ରିପୋର୍ଟ କହିଲା ପୁଅ ନୁହେଁ ହୋଇଥିଲା ଝିଅ
ଭୁବନେଶ୍ବର: ରିପୋର୍ଟରୁ ସ୍ପଷ୍ଟ ହେଲା ପୁଅ ନୁହେଁ ହୋଇଥିଲା ଝିଅ । ରାଜଧାନୀ କ୍ୟାପିଟାଲ ମେଡିକାଲରେ ଘଟିଥିବା ଶିଶୁ ଅଦଳବଦଳ ଅଭିଯୋଗ ଘଟଣା ନେଇ ଡିଏନ୍ଏ ରିପୋର୍ଟ ଆସିଛି । ଡିଏନ୍ଏ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ବାଳଙ୍କ ପୁଅ ହୋଇ ନଥିଲା । ବରଂ!-->…
Read More...
Read More...