ପ୍ରମୁଖ ଖବର

ବାଲେଶ୍ୱର ମିଶନ ଶକ୍ତି କାଫେରେ ଅଗ୍ନିକାଣ୍ଡ: ଜିଲ୍ଲାପାଳଙ୍କ ଅଫିସ କାର୍ଯ୍ୟାଳୟରେ ଥିବା ମିଶନ ଶକ୍ତି କାଫେର ରୋଷେଇ ଘରେ ଭୟାବହ ଅଗ୍ନିକାଣ୍ଡ
ରଘୁନାଥପାଲି, ବୀରମିତ୍ରପୁର, ବଣାଇରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର
ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ କ୍ରୀଡ଼ାବିତମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆସନ୍ତାକାଲି ଦେଶରେ ଚତୁର୍ଥ ପର୍ଯ୍ୟୟ ଭୋଟ ଗ୍ରହଣ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ହେବ

ଆକାଂକ୍ଷୀ ଜିଲ୍ଲା ଯିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆକାଂକ୍ଷୀ ଜିଲ୍ଲା ଯିବେ କେନ୍ଦ୍ର ମନ୍ତ୍ରୀ । ୪ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀମାନେ ଜୋରଦାର ସ୍ୱାଗତ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆକାଂକ୍ଷୀ ଜିଲ୍ଲା ଢେଙ୍କାନାଳ…
Read More...

ମାହାଙ୍ଗା ଗଣହତ୍ୟା କାହାଣୀରେ କେଁ ବାହାରିଲାଣି

କଟକ: ମାହାଙ୍ଗା କୁସୁପୁରରେ ଗଣହତ୍ୟା ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି। ଜଣେ ବ୍ୟକ୍ତି ଶିବ ପ୍ରସାଦ ସାହୁ କିଭଳି ଏକାଥରକେ ପାଞ୍ଚଜଣଙ୍କୁ ମାରିପାରିବ ତାହାକୁ କେହି ବିଶ୍ବାସ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଏପରିକି ପୁଲିସ ଆଇଜି ନରସିଂହ ଭୋଳ ମଧ୍ୟ ଏହି ସନ୍ଦେହ…
Read More...

ଚିନ୍ତା ବଢ଼ାଇଲାଣି ଚୀନ୍, ସୀମାରେ ଯୁଦ୍ଧାସ୍ତ୍ର ରଖୁଛି କାହିକି?

ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ଧରୁନି। ଏପଟେ ନେପାଳ ଏବଂ ତିଦ୍ଦତ ସୀମାରେ ଉତ୍ତେଜନା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗଟି ଏବେ ବିଶ୍ବ ସମୁଦାୟକୁ ଆତଙ୍କିତ କଲାଣି। କାରଣ ଚୀନ ଉଭୟ ସୈନ୍ୟ ଓ…
Read More...

ବିଏମସିକୁ ଟାର୍ଗେଟ କଲେ ଅପରାଜିତା

ଭୁବନେଶ୍ୱର ଝାରପଡା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ପରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିବା ପରେ ସେ ବିଏମସିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି ବିକାଶ ନୁହେଁ ବିନାଶରୁ ନୁଆ ଇନିଂସ ଆରମ୍ଭ କରୁଛି ବିଏମସିର ମହାନଗର ନିଗମ…
Read More...

ସଇତାନ ସାଜିଲା ଭାଇ । ଜମିଜମା ବିବାଦରୁ ଚାଲିଗଲା ଜୀବନ । ବଡ଼ ଭାଇର ପୁରା ପରିବାରକୁ ମାରି ସଫା କରିଦେଲା ସାନ ଭାଇ । ବଡ଼ ଭାଇର ପରିବାରର ୫ ଜଣଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛି ସାନ ଭାଇ । କଟକ ମାହାଙ୍ଗାରେ ଏଭଳି ଗଣହତ୍ୟା ଘଟିଛି । ଏହି ହତ୍ୟାକାଣ୍ଡ ପରେ କଟକ…
Read More...

ସ୍କୁଲରେ ୧୩ ଛାତ୍ର, ୩ ଶିକ୍ଷକ ସଂକ୍ରମିତ, ବନ୍ଦ ହେଲା ପାଠପଢା

କରୋନା ସଂକ୍ରମଣରୁ ଟିକେ ଆଶ୍ୱସ୍ତି ମିଳିବା ପରେ ଏବେ ଧୀରେ ଧୀରେ ସବୁ ସ୍କୁଲ ଖୋଲିବା ସହ ପାଠପଢା ଆରମ୍ଭ ହୋଇଛି । କିନ୍ତୁ ସ୍କୁଲ ଖୋଲିବାର ଦିନ କେଇଟା ନବିତିଣୁ ପୁଣି ଫେରିଛି କରୋନା ଭୟ । ନୋଏଡା ସେକ୍ଟର ୪୦ ସ୍ଥିତ ଖୈତାନ ସ୍କୁଲରେ ୧୩ ଜଣ ଛାତ୍ର ଓ ୩ ଜଣ ଶିକ୍ଷକ କରୋନା ସଂକ୍ରମିତ ଥିବା…
Read More...

ଟ୍ରେନ ମାଡିଯାଇ ୫ ଜଣଙ୍କ ମୃତ୍ୟୃୁ, ମୃତକଙ୍କ ମଧ୍ୟରେ ଜଣେ ଓଡିଆ ଥିବା ସୂଚନା

ସୋମବାର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଚିପୁରପାଲି ଷ୍ଟେସନ ନିକଟରେ ଟ୍ରେନ ମାଡିଯାଇ ୫ ଜଣଙ୍କ ଜୀବନ ଦୀପ ଲିଭିଯାଇଛି । ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ ରାତିର ଅନ୍ଧକାର ମଧ୍ୟରେ ଲୋକଙ୍କ ଉପରେ ମାଡିଯାଇଥିଲା । ତେବେ ମୃତକଙ୍କ ମଧ୍ୟରେ ଜଣେ ଓଡିଆ ଥିବା…
Read More...

‘ସରକାରକୁ ଆସିଲ, ସୈତାନଙ୍କୁ ସାବାଡ଼ କର’

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକା ମାଟିରୁ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ବାର୍ତ୍ତା ଦେଇଛନ୍ତି । ରାଜନାଥ ଏବେ ଆମେରିକା ଗସ୍ତରେ ଅଛନ୍ତି । ସେଠାରୁ ସେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ବାର୍ତ୍ତା…
Read More...

କେନ୍ଦୁଝରରେ ଇଣ୍ଟରନେଟ ସେବା ବନ୍ଦ

କେନ୍ଦୁଝର ଯୋଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଯୋଗୁଁ ସମସ୍ତ ନେଟୱର୍କର ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ଯୋଡ଼ା ସହରରେ ୧୪୪ ଧାରା ଜାରି କରାଯିବା ସହ ସମଗ୍ର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଯୋଡ଼ା ବଜାରରେ ଏକ ଧାର୍ମିକ ଶୋଭାଯାତ୍ରା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ…
Read More...

୧୫୦୦ ଫୁଟ ତଳକୁ ଖସିପଡିଲେ ଯୁବକ

ଝାଡ଼ଖଣ୍ଡ ଦେଓଘରରେ ରୋପୱେ ଦୁର୍ଘଟଣାର ୪୦ ଘଣ୍ଟା ପରେ ବି ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ରେସ୍କୁ ଅପରେସନ ସମୟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ତେବେ ଏବେ ବି ୯ ଜଣ ଫସିରହିଥିବା ବେଳେ ହୃଦୟ ଦୋହାଲାଇଦେଲା ଭଳି ଭିଡିଓ ସାମନାକୁ ଆସିଛି । ହେଲିକପ୍ଟରରେ ଉଦ୍ଧାର ବେଳେ ୧୫୦୦…
Read More...