ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ନବୀନଙ୍କୁ ଦଳୀୟ ନେତାଙ୍କ ରିପୋର୍ଟ କାର୍ଡ ଦେବେ ପର୍ଯ୍ୟବେକ୍ଷକ

ଆଜିଠୁ ୩୩ ସାଗଂଠନିକ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକତିନି ଦିନ ଧରି ଚାଲିବ ସମୀକ୍ଷା, ଜଣ ଜଣ କରି ୧୧ଜଣ ପର୍ଯ୍ୟବେକ୍ଷକ ସୁପ୍ରିମୋଙ୍କୁ ଦେବେ ତଥ୍ୟଭଲ କରିଥଲେ ପୁରସ୍କୃତ କରିପାରନ୍ତି ନବୀନ, ଖରାପ ପ୍ରଦର୍ଶନକାରୀଙ୍କୁ ବି ମିଳିପାରେ ଦଣ୍ଡବିଜେଡି
Read More...

ଏଥର ମହାପ୍ରଭୁଙ୍କ ବଜେଟ ବଳକା

ବର୍ଷ ଶେଷକୁ ୩୩କୋଟି ୬୨ଲକ୍ଷ ଟଙ୍କା ବଳିବ ବୋଲି ହିସାବଟରଥଯାତ୍ରା ଓ ସ୍ନାନଯାତ୍ରାରେ ଖର୍ଚ୍ଚ ହେବ ୧୪ କୋଟି ୭୬ଲକ୍ଷ ଟଙ୍କାଦୈନିକ ପାଳିଆ ସେବକଙ୍କ ପାଇଁ ଖର୍ଚ୍ଚ ହେବ ୨୯ କୋଟି ୨୨ଲକ୍ଷଜମି ଅଧିଗ୍ରହଣରୁ ୬୦ଲକ୍ଷ ଟଙ୍କା ଆୟ କରିବାକୁ ଯୋଜନା ରହିିଛି ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର
Read More...

ବଦଳିବକି ଖରାଛୁଟି ସମୟ, କଣ କହିଲେ ମନ୍ତ୍ରୀ?

ଚଳିତବର୍ଷ ଖରାଛୁଟି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜୁନ ବଦଳରେ ମେ ମାସରେ ଖରାଛୁଟି କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସୁଛି। ତେବେ ଖରାଛୁଟି ସମୟ ପରିବର୍ତ୍ତନ କରିବାକୁ ବିଚାର କରାଯାଇନି। ଯଦି ସେମିତି
Read More...

ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର

ଗତ କାଲି ବିଳମ୍ବିତ ରାତିରେ ଜମ୍ମୁ-କାଶ୍ମୀର ଜିଲ୍ଲାର ସୁଞ୍ଜ୍‌ୱାନ୍‌ ଅଞ୍ଚଳରେ ଘଟିଥିବା ଏନ୍‌କାଉଣ୍ଟର୍‌ରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ‘ସିଆଇଏସ୍‌ଏଫ୍‌’ର ଅନ୍ୟ ୯ଜଣ ଯବାନ ଆହତ ହୋଇଛନ୍ତି। ସେହିପରି ଆହତ ହୋଇଥିବା ୯ ଜଣ ଯବାନଙ୍କ
Read More...

ନିର୍ଦେଶ ମିଳିଗଲା; ଧର୍ମେନ୍ଦ୍ର ଓ ଅଶ୍ବିନୀ ଓଡ଼ିଶାରୁ ଲଢ଼ିବେ

ବିଜେପିର ଜଣେ କେନ୍ଦ୍ରମନ୍ତ୍ରୀ କହିଲେ, ଓଡ଼ିଶାରେ ଖେଳ ଆରମ୍ଭ ହୋଇଗଲାଣିଆଗକୁ ଅଧିକ ଆସନ ଲକ୍ଷ୍ୟ, ଖାରବେଳ ହୋଇପାରନ୍ତି ବାଲେଶ୍ବର ପ୍ରାର୍ଥୀପ୍ରତାପ, ବସନ୍ତ, ସୁରେଶ, ନୀତେଶ ଗଙ୍ଗଦେବଙ୍କୁ ଦଳ ବିଧାନସଭାରୁ ଲଢ଼ାଇପାରେ ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା
Read More...

ସ୍ଥଗିତ ଥିବା ସ୍ଥାନରେ ପୁଣି ହେବ ନିର୍ବାଚନ

ନିର୍ବାଚନ ସ୍ଥଗିତ ଥିବା ସ୍ଥାନରେ ଆସନ୍ତା ମେ’ ମାସ ୨୭ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଗତ ଫେବ୍ରୁଆରିରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ କିଛି ସ୍ଥାନରେ ନିର୍ବାଚନ ସ୍ଥଗିତ ରହିଥିଲା। ଏବେ ସ୍ଥଗିତ ସ୍ଥାନରେ ଭୋଟ ଗ୍ରହଣ କରାଯିବ।
Read More...

ଅଟୋକୁ ଧକ୍କା ଦେଲା ହାଇୱା, ୩ ମୃତ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କୋଡ଼ପଡ଼ା ଛକ ନିକଟରେ ଏକ ଅଟୋକୁ ହାଇୱା ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ଆଜି ଅପରାହ୍ଣ ରେ ଏହି ଦୁର୍ଘଟଣା ଘଟିଛି। ସାତକୋଶିଆରୁ ୪ ଜଣ
Read More...

ସ୍କୁଲ ବସ ଉପରେ ପଡିଲା ଫାଇନ୍

ଫିଟନେସ୍‌ ଯାଞ୍ଚ ବେଳେ ଏକ ସ୍କୁଲ ବସ୍‌ ଉପରେ ପଡ଼ିଛି ୨ ଲକ୍ଷ ୩୩ ହଜାର ଫାଇନ୍ । ଭୁବନେଶ୍ୱର ଡମଣା ଛକରେ ଆଜି ପରିବହନ ବିଭାଗ ଏକ ବସ୍‌ ଉପରେ ଏହି ଫାଇନ୍‌ ଲାଗୁ କରିବା ସହ ବସ୍‌ଟିକୁ ଜବତ କରାଯାଇଛି। ବସ୍‌ ପରମିଟ୍, ବୀମା, ପଲ୍ୟୁସନ୍ ବାବଦରେ ଏହି ଫାଇନ୍ କଟାଯାଇଛି । ଟିକସ ବକେୟା
Read More...

କରୋନା ସଂକ୍ରମଣକୁ ନେଇ କଣ କହିଲେ ବିଜୟ

ଦିଲ୍ଲୀ ସମେତ ଅନ୍ୟ ରାଜ୍ୟ ଗୁଡ଼ିକରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ, ଓଡିଶାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାରେ ଉଦ୍‌ବେଗଜନକ ସ୍ଥିତି ନାହିଁ । ତଥାପି ଆଗାମୀ ୩ ରୁ ୪ ସପ୍ତାହ ଆମମାନଙ୍କ
Read More...

ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ। କଟକ ମହାନଗର ନିଗମ ମେୟର ନିର୍ବାଚନ ବିଜୟ ପରେ ସାଂସଦ ପଦ ଛାଡିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଏନେଇ ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କହିଛନ୍ତି, କଟକର ମେୟର ଭାବରେ ରହି କାମ କରିବି ।
Read More...