ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

କାନ୍ଦାହାର ବିମାନ ଅପହରଣ ସ୍ମୃତି ପୁଣି ମନେ ପଡିଗଲା

ନୂଆଦିଲ୍ଲୀ : ପାଖାପାଖି ଦୁଇ ଦଶକ ପରେ ଆଜି ପୁଣି କାନ୍ଦାହାର ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ନୂଆଦିଲ୍ଲୀ ବିମାନବନ୍ଦରରେ ଏକ ଆଫଗାନ ବିମାନ କାନ୍ଦାହାର ଯିବା ପୂର୍ବରୁ ପାଇଲଟ୍‍ ଅପହରଣ ଭୟ ଥିବା ନେଇ ସାଇରନ୍‍ ଦେବା ପରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ପାଖାପାଖି ଅଢେଇ ଘଣ୍ଟାର ଯାଞ୍ଚ…
Read More...

ସାବରିମାଳାରେ ଦର୍ଶନ ପାଇଁ ଅଗ୍ରୀମ ଟିକେଟ କାଟିଲେ ମହିଳା ଶ୍ରଦ୍ଧାଳୁ

କୋଚି: ସୁପ୍ରିମକୋର୍ଟଙ୍କ ନିର୍ଦେଶର ଦୁଇମାସ ପରେ ସାବରିମାଳା ଦର୍ଶନ ପାଇଁ ମହିଳାମାନେ ପୁଣି ଥରେ ଅଣ୍ଟା ଭିଡିଛନ୍ତି । ପାଞ୍ଚ କି ଦଶ ନୁହେଁ, ବରଂ ୧୦ରୁ ୫୦ ବର୍ଷ ବୟସ୍କ ୫୫୦ରୁ ଅଧିକ ମହିଳା ଦର୍ଶନ ପାଇଁ ଅଗ୍ରୀମ ଟିକେଟ୍‍ କରିଥିବା ସୂଚନା ମିଳିଛି । ପ୍ରତିବର୍ଷ ମକର ଯାତ୍ରା ସମୟରେ…
Read More...

ବିଜୁ ସମତାକ୍ରାନ୍ତି ଦଳକୁ ଜନ୍ମ ଦେବେ ଦାମ

ବିଜେପି ଶିବିରରେ ଚିନ୍ତା, ବିରୋଧୀ ଭୋଟରେ ଭାଗ ବିଜେଡି ଆଶ୍ୱସ୍ତ, ବଡ଼ ବ୍ୟବଧାନ ହାସଲ କରିବା ଚ୍ୟାଲେଞ୍ଜ ଅସନ୍ତୁଷ୍ଟ ନେତା ବିଜେପି ନୁହେଁ ଦାମଙ୍କୁ ଚାହିଁବେ ଓଡ଼ିଶାରେ ଆଞ୍ଚଳିକ ଦଳର ଭବିଷ୍ୟତ ଭଲ ନୁହେଁ ଭୁବନେଶ୍ୱର: ଗତ ନିର୍ବାଚନ ପୂର୍ବରୁ ଜନ୍ମ ନେଇଥିବା ପୂର୍ବତନ…
Read More...

ପୁଞ୍ଜିନିବେଶ ପାଇଁ ଓଡ଼ିଶାରେ ଶିଳ୍ପପତିଙ୍କ ମେଳା

ମୁକେଶ, ବିର୍ଲା, ଚନ୍ଦ୍ରଶେଖରନ୍‍ ପ୍ରମୁଖ ଯୋଗଦେବେ ଜାପାନ ସମେତ ୬ ବିଦେଶୀ ରାଷ୍ଟ୍ର ବି ହେବେ ସାମିଲ ନଦୀ ଓ ପର୍ଯ୍ୟଟନ ସ୍ଥାନ ଚିହ୍ନାଇବା ପାଇଁ ନୂଆ କୌଶଳ ଦେଓମାଳୀ ନାଁରେ ଗମ୍ୱୁଜ, ନଦୀ ନାଁରେ ହ୍ୟାଙ୍ଗର ଭୁବନେଶ୍ୱର: ଦେଶ ବିଦେଶର ପ୍ରମୁଖ ଉଦ୍ୟୋଗୀ ଓ ଶିଳ୍ପପତିଙ୍କୁ ନେଇ ଆସନ୍ତା…
Read More...

ମାଓବାଦୀ ନୁହେଁ, ଇଟାଭାଟି ଶ୍ରମିକ

ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ବେଗୁନିଆ ଦେଉଳି ଗ୍ରାମ ନିକଟରେ ବୁଲୁଥିବା ଯୁବକ ସୁରେଶ ମାଓବାଦୀ ନୁହଁନ୍ତି । ବରଂ ସେ ଜଣେ ଇଟାଭାଟି ଶ୍ରମିକ । ଲୁଚିକି ଆସି ଜଙ୍ଗଲରେ ରହୁଥିଲା । ରାତିତମାମ ଛାନ୍‍ଭିନ୍‍ ଓ ପଚରାଉଚରା କରିବା ପରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି…
Read More...

କାହିଁକି ଭୋଟରଙ୍କ ମତି ଗତି ଜାଣୁପାରୁନାହାନ୍ତି ନେତା

ଅନ୍ତଃକନ୍ଦଳରେ ଘାଣ୍ଟି ହେଉଛି ବିଜେଡି କଂଗ୍ରେସ, ବିଜେପି ସ୍ଥିତି ତା ଠାରୁ ଶୋଚନୀୟ ରଣନୀତି ନିର୍ଧାରକ ନାହାନ୍ତି, ମାମଲତକାରଙ୍କ ସଂଖ୍ୟା ଅଧିକ ଭୁବନେଶ୍ୱର: ୨୦୧୯ ନିର୍ବାଚନକୁ ନେଇ ଓଡ଼ିଶା ରାଜନୀତି ଧୀରେ ଧୀରେ ଗରମ ହେଲାଣି । ବିରୋଧୀ ଦଳମାନେ ସରକାରଙ୍କ ବିରୋଧରେ ପ୍ରତିଦିନ…
Read More...

କାହାକୁ ଦିଆଯିବ ସୁରକ୍ଷା ଭତ୍ତା?

ମୂଳ ଲକ୍ଷ୍ୟରୁ ଦୂରେଇ ଗଲେଣି ସରକାର, ଚାଷୀ ନେତା ଚାଷୀ ଚିହ୍ନଟ ହୋଇପାରିଲେନି, ବଦଳିପାରୁନି ଭୂ ସଂସ୍କାର ଆଇନ ବିରୋଧୀଙ୍କ ପାଇଁ ବୁମେରାଂ ହୋଇପାରେ ଚାଷୀ ପ୍ରସଙ୍ଗ ଅର୍ଥନୀତି ବିଶାରଦଙ୍କ ମତ ସୁରକ୍ଷା ଭତ୍ତା ନୁହେଁ, ଚାଷ ନିରାପତ୍ତା ଲୋଡା ଭୁବନେଶ୍ୱର: ସାତ ଦିନିଆ ଆନ୍ଦୋଳନ ଡାକରା…
Read More...

ସ୍ମାର୍ଟ ସିଟି ଭୁବନେଶ୍ୱର ‘ୱାଇଫାଇ’

ହକି ବିଶ୍ୱକପ୍‌ର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ମାର୍ଟସିଟି ଭୁବନେଶ୍ୱରରେ ୱାଇଫାଇ ସେବା ‘ଭୁବନେଶ୍ୱର ମି ୱାଇଫାଇ’ର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ଭୁବେନଶ୍ୱର ପାଇଁ ଆଜି ଏକ ଐତିହାସିକ ଦିନ। ଏହାଦ୍ୱାରା ଯୁବପିଢ଼ି ବିଶେଷ ଉପକୃତ ହେବେ।…
Read More...

ଭାରତ ଉପରେ ଘନାଉଛି ବିପଦ

ପାକ୍‍ ସହଯୋଗରେ ନେପାଳରେ ଲସ୍କରର ଏନଜିଓ ଏନ୍‍ଏସଜି ସଦସ୍ୟତା ପାଇଁ ଚୀନର ଖୋଲା ସମର୍ଥନ ନୂଆଦିଲ୍ଲୀ: ଭାରତ ଉପରେ ଉଭୟ ପାକିସ୍ତାନ ଓ ଚୀନ ଆଡୁ ବଡ଼ ବିପଦ ମାଡି ଆସୁଛି । ଗୋଟିଏ ପଟେ ପାକ୍‍ ସହଯୋଗରେ ଲସ୍କର ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ସଜବାଜ ଚଳାଇଛି । ଏଥିପାଇଁ ନେପାଳକୁ…
Read More...

ଚାଷୀଙ୍କ ସହ ଆଲୋଚନା ପରେ ବଡ଼ ପ୍ୟାକେଜ

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ମନ୍ତ୍ରୀସ୍ତରୀୟ କମିଟି କମିଟିକୁ ଚାଷୀ ନେତାଙ୍କ ପ୍ରତ୍ୟାଖ୍ୟାନ, କହିଲେ ଧୋକା ଯଦି ଆମେ ରାଜଧାନୀ ଯିବୁନି, ତେବେ ସେମାନଙ୍କୁ ଗାଁ ମନା ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ସରକାର ସମର୍ଥନ ଦେବାକୁ ଯାଇ ଆଲୋଚନାର ରାସ୍ତା…
Read More...