୁଳି ବିନିମୟ ଘଟିବା ସମୟରେ ଆତଙ୍କବାଦୀମାନେ ଗୋଟାଏ ଟ୍ରକ୍‌ରେ ଥିଲେ। ଏନ୍‌କାଉଣ୍ଟର୍‌ରେ ୩ଜଣଯାକ ଆତଙ୍କବାଦୀ ନିହତ ହୋଇଛନ୍ତି। ମିଳିଥିବା…
Read More...

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ସୂଚନା ଅନୁଯାୟୀ, ୟୁପି ସ୍କୁଲ ଶିକ୍ଷକଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ଅବଧି ବୃଦ୍ଧି ପ୍ରସ୍ତାବକୁ…
Read More...

ସୁଶାନ୍ତଙ୍କ ମୃତ୍ୟୁ ନେଇ ଆସିଲା ଚାଞ୍ଚଲ୍ୟକର ଖବର

ମୁମ୍ବାଇ; ମୃତ୍ୟୁର ଅଢ଼େଇ ବର୍ଷ ପରେ ଦିବଗଂତ ଅଭିନେତାଙ୍କ ମାମଲାକୁ ନେଇ ସାମ୍ନାକୁ ଆସିଛି ନୂଆ ମୋଡ । ଏବେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ବିତର୍କ । ଏହି ବତର୍କର କର୍ଣ୍ଣଧାର ସାଜିଛନ୍ତି ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିବା କର୍ମଚାରୀ । ସେ ଆତ୍ମହତ୍ୟା…
Read More...

ଫାଇଟର ଜେଟ୍ ଚଲାଇବେ ସାନିଆ ମିର୍ଜା

ପୁଣେ; ଦେଶର ପ୍ରଥମ ମୁସଲିମ ମହିଳା ହେବେ ଉତ୍ତର ପ୍ରଦେଶର ମର୍ଜାପୁରରେ ରହୁଥିବା ସାନିଆ ମିର୍ଜା । ସେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଚଳାଇବେ। ଡିସେମ୍ବର ୨୭ରେ ସେ ପୁଣେରେ ଥିବା ଏନଡିଏରେ ଜଏନ କରିବେ । ସେହିପରି ସାନିଆ ରାଜ୍ୟର ପ୍ରଥମ ମହିଳା ଭାବେ ଫାଇଟର ଜେଟ୍ ଚଳାଇ ରେକର୍ଡ ସୃଷ୍ଟି…
Read More...

କୋଭିଡ କଟକଣାରେ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା

ଭୁବନେଶ୍ବର; ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ଏହାକୁ ନେଇ ଚାରିଆଡେ ଭୟର ବାତାବରଣ । ଏହାରି ମଧ୍ୟରେ ସ୍କୁଲକୁ ଫେରୁଛି କରୋନା କଟକଣା । ବିଦ୍ୟାଳୟରେ କରୋନା ନିୟମ ପାଳନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି । ସେ କହିଛନ୍ତି ଯେ,…
Read More...

ଅଭୁଲା ସ୍ମୃତିରେ ‘ଭାରତ ରତ୍ନ’

ନୂଆଦିଲ୍ଲୀ; ଭାରତ ରତ୍ନଙ୍କ ଅଭୁଲା ସ୍ମୃତିକୁ ଝୁରୁଛି ସାରା ଦେଶ । ଆଜି ହେଉଛି ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ । ଜଣେ ଜନନେତା, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ ଭାବେ ଘରେ ଘରେ ସୁପରିଚିତ ଅଟଳ ବିହାରୀ ବାଜପେୟୀ । ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ଵାଲିୟରର…
Read More...

ବିସ୍ଫୋରଣରେ ୧୦ ମୃତ, ୪୦ରୁ ଅଧିକ ଆହତ

ଜୋହାନ୍ସବର୍ଗ; ଜୋହାନ୍ସବର୍ଗରେ ଗ୍ୟାସ୍ ଟ୍ୟାଙ୍କରରେ ଘଟିଲା ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୦ ଜଣ ଜୀବନ ହରାଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ନିକଟସ୍ଥ ଏକ ହସ୍ପିଟାଲର କିଛି ଅଂଶ, ଦୁଇଟି କୋଠା ଓ…
Read More...

ଖୁବଶୀଘ୍ର ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ ହୋଇପାରେ

ମସ୍କୋ: ଦୀର୍ଘ ୩୦୦ ଦିନ ଧରି ଚାଲିଥିବା ଋଷ୍-ୟୁକ୍ରେନ ଯୁଦ୍ଧର ଘଟିବ ପରିସମାପ୍ତି । ୟୁକ୍ରେନ ସହ ଯୁଦ୍ଧ ଶେଷ କରିବାକୁ ସଙ୍କେତ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମର ପୁଟିନ । ୟୁକ୍ରେନ ଭଳି ଗୋଟିଏ ଛୋଟିଆ ଦେଶକୁ ଯୁଦ୍ଧରେ ପରାସ୍ତ ନ କରିପାରି ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ସତେ ଯେମିତି…
Read More...