ଜିତୁଙ୍କ ୧୩୪ କୋଟିର ସଂପତ୍ତି ଇଡି ହାତରେ
ଭୁବନେଶ୍ୱର: ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କୁ ଇଡି ବା ପ୍ରବର୍ତ୍ତନ ନିର୍ଦେଶାଳୟ ଘେରିଛି। ବୁଧବାର ତାଙ୍କ ଘର ଉପରେ ଚଢାଉ କରି ଇଡି ଅଧିକାରୀମାନେ ୧୩୩ କୋଟି ଟଙ୍କାର ସ୍ଥାୟୀ ଜମା ଓ ୬୯ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ଜବତ କରିଛନ୍ତି। ବେଆଇନ ଖଣି କାରବାର ଓ ମନି ଲଣ୍ଡ୍ରିଂ ଏବଂ!-->…
Read More...
Read More...