ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ହାତ ଗୋଡ଼ ବାନ୍ଧି ଲୁଟ୍‌

ହାତ ଗୋଡ଼ ବାନ୍ଧି ଲୁଟ । ହାତ ଗୋଡ ବାନ୍ଧି ୨୫ ଭରି ସୁନା ଅଳଙ୍କାର ସମେତ ୩୦ ହଜାର ଟଙ୍କା ଓ ୪ଟି ମୋବାଇଲ ଫୋନ ଲୁଟିନେଲେ ଦୁର୍ବୃତ୍ତ । ରାୟଗଡ଼ା ସହରର ସାଇପ୍ରିୟା ନଗରରେ ଏଭଳି ବଡ଼ ଧରଣର ଲୁଟ ହୋଇଛି । ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ
Read More...

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲା: ସାକ୍ଷୀ ପ୍ରଭାକରଙ୍କ ମୃତ୍ୟୁ

ମୁମ୍ବାଇରେ ଚର୍ଚ୍ଚିତ ଡ୍ରଗ୍ସ ମାମଲାରେ ସାକ୍ଷୀ ରହିଥିବା ପ୍ରଭାକର ସେଲ୍‌ଙ୍କ ମୃତ୍ୟୁ ହୋଇଛି । ତାଙ୍କ ଓକିଲ ତୁଷାର ଖଣ୍ଡାରେଙ୍କ ଅନୁସାରେ ଚେମ୍ବୁରର ମାହୁଲ ଅଞ୍ଚଳରେ ତାଙ୍କ ବାସଭବନରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ପ୍ରଭାକର ସେଲ୍ ସମୀର ୱାଙ୍ଖଡେଙ୍କ ଉପରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ
Read More...

ମାନସ ହତ୍ୟା ମାମଲା: ଆଜି ସରୁଛି ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ସରୁଛି ଅଭିଯୁକ୍ତଙ୍କ ରିମାଣ୍ଡ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ନିରଞ୍ଜନ, ରଞ୍ଜନଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ସେମାନଙ୍କଠାରୁ ସତ ଉଗାଳିଛି କ୍ରାଇମବ୍ରାଞ୍ଚ । ପଚରାଉଚରା ବେଳେ ସେମାନେ ମାନସଙ୍କୁ
Read More...

ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ

ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ପାଠ ପଢା ଆରମ୍ଭ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ସକାଳ ସାଢେ ୬ରୁ ପାଠ ପଢା ଆରମ୍ଭ ହୋଇଛି । ସାଢେ ୬ରୁ ସାଢେ ୧୦ ପର୍ଯ୍ୟନ୍ତ ଏମାନଙ୍କ କ୍ଲାସ ହେବ । ସେହିପରି ନବମରୁ
Read More...

ପ୍ରଧାନମନ୍ତ୍ରୀଙ୍କ ପଶ୍ନ, ଅନଲାଇନରେ ପାଠ ପଢୁଛ ନା ରିଲ୍ସ ଦେଖୁଛ

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ । ଦିଲ୍ଲୀର ତାଲକଟୋରା ଷ୍ଟାଡିୟମ ଠାରେ ହେଉଥିବା କାର୍ଯ୍ୟକ୍ରମରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଟିପ୍ସ ଦେଇଛନ୍ତି । ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେଇଛନ୍ତି
Read More...

ଶ୍ରୀଲଙ୍କାରେ ହାହାକାର ପରିସ୍ଥିତି, ଜନତା-ପୁଲିସ ମୁହାଁମୁହିଁ

ଶ୍ରୀଲଙ୍କାରେ ଜାରି ଆର୍ଥିକ ସଙ୍କଟ ମଧ୍ୟରେ ଏବେ ସେଠାରେ ସ୍ଥିତି ଅଣାୟତ୍ତ ହୋଇପଡିଛି । ପୁଲିସ-ଜନତା ମୁହାଁମୁହିଁ ହୋଇଛନ୍ତି । ରାଷ୍ଟ୍ରପତି ଗୋଟବାୟା ରା ଜପକ୍ଷେଙ୍କ ଇସ୍ତଫା ଦାବିରେ ତାଙ୍କ ବାସଭବନ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ହଜାର ହଜାର ଲୋକ ବିକ୍ଷୋଭ କରୁଥିବା
Read More...

ମାନସ ହତ୍ୟା: ଡେମୋ ଦେଖାଉଛି ଅଭିଯୁକ୍ତ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଡେମୋ ଦେଖାଉଛନ୍ତି ଅଭିଯୁକ୍ତ । କେମିତି ମାନସ ସ୍ୱାଇଁଙ୍କୁ ଅପହରଣ କରାଯାଇଥିଲା ଏବଂ ଅପହରଣ ପରେ ହତ୍ୟା ଓ ଶବକୁ ପୋତାଯାଇଥିଲା । ସବୁ କ୍ରାଇମ ସିନ୍‌ ରିକ୍ରିଏସନ କରଯାଊଛି । ମୁଖ୍ୟ ଅଭିଯୁକ୍ତ ଶମି ର୍ଷ୍ଠା ସମେତ ୪ ଜଣଙ୍କୁ ନେଇ କ୍ରାଇମ ସିନ
Read More...

ବଢିଲା ଅଣ ସବସିଡି ଗ୍ୟାସ ଦର

ମାସ ଆରମ୍ଭରୁ ମହଙ୍ଗା ମାଡ଼ । ନୂଆ ମାସ ଆରମ୍ଭ ହେଉ ହେଉ ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ । ସରକାରୀ ତୈଳ କମ୍ପାନୀ ଗୁଡିକ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି କରିଛନ୍ତି । ୧୯ କେଜିର ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି । ଅଣ ସବସିଡି ଗ୍ୟାସ ଦର ୨୫୦ ଟଙ୍କା ବୃଦ୍ଧି ହୋଇଛି ।
Read More...

ରାଜ୍ୟବାସୀ ପାଳୁଛନ୍ତି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ପୂରିଲା ୮୬ ବର୍ଷ

ଆଜି ଉତ୍କଳ ଦିବସ । ଯେବେ କ୍ୟାଲେଣ୍ଡରରେ ଏଇ ଏପ୍ରିଲ ୧ ଚାଲିଆସେ , ସେତେବେଳେ ନିଜେ ଓଡିଆ ଓ ନିଜ ଜନ୍ମମାଟି ଓଡିଶାକୁ ନେଇ ବହୁତ ଗର୍ବ କରିବାକୁ ଇଛା ହୁଏ । ଓଡିଶା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବସ୍ମରଣୀୟ ତାରିଖ । ।କାହିଁକି ନା , ଆଜିର ଦିନରେ ସ୍ୱତନ୍ତ୍ର ପ୍ରଦେଶର
Read More...

ସଂସଦରେ ଉଠିଲା ପୁରୀ ଐତିହ୍ୟ କରିଡର ପ୍ରସଙ୍ଗ, ଅପରାଜିତା – ପିନାକୀ ମୁହାଁମୁହିଁ

ପୁରୀ ଐତିହ୍ୟ କରିଡରକୁ ନେଇ ମୁହାଁମୁହିଁ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗକୁ ସଂସଦରେ ଉଠାଇଛନ୍ତି । ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ଖନନକୁ ବିରୋଧ କରିଛନ୍ତି ଅପରାଜିତା । ଶୀଘ୍ର ଏହାକୁ ବନ୍ଦ କରିବା ସହ ସଂସ୍କୃତି ମନ୍ତ୍ରାଳୟ ଏଥିରେ
Read More...