ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଅନ୍ତର୍ଜାତୀୟସ୍ତରର ବିଶେଷଜ୍ଞ କମିଟି କରିବେ କୋଣାର୍କ ଅନୁଧ୍ୟାନ

ଓଡ଼ିଶାରେ କେନ୍ଦ୍ର-ରାଜ୍ୟ ଉଚ୍ଚସ୍ତରୀୟ ବୈଠକ ସେପଟେ ହାଇକୋର୍ଟରେ ପ୍ରତ୍ନତତ୍ତ୍ୱ ବିଭାଗକୁ ଝଟ୍‍କା ଫାଙ୍କୁଥିଲେ, ରାଜ୍ୟ ଚାପରେ ତଦନ୍ତ ପାଇ ରାଜି ହେଲେ ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ କୋଣାର୍କ କୀର୍ତିରାଜି ସୁରକ୍ଷା ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାର ଶେଷରେ ମୁଣ୍ଡ ନୁଆଁଇଛନ୍ତି ।…
Read More...

ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ମଧ୍ୟରେ ଅବପାତ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଟର୍ପ ରେଖା ଆଜି ଲଘୁଚାପ ରୂପ ନେଇଛି । ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହା ଅବପାତ ରୂପ ନେଇପାରେ । ଏହାର ପରବର୍ତୀ ୨୪ ଘଣ୍ଟାରେ ଭୀଷଣ ଅବପାତ ରୂପ ନେବା ଆଶଙ୍କାକୁ ଟାଳି ହେବ ନାହିଁ । ପାଣିପାଗବିତ୍‍ମାନେ ଆଜି ଏଭଳି…
Read More...

ଓଡ଼ିଶା ପାରିଲାନି, ତେଲେଙ୍ଗାନା ଦେଖାଇଲା

ନµଲ ଅଞ୍ଚଳରେ ୯୦ ପ୍ରତିଶତ ମତଦାନ ହାରିଗଲେ ନµଲ, ଗଣତନ୍ତ୍ରକୁ ବିଶ୍ୱାସ କଲେ ଭୋଟର ଭୁବନେଶ୍ୱର: ନµଲ ଧମକ ଦେଲେ । କେହି ଭୋଟ ଦେଇପାରିବେ ନାହିଁ । ସ୍ଥାନୀୟ ବାସିନ୍ଦା ଭୟ କରିବା ସ୍ୱାଭାବିକ । କିନ୍ତୁ ପୁଲିସ ବି ଡରିଗଲା । ସୁରକ୍ଷା ଦିଆଯାଇପାରିଲାନି । ପରିଣାମ ହେଲା, ମାଲକାନଗିରି…
Read More...

ବିଦ୍ରୋହ ଘୋଷଣା କଲେ ଶ୍ରୀକାନ୍ତ, ସବୁ କମିଟିରୁ ଦେଲେ ଇସ୍ତଫା

ଦଳରୁ ତଡି ପାରନ୍ତି ରାହୁଲ, କଂଗ୍ରେସ ଶିବିରରେ ଆଲୋଡନ ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଅନ୍ତଃକନ୍ଦଳ ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି । ନିର୍ବାଚନ ପୂର୍ବରୁ ପିସିସି ସଭାପତି ଓ ତାଙ୍କ ଟିମ୍‍ ଏବଂ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ମୁହାଁମୁହିଁ ସ୍ଥିତିକୁ ଚାଲିଆସିଛନ୍ତି । ଦଳ ଭିତରେ…
Read More...

ଓଡ଼ିଶାକୁ ବାତ୍ୟା ଛୁଇଁବ ?

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଟର୍ପ ରେଖା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ । ଆସନ୍ତା ୧୪ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ । ୧୫ ତାରିଖରେ ଏହା ବାତ୍ୟା ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି କ୍ଷେତ୍ର…
Read More...

ସଂସଦ ପାଇଁ ରଣନୀତି

କେନ୍ଦ୍ର ଅବହେଳାର ତାଲିକା କଲା ବିଜେଡି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ବି ଉଠାଯିବ ଭୁବନେଶ୍ୱର: ଆଗକୁ ନିର୍ବାଚନ ସାମ୍ନା କରିବା ଲାଗି ଯେଉଁ ସବୁ କଥା ଲୋକଙ୍କ ମନକୁ ଛୁଇଁବ, ସେମାନେ ତାତିବେ, ବିଜେପିକୁ ଛି ଛି କରିବେ, ସେଭଳି ବଛା ବଛା ପ୍ରସଙ୍ଗକୁ ବିଜେଡି ଏକାଠି କରିଛି । ଆସନ୍ତା…
Read More...

ସେଲଟର ହୋମ କେଳାଙ୍କାରୀ: ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କଲା ମହିଳାମୋର୍ଚ୍ଚା

ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସେଲଟର ହୋମ ଗୁଡିକରେ ଯୌନ କେଳେଙ୍କାରୀ, ନାବାଳିକା ଚୋରା ଚାଲାଣ ଏବଂ ଧର୍ମାନ୍ତୀକରଣ ରାଜ୍ୟ ସରକାର ପ୍ରୋତ୍ସାହନରେ ଚାଲିଛି । ଏହାକୁ ବିରୋଧ କରି ତୁରନ୍ତ ସେଲଟର ହୋମଗୁଡିକୁ ବନ୍ଦ କରିବା ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ…
Read More...

ଜାନୁଆରୀ ୨ରେ ସର୍ବଭାରତୀୟ ସ୍ବାଧୀନତା ସଂଗ୍ରାମୀ ସମ୍ମିଳନୀ

ସଂଗ୍ରାମୀଙ୍କ ପରିବାରକୁ ଦେଶଭକ୍ତ ସମ୍ମାନ ପତ୍ର ପ୍ରଦାନ ଦାବି ଉତ୍ତରାଧÒକାରୀମାନଙ୍କ ସମସ୍ୟା ନେଇ ସ୍ବତନ୍ତ୍ର ଅଧÒବେଶନ ଭୁବନେଶ୍ୱର: ଗଡ଼ଜାତ ମିଶ୍ରଣ ଆନ୍ଦୋଳନର ପୁରୋଧା, ଭାରତବର୍ଷର ଅନ୍ୟତମ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ତୁଙ୍ଗନେତା ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ…
Read More...

କାର୍ତିକ ପୂର୍ଣ୍ଣମୀ: କେବଳ ହିନ୍ଦୁଙ୍କର ନୁହେଁ, ଜୈନ ଓ ଶିଖଙ୍କର ବି

ଭୁବନେଶ୍ୱର: ଶୁକ୍ରବାର ପବିତ୍ର କାର୍ତିକ ପୂର୍ଣ୍ଣମୀ । କାର୍ତିକ ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣମୀକୁ କାର୍ତିକ ପୂର୍ଣ୍ଣମୀ ବୋଲି ବିଚାର କରାଯାଇଥାଏ । ଗୋଟିଏ ବର୍ଷରେ ପଡୁଥିବା ୧୫ପୂର୍ଣ୍ଣମୀ (ମଳ ମାସ କ୍ଷେତ୍ରରେ ଷୋହଳ ପୂର୍ଣ୍ଣମୀ ପଡିଥାଏ) ମଧ୍ୟରୁ ଏହା ଅଷ୍ଟମ ପୂର୍ଣ୍ଣମୀ । ଜପ, ତପ ଓ ବ୍ରତ…
Read More...

କାନ୍ଦାହାର ବିମାନ ଅପହରଣ ସ୍ମୃତି ପୁଣି ମନେ ପଡିଗଲା

ନୂଆଦିଲ୍ଲୀ : ପାଖାପାଖି ଦୁଇ ଦଶକ ପରେ ଆଜି ପୁଣି କାନ୍ଦାହାର ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ନୂଆଦିଲ୍ଲୀ ବିମାନବନ୍ଦରରେ ଏକ ଆଫଗାନ ବିମାନ କାନ୍ଦାହାର ଯିବା ପୂର୍ବରୁ ପାଇଲଟ୍‍ ଅପହରଣ ଭୟ ଥିବା ନେଇ ସାଇରନ୍‍ ଦେବା ପରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ପାଖାପାଖି ଅଢେଇ ଘଣ୍ଟାର ଯାଞ୍ଚ…
Read More...