ପ୍ରମୁଖ ଖବର

ସେପ୍ଟେମ୍ବର ୧୮ରୁ ବିଧାନସଭା ଅଧିବେଶନ
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ରିମାଣ୍ଡରେ ଆସିବେ ଦୁଇ ଅଭିଯୁକ୍ତ
କୃଷି ସଚିବଙ୍କ ଚେତାବନୀ; ନିଯୁକ୍ତ ସ୍ଥାନରେ ଯୋଗ ନଦେଲେ ହେବ ଦରମା ବନ୍ଦ
ଭ୍ୟାନ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ
ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
କେନ୍ଦୁଝରରେ ସ୍ଥାପିତ ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା

ମନ୍ଦିରା କହିଲେ ବଞ୍ଚିବାର କାରଣ…

ନୂଆଦିଲ୍ଲୀ: ସ୍ୱାମୀଙ୍କୁ ହରାଇବା ପରେ ଭାଙ୍ଗିପଡିଥିବା ଅଭିନେତ୍ରୀ ମନ୍ଦିରା ବେଦୀ ଏବେ ନିଜକୁ ପୁଣି ଦୃଢ କରୁଛନ୍ତି। ମନ୍ଦିରା ଏବେ ଲଭ ଲାଇଫ ଲାଇଭ ସୋ ସିଜିନ ଥ୍ରୀରେ ନଜର ଆସୁଛନ୍ତି। ଏକ ସାକ୍ଷାତକାରରେ ମନ୍ଦିରା ବେଦୀ କହିଛନ୍ତି ଯେ ସେ କିପରି ନିଜ ଜୀବନରେ ଆଗକୁ ବଢୁଛନ୍ତି। ସେ
Read More...

ଧମାଲ ମଚାଇଲା ରାନୁଙ୍କ ନୂଆ ଭିଡିଓ

ମୁମ୍ବାଇ: ଗୋଟିଏ ଗୀତ ଗାଇ ରାତାରାତି ସେନସେସନ ପାଲଟିଥିବା ରାନୁ ମଣ୍ଡଳଙ୍କ ଏବେ ‘ବଚପନ କା ପ୍ୟାର’ ଗୀତ ଗାଉଥିବାର ଭିଡିଓ ଭାଇରାଲ ହୋଇଛି। ଏହା ପୂର୍ବରୁ ରାନୁଙ୍କ ହିଟ୍ ଟ୍ରାକ ‘ମାଣିକ ମଗେ ହିତେ’ଗୀତର ଭିଡିଓ ସାମନାକୁ ଆସିଥିଲା। ୟୁଟ୍ୟୁବର ରୋନ୍ଧନ ପୋରିଚୋଏ ରାନୁ ମଣ୍ଡଳଙ୍କ ବଚପନ କା
Read More...

ବଢ଼ିଲାଣି କାଶ୍ମୀରରେ ଆତଙ୍କବାଦର ଭୟ

ନୂଆଦିଲ୍ଲୀ: କାଶ୍ମୀର ଘାଟିରେ ଅବସ୍ଥା ଖରାପ ହେବାରେ ଲାଗିଛି। ସେନା ଜୋରଦାର ଅପରେସନ ଚଳାଇଥିବା ବେଳେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି। ଆତଙ୍କବାଦୀ ମାନେ ଏହି ମାସରେ ୧୧ ଜଣ ସାଧାରଣ ନାଗରିକକୁ ହତ୍ୟା କରିଛନ୍ତି,ଯେଉଁମାନଙ୍କ ମଧ୍ୟରେ ୭ ଜଣ ଅଣ
Read More...

ବାଙ୍ଗଲାଦେଶରେ ଥମୁନି ହିଂସା

ବାଙ୍ଗଲାଦେଶରେ ସାମ୍ପ୍ରଦାୟିକ ହିଂସା ମାମଲା କ୍ରମାଗତ ଭାବେ ସାମନାକୁ ଆସୁଛି । ହିନ୍ଦୁମାନଙ୍କ ମୁଖ୍ୟ ପର୍ବ ଦୁର୍ଗାପୂଜାଠୁ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ନେଉନି ।ବାଙ୍ଗଲାଦେଶ କୋମିଲା ଦୁର୍ଗା ପୂଜା ପେଣ୍ଡାଲରେ ଆକ୍ରମଣ ପରେ ରବିବାର ରଙ୍ଗପୁର ଜିଲ୍ଲାର ପିରଗଞ୍ଜରେ ହିନ୍ଦୁ ମାନଙ୍କ
Read More...

ବିଧାୟକଙ୍କ ଘରୁ ମିଳିଲା ଦେଢ କେଜିର ସୁନା

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ମିଳିଛି ପୁଳାପୁଳା ସୁନା। ରବିବାର ଭିଜିଲାନ୍ସ ପକ୍ଷରୁ ପ୍ରଦୀପ ପାଣିଗ୍ରାହୀଙ୍କ ଚଢାଉ କରାଯାଇଥିବା ବେଳେ ପାଖାପାଖି ଦେଢ କିଲୋ ଓଜନର ସୁନା ଜବତ କରାଯାଇଛି। ୧୪୪୦ ଗ୍ରାମ ସୁନା ଜବତ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା
Read More...

ସମୁଦ୍ରକୂଳେ କ୍ୟାଟ୍ରିନାଙ୍କ ଜବରଦସ୍ତ ପୋଜ୍‌…

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନ କୈଫ ଏବେ ତାଙ୍କର ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ସେ ସେୟାର କରୁଥିବା ପ୍ରତିଟି ପୋଷ୍ଟରେ ସୂର୍ଯ୍ୟବଂଶୀ ଉପରେ ଲେଖିବାକୁ ଭୁଲୁନାହାନ୍ତି। ଏବେ ପୁଣି ଥରେ କ୍ୟାଟ୍ରିନା ସାନନ୍ଦାର ଓ ନିଆରା ଅନ୍ଦାଜରେ ସୋସିଆଲ
Read More...

କାହିଁକି ପରସ୍ପରଠୁ ଦୂରରେ ରହୁଛନ୍ତି ଅନୁଷ୍କା-କୋହଲି?

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ଆସିଛି ଦୂରତା। ଅନୁଷ୍କା ନିଜେ ଏକ ପୋଷ୍ଟ ସେୟାର କରି ଏନେଇ ଜଣାଇଛନ୍ତି।ଦୂରତାର କାରଣ ହେଉଛି କ୍ବାରେଣ୍ଟିନ୍ ଦୁବାଇରେ କ୍ବାରେଣ୍ଟିନରେ ଅନୁଷ୍କା ଥିବା ବେଳେ ବିରାଟଙ୍କ କିଛି ଫଟୋ ପୋଷ୍ଟ କରି ନିଜ ଅବସ୍ଥା ବିଷୟରେ
Read More...

୨୩ ଘଣ୍ଟା ଘାଣ୍ଟିଲା ଭିଜିଲାନ୍ସ

ଭୁବନେଶ୍ବର: ଭିଜିଲାନ୍ସ ପଞ୍ଝାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଜେଲରୁ ସିନା ମୁକ୍ତି ପାଇଲେ କିନ୍ତୁ ଭିଜିଲାନ୍ସ ପଞ୍ଝା ଭିତରୁ ମୁକୁଳି ପାରୁନାହାଁନ୍ତି ବିଧାୟକ। ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ପଶି ଖାନତଲାସି କରିଛି ଭିଜିଲାନ୍ସ। ରାତି ସାରା ଚାଲିଛି ରେଡ୍।ପାଖାପାଖି ୨୩
Read More...

ଅଣକାଶ୍ମୀରବାସୀଙ୍କ ମୁଣ୍ଡ ଖୋଜୁଛନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଚଳିତ ମାସ ଆରମ୍ଭରୁ ଆତଙ୍କବାଦୀ ମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି। ସେମାନଙ୍କ ଟାର୍ଗେଟରେ ଅଛନ୍ତି ମୁଖ୍ୟତଃ ସଂଖ୍ୟାଲଘୁ ଓ ଅଣକାଶ୍ମୀର ବ୍ୟକ୍ତି। ଏହା ଏବେ ସ୍ଥାନୀୟ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି। ଘଟଣା ସଂପର୍କରେ
Read More...

ଭାରତୀୟ ସୀମାରେ ଉଡିଲା ନେପାଳ ବିମାନ

ନୂଆଦିଲ୍ଲୀ: ଭାରତୀୟ ସୀମାରେ ପୁଣି ପଶିଲା ନେପାଳ ବିମାନ। ନେପାଳ ବିମାନ ଭାରତୀୟ ସୀମାରେ ଉଡୁଥିବାର ଦେଖି ସୁରକ୍ଷାବାହିନୀ ସଜାଗ ହୋଇଯାଇଛନ୍ତି। କୁହାଯାଉଛି ଯେ, ବିମାନଟି ନେପାଳକୁ ଲାଗି ରହିଥିବା ବିହାର ମହରାଜଗଞ୍ଜ ଜିଲ୍ଲାର ସୋନାଉଲି ସହର ଉପରେ ଦୀର୍ଘ ସମୟ ଧରି ଉଡୁଥିବାର ଦେଖିବାକୁ
Read More...