ବାପା-ମାଆ ଓ ଭଉଣୀକୁ ପଥରରେ ଛେଚି ହତ୍ୟା କଲା ପୁଅ
ଜଗତସିଂହପୁର: ସଦର ଥାନା ଜୟବଡ଼ ଗାଁରେ ବିଭତ୍ସ ହତ୍ୟାକାଣ୍ଡ। ୨୨ ବର୍ଷୀୟ ପୁଅର ନାରକୀୟ କାଣ୍ଡ। ନୃସଂଶ ପାଲଟିଲା ପୁଅ। ନିଜ ହାତରେ ନିଜ ପରିବାରକୁ ଛାରଖାର କରିଦେଲା। ବାପାମା’ ଓ ଭଉଣୀକୁ ପଥରରେ ଛେଚି ଜୀବନ ନେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଜୟବଡ଼!-->…
Read More...
Read More...