ସିଏମ୍ ସାର୍, ସେଲ୍ଫି ପ୍ଲିଜ୍…
ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ମଡର୍ଣ୍ଣ ବୁକ୍ ଷ୍ଟୋର୍କୁ ବହି କିଣିବାକୁ ଆସିଥିବା ବେଳେ କୁନି ଝିଅଟିର ଅନୁରୋଧ ରକ୍ଷା କରି ସେଲ୍ଫି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Read More...
Read More...