ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଆଜିଠୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ; ଆଜିଠୁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ନବବଧୂ ପରି ସଜେଇ ହୋଇଛି ମଥୁରା ପାଲଟିଥିବା ବରଗଡ଼ ସହର । ଅନ୍ୟପଟେ ଗୋପପୁର ପାଲଟିଥିବା ଅମ୍ବାପାଲିରେ ମଧ୍ୟ ଉତ୍ସାହର ମାହୋଲ । ଆଜିଠାରୁ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ୧୧ଦିନ ଧରି ବିଶ୍ଵର ସର୍ବ ବୃହତ ରଙ୍ଗ ମଞ୍ଚରେ
Read More...

ପଡୋଶୀଙ୍କୁ ଚେକ୍ ଦେବ ‘ପ୍ରଳୟ’

ନୂଆଦିଲ୍ଲୀ; ପଡ଼ୋଶୀଙ୍କୁ ଚେକ୍ ଦେବାକୁ ଭାରତର ବଡ଼ ନିଷ୍ପତ୍ତି । ପାକିସ୍ତାନ ଓ ଚୀନ୍ ସୀମାରେ ମୁତୟନ ହେବ ‘ପ୍ରଳୟ’ ମିସାଇଲ୍ । ଏଥିପାଇଁ ୧୨୦ଟି ପ୍ରଳୟ ଟ୍ୟାକ୍ଟିକାଲ୍ ବାଲିଷ୍ଟିକ୍ ମିସାଇଲ୍ କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । DRDO ପକ୍ଷରୁ ଏହି ମିସାଇଲ
Read More...

ହସ୍ପିଟାଲରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ; ବିଗିଡ଼ିଲା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବସ୍ଥ୍ୟାବସ୍ଥା । ଏନେଇ ସୋମବାର ପୂର୍ବାହ୍ନରେ AIIMSରେ ଭର୍ତ୍ତି ହୋଇଛନ୍ତି ନିର୍ମଳା ସୀତାରମଣ । ସୂଚନାନୁସାରେ, ସୋମବାର ଦିନ ୧୨ଟାରେ ଅର୍ଥମନ୍ତ୍ରୀ AIIMSର ଘରୋଇ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ସ୍ୱାସ୍ଥ୍ୟଗତ
Read More...

ଫାଇଟର ଜେଟ୍ ଚଲାଇବେ ସାନିଆ ମିର୍ଜା

ପୁଣେ; ଦେଶର ପ୍ରଥମ ମୁସଲିମ ମହିଳା ହେବେ ଉତ୍ତର ପ୍ରଦେଶର ମର୍ଜାପୁରରେ ରହୁଥିବା ସାନିଆ ମିର୍ଜା । ସେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଚଳାଇବେ। ଡିସେମ୍ବର ୨୭ରେ ସେ ପୁଣେରେ ଥିବା ଏନଡିଏରେ ଜଏନ କରିବେ । ସେହିପରି ସାନିଆ ରାଜ୍ୟର ପ୍ରଥମ ମହିଳା ଭାବେ ଫାଇଟର ଜେଟ୍ ଚଳାଇ ରେକର୍ଡ ସୃଷ୍ଟି
Read More...

କୋଭିଡ କଟକଣାରେ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା

ଭୁବନେଶ୍ବର; ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ଏହାକୁ ନେଇ ଚାରିଆଡେ ଭୟର ବାତାବରଣ । ଏହାରି ମଧ୍ୟରେ ସ୍କୁଲକୁ ଫେରୁଛି କରୋନା କଟକଣା । ବିଦ୍ୟାଳୟରେ କରୋନା ନିୟମ ପାଳନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି । ସେ କହିଛନ୍ତି ଯେ,
Read More...

ସୋଆ କ୍ୟାମ୍ପସ୍‌ରେ ବିଶ୍ୱକପ୍ ହକି ଟ୍ରଫିକୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର, ୨୫/୧୨: ରବିବାର ଓଡ଼ିଶାରେ ପହଂଚିଥିବା ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ଶହ ଶହ ଛାତ୍ରଛାତ୍ରୀ ସଂଗୀତ ଓ ନୃତ୍ୟ ମାଧ୍ୟମରେ ଭବ୍ୟ ସ୍ୱାଗତ ଜଣାଇଛନ୍ତି । ୱାର୍ଲଡ୍ କପ୍ ଟ୍ରଫି ବହନ କରିଥିବା ଗାଡିଟିକୁ ବାଦ୍ୟ ଓ ଆତସବାଜି ଦ୍ୱାରା ସ୍ୱାଗତ
Read More...

୨୦ ଦିନରେ ୨୫ କୋଟି ସଂକ୍ରମିତ

ନ୍ୟୁଜ୍ ବ୍ୟୁରୋ; ସାରା ବିଶ୍ୱକୁ ଘାରିଲାଣି କରୋନା ମହାମାରୀର ଚତୁର୍ଥ ଲହର ଚିନ୍ତା । ୯୧ ଦେଶକୁ କବଜ୍ଜାକୁ ନେଇଛି କରୋନାର ବିଏଫ-୭ ଭାରିଆଣ୍ଟ । ଚୀନ, ଜାପାନ, ଦକ୍ଷିଣ କୋରିଆରେ ଉପରମୁହାଁ ହୋଇଛ କରୋନା । ଜାପାନରେ ୧ ଲକ୍ଷ ୭୩ ହଜାର ଚିହ୍ନଟ ହୋଇଛି ଦୈନିକ ସଂକ୍ରମିତ ସଂଖ୍ୟା ।
Read More...

ଅଭୁଲା ସ୍ମୃତିରେ ‘ଭାରତ ରତ୍ନ’

ନୂଆଦିଲ୍ଲୀ; ଭାରତ ରତ୍ନଙ୍କ ଅଭୁଲା ସ୍ମୃତିକୁ ଝୁରୁଛି ସାରା ଦେଶ । ଆଜି ହେଉଛି ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ । ଜଣେ ଜନନେତା, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ ଭାବେ ଘରେ ଘରେ ସୁପରିଚିତ ଅଟଳ ବିହାରୀ ବାଜପେୟୀ । ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ଵାଲିୟରର
Read More...

ବିସ୍ଫୋରଣରେ ୧୦ ମୃତ, ୪୦ରୁ ଅଧିକ ଆହତ

ଜୋହାନ୍ସବର୍ଗ; ଜୋହାନ୍ସବର୍ଗରେ ଗ୍ୟାସ୍ ଟ୍ୟାଙ୍କରରେ ଘଟିଲା ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୦ ଜଣ ଜୀବନ ହରାଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ନିକଟସ୍ଥ ଏକ ହସ୍ପିଟାଲର କିଛି ଅଂଶ, ଦୁଇଟି କୋଠା ଓ
Read More...

ଆଜିଠୁ ଓଡ଼ିଶା ପରିକ୍ରମାରେ ହକି ବିଶ୍ୱକପ୍ ଟ୍ରଫି

ଭୁବନେଶ୍ବର; ପାଖେଇ ଆସୁଛି ହକି ମହାକୁମ୍ଭ । ଆଉ କିଛି ଦିନ ପରେ କମ୍ପିବ ଭୁବନେଶ୍ବର ଓ ରାଉରକେଲା । ହକି ବିଶ୍ବକପ ନେଇ ସମସ୍ତଙ୍କ ମନରେ ବଢ଼ୁଛି ଉତ୍କଣ୍ଠା । ଏହାରି ମଧ୍ୟରେ ସାରା ଦେଶରେ ପରିକ୍ରମା କରି ଫେରିଛି FIH ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଟ୍ରଫି । ତେବେ ଆଜିଠାରୁ ଓଡ଼ିଶାର
Read More...