ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ଅନ୍ଧବିଶ୍ୱାସର କରୁଣା ପରିଣତି: ଯୁବତୀଙ୍କ ମୁଣ୍ଡରୁ ବାହାରିଲା ୭୦ଟି ଛୁଞ୍ଚି

ବଲାଙ୍ଗୀର: ଅନ୍ଧବିଶ୍ୱାସର କରୁଣା ପରିଣତି। ଅନ୍ଧ ବିଶ୍ୱାସର ପରିଣତି କେତେ ଯେ ଭୟଙ୍କର ହୋଇପାରେ ବଲାଙ୍ଗୀର ଦେଖିବାକୁ ମିଳିଛି। ଯୁବତୀଙ୍କ ମୁଣ୍ଡ ଭିତରେ ଥିଲା ମେଞ୍ଚାଏ ଛୁଞ୍ଚି। ଅପରେସନ କରି ମୁଣ୍ଡରୁ ଏକାଥରକେ ୭୦ଟି ଛୁଞ୍ଚି ବାହାର କଲେ ଡାକ୍ତର। ସମସ୍ତଙ୍କୁ ହତବାକ୍ କରିଦେବା ଭଳି ଏହି
Read More...

ଵରିଷ୍ଠ ନାଗରିମାନଙ୍କ ପାଇଁ ଫୁଟ ଓଭରବ୍ରିଜରରେ ରହିବ ଲିଫ୍ଟ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ

ଭୁବନେଶ୍ବର: ପଳାଶୁଣି ଛକ ଉପରେ ଫୁଟ-ଓଭରବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ପାଇଁ ଫୁଟ ଓଭରବ୍ରିଜରରେ ରହିବ ଲିଫ୍ଟ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ ବରିଷ୍ଠ ନାଗରିମାନଙ୍କ ପାଇଁ ଫୁଟ ଓଭରବ୍ରିଜରରେ ରହିବ ଲିଫ୍ଟ ସୁବିଧା। ପଳାଶୁଣି ଛକ ଉପରେ
Read More...

ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବିକଲେ ସୂଚନା ଅଧିକାର କର୍ମୀ

ପାରାଦୀପ: ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାକୁ ଦୀର୍ଘ ୧୫ ହୋଇଥିଲେ ମଧ୍ୟ ଆଜି ଯାଏ ଏହାର ମାଲିକ କିଏ ? ଜାହାଜଟି ଲୁହାପଥର ନେଇ କେଉଁଠିକି ଯାଉଥିଲା? ଲୁହାପଥର କେଉଁଠୁ ଆସିଥିଲା? ଏସବୁ ଉପରୁ ପରଦା ଉଠି ପାରିନି। ଏବେ ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି ହେଉଛି ।
Read More...

ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟର ସର୍ଭର ଡାଉନ୍: ବିମାନ ସେବା ବାଧାପ୍ରାପ୍ତ

ନ୍ୟୁଜ୍ ବ୍ୟୁରୋ: ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟର ସର୍ଭର ଡାଉନ୍ ହୋଇଯାଇଛି। ଏଥିପାଇଁ ବାଧାପ୍ରାପ୍ତ ହୋଇଛି ବିମାନ ସେବା। ଯେଉଁଥିରେ ଭାରତ ସହ ଅଷ୍ଟ୍ରେଲିଆ, ଆମେରିକା, ଜର୍ମାନୀ, ୟୁରୋପ ସବୁଠି ବିମାନସେବା ପ୍ରଭାବିତ ହୋଇଛି। ଯାହାକୁ ନେଇ ଭାରତ ଓ ସ୍ପାଇସଜେଟର ଏୟାରଲାଇନ୍ସ ଏହି
Read More...

ଆଜି ଦାରୁଦିଅଁଙ୍କ ନୀଳାଦ୍ରି ବିଜେ

ପୁରୀ: ଆଜି ଦାରୁଦିଅଁଙ୍କ ନୀଳାଦ୍ରି ବିଜେ। ସରିଲା ଘୋଷଯାତ୍ରା। ଆଜି ଘୋଷଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ ନୀତି ହେବ । ୧୨ ଦିନର ଲୀଳାଖେଳା ଶେଷ ପରେ ଆଜି ନୀଳାଦ୍ରି ବିଜେ କରିବେ ଶ୍ରୀଜିଉ। ସ୍ନାନଯାତ୍ରାରୁ ଛାଡ଼ିଥିବା ରତ୍ନ ସିଂହାସନରେ ଆଜି ପୁନଃ ଅବସ୍ଥାପିତ ହେବେ ମହାପ୍ରଭୁ
Read More...

ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ କଳାଠାକୁର

ପୁରୀ: ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନ ଭଞ୍ଜନ କରି ନୀଳାଦ୍ରି ବିଜେ କରିବେ କଳା ଠାକୁର। ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲାର ବେଶ୍ ଗୁରୁତ୍ୱ ରହିଛି । ପ୍ରତିବର୍ଷ ଚତୁର୍ଦ୍ଧା ମୂରତିଙ୍କ ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗୁଥିବାରୁ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ
Read More...

ଯାଜପୁର ମେଡିକାଲ କଲେଜକୁ ମିଳିଲା ମଞ୍ଜୁରୀ: ଖୁସି ପ୍ରକାଶ କଲେ ନବୀନ

ଭୁବନେଶ୍ବର: ଯାଜପୁରବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି। ଯାଜପୁର ମେଡିକାଲ କଲେଜକୁ ମିଳିଲା ମଞ୍ଜୁରୀ। ଚଳିତବର୍ଷ ୫୦ ଏମବିବିଏସ୍ ସିଟରେ ନାମଲେଖା ହେବ। ସୋସିଆଲ ମିଡିଆରେ ଯାଜପୁରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ ପଟ୍ଟନାୟକ। ଜାତୀୟ ମେଡିକାଲ କମିଶନ ୫୦ ସିଟକୁ ଦେଇଛନ୍ତି ମଞ୍ଜୁରୀ।
Read More...

ରଥଯାତ୍ରାର ଏକ ନୀତି ଅଧରପଣା ଶେଷ

ପୁରୀ: ରଥାରୂଢ଼ ତିନି ଠାକୁରଙ୍କ ପାଖରେ ଯଥାରୀତି ଅଧରପଣା ନୀତି ସମ୍ପନ୍ନ କରିଛନ୍ତି ସେବାୟତ। ମହାପ୍ରଭୁଙ୍କ ଏହି ନୀତି ଦେଖିବାକୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ପାଖରେ ଲାଗି ହୋଇଥିଲା ଅଧରପଣା। ରଥ ଉପରେ ପୂଜାର୍ଚ୍ଚନା ପରେ ସେବାୟତମାନେ
Read More...

ସମ୍ବଲପୁର ରେଳ ଫ୍ଲାଏଓଭର ପାଇଁ ୨୮୮.୬୧ କୋଟି ଟଙ୍କା ମଞ୍ଜୁରୀ

ସମ୍ବଲପୁର: ସମ୍ବଲପୁର ଷ୍ଟେସନରୁ ସମ୍ବଲପୁର ସିଟି ଷ୍ଟେସନକୁ ରେଳ ଚଳାଚଳ କ୍ଷେତ୍ରରେ ପ୍ରତିବନ୍ଧକ ଦୂର କରିବା ଉଦେଶ୍ୟରେ ୮ .୧୦ କିଲୋମିଟର ଦୂରତା ବିଶିଷ୍ଟ ଏକ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ୨୮୮.୬୧ କୋଟି ଟଙ୍କା ମଞ୍ଜୁର କରିଛି। ଏହି ପ୍ରକଳ୍ପ ଟିଟିଲାଗଡ,
Read More...

ଜଗତପୁରରୁ ନକଲି ଚା’ ପତି କାରଖାନା ଠାବ

କଟକ: ବେଆଇନ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ କଟକ ଜଗତପୁର ଲକ୍ଷ୍ମଣପୁରରେ ନକଲି ଚା’ ପତି କାରଖାନା ଠାବ। ବିପୁଳ ପରିମାଣ ଚା’ ପତି ସହ ମେସିନ ଜବତ କଲା ସିଏମସି ଟିମ୍। ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ଜଗତପୁର ଲକ୍ଷ୍ମଣପୁର କେନାଲ ବନ୍ଧରେ ଠାରେ ଥିବା ଏକ ନିର୍ଜନ
Read More...