ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ
Browsing Category

Uncategorized

ନବୀନ ଦାବି ରଖିଥିଲେ, ମୋଦୀ ଶୁଣିଲେ

ବିଶ୍ବ ଐତିହ୍ୟ ପ୍ରକଳ୍ପ ଆଡକୁ ଆଉ ପାଦେ, ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ରାସ୍ତା ଖୋଲିଲାକେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ସ୍ବତନ୍ତ୍ର ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରୁଛନ୍ତିଓଡ଼ିଶା କ୍ୟାଡର ଅଫିସର ତଥା କେନ୍ଦ୍ର ବେସାମରିକ ବିଭାଗ ଯୁଗ୍ମ ସଚିବ ଉଷା ପାଢୀ ତ୍ବରାନ୍ବିତ
Read More...

ଲାଲ୍‌ଙ୍କ ଉପରେ ବିଶ୍ବାସ ଫେରିଲା!

ପୁଲିସ ଓ ବନ ବିଭାଗରେ ଅଦଳବଦଳ, କିଏ କେଉଁଠିକି ଗଲେ ଜାଣନ୍ତୁଗୁରୁତ୍ବପୂର୍ଣ୍ଣ ପଦବିରୁ ଦୂରେଇଗଲେ ପୋପ୍‌ଲି, କେନ୍ଦୁପତ୍ର ସଂସ୍ଥାରେ ନୂଆ ନିଯୁକ୍ତିଦୀପ୍ତେଶଙ୍କୁ ଜେଲ୍‌ ଆଇଜି ଦାୟିତ୍ବ, ଧରପଗଡ଼ ଆରମ୍ଭ କରିଥିଲେ ହିମାଂଶୁ ଲାଲ୍‌
Read More...

ଜୀବନ ଆଗ, ଆଉସବୁ ପଛ

ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ - ମୁଖ୍ୟମନ୍ତ୍ରୀ ସାରା ଦେଶରେ କୋଭିଡ ମହାମାରୀର ଦ୍ବାତୀୟ ଲହର ବର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି
Read More...

କେଉଁଠି କେଉଁଠି ହେବ ଝଡ଼ ବର୍ଷା, ଜାଣନ୍ତୁ

୨୪ ଘଣ୍ଟା ଯାଏ ଜାରି ରହିବ, ଅରେଞ୍ଜ ଓ ୟେଲୋ ଓ୍ବାର୍ଣ୍ଣିଂ ଜାରି⛈️⛈️ ଭୁବନେଶ୍ବର: ଦକ୍ଷିଣ ପୂର୍ବ ମଧ୍ୟପ୍ରଦେଶ ଓ ଆଖପାଖ ଅଞ୍ଚଳରେଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସକ୍ରିୟ ରହିଛି। ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ଧରି ଉତ୍ତର ଅଭ୍ୟନ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ
Read More...

ପୁଣି ମାନବିକତା ଦେଖାଇଲେ ନବୀନ

ଭୁବନେଶ୍ୱର: କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁମ୍ବାଇରେ ରୋଗୀ ଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ସଙ୍ଗରୋଧ ନିମନ୍ତେ ନାଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦ ଏପ୍ରିଲରୁ ବ୍ୟବହାର କରିଆସୁଥିଲେ । ଏହାର ଭଡ଼ା ବାବଦ ଦେୟ
Read More...

ଆଇପିଏସ୍‌ ଅଦଳବଦଳ, କିଏ କେଉଁଠିକୁ ଯିବେ

ଏସ୍‌ପି, ଡିଆଇଜି, ଆଇଜି, ଏଡିଜିସ୍ତରରେ ହେବ ବ୍ୟାପକ ପରିବର୍ତ୍ତନନୁଆ ଟିମ୍ ପାଇଁ ଅଭୟଙ୍କ ତାଲିକା ପ୍ରସ୍ତୁତ, ନବୀନଙ୍କ ମୋହର ପରେ ବିଜ୍ଞପ୍ତି ଭୁବନେଶ୍ବର: ଆଇପିଏସ୍ ଅଫିସର ଆଶିଷ ସିଂହ ଅବକାରୀ କମିସନର ନିଯୁକ୍ତି ହେବା ପରେ କା'ରେ ଚାଲିଛି କେନ୍ଦ୍ରାଞ୍ଚଳ ରେଂଜ। ଏସ୍‌ଟିଏଫ୍
Read More...

ଅଗଷ୍ଟ ପହିଲାରେ ‘ନିଟ୍’

ନୂଆଦିଲ୍ଲୀ: ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌) ଅଗଷ୍ଟ ପହିଲାରେ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ଏନ୍‌ଟିଏ ଶୁକ୍ରବାରଘୋଷଣା କରିଛି। ପ୍ରତ୍ୟେକ୍ଷ ଭାବେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ଓ ଏଥର ଇଂରାଜି ସମେତ ୧୧ଟି ଭାଷାରେ ଏହି ପରୀକ୍ଷା କରାଯିବ। ସରକାର ପୂର୍ବରୁ
Read More...

ମାଟ୍ରିକ ପରୀକ୍ଷା ଫିସ୍ ଛାଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

୨୭ କୋଟି ବ୍ୟୟ ବହନ କରିବେ ସରକାର ଭୁବନେଶ୍ବର: ଛାତ୍ର ସମାଜର ବୃହତର ସ୍ବାଥ କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫିସ୍‌ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Read More...

କେମିତି ହେବ ମାଟ୍ରିକ୍ ପରୀକ୍ଷା, ମନ୍ତ୍ରୀ ସ୍ପଷ୍ଟ କଲେ

ଭୁବନେଶ୍ବର: ଆସନ୍ତା ମେ' ୩ ତାରିଖରୁ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନେଇ ରାଜ୍ୟ ସରକାର ଶନିବାର ଘୋଷଣା ପରେ ଏହା କିଭଳି କରାଯିବ, ତାହା ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ମାଟ୍ରିକ୍ ପରୀକ୍ଷାରେ ପ୍ରତି ବିଷୟ ପାଇଁ ୮୦ ନମ୍ବରର
Read More...