ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାର ଆର୍କି ବଜାରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗତକାଲି ରାତି ପ୍ରାୟ ୧ଟା ସମୟରେ ସୋଲାନର ଅର୍କି ବଜାରରେ ନିଆଁ ଲାଗିଯାଇଛି। ଫଳରେ ଅନେକ ଦୋକାନ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଜଣେ ୮ ବର୍ଷର ଶିଶୁର ମୃତ୍ୟୁ!-->…
Read More...
Read More...