ମାତା ପିତାଙ୍କ ଆଶୀର୍ବାଦ ନେଇ ଜେଲ ଫେରୁଛନ୍ତି କେଜ୍ରିୱାଲ
ନୂଆଦିଲ୍ଲୀ : ସରିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଅବଧି। ଆଜି ତିହାର ଜେଲ ଫେରୁଛନ୍ତି କେଜ୍ରିୱାଲ। ୨୧ ଦିନିଆ ଜାମିନରେ ଆସିଥିଲେ କେଜ୍ରିୱାଲ। ଜାମିନ ଅବଧି ଶେଷ ପରେ ସେ ନିଜେ ଯାଇ ତିହାର ଜେଲରେ ସରେଣ୍ଡର କରିବେ ବୋଲି କୁହାଯାଉଛି। ଜେଲ ଫେରିବା ପୂର୍ବରୁ ସେ!-->…
Read More...
Read More...