ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

୨୦୨୪ରେ ନୂଆ ନେତା ଦେଖିବ ବିଜେପୁର!

ରୀତାଙ୍କ ପାଇଁ ବିପଦ ବଢୁଛି, ସୁଶାନ୍ତ ନାମକୁ ନେଇ ଜୋର ଧରୁଛି ଚର୍ଚ୍ଚାରୀତାଙ୍କ ବଡ଼ ପୁଅ ସୁମିତ କୋଣଠେସା, ଏବେ ମଇଦାନରେ ବୁଲୁଛନ୍ତି ସୌରଭନବୀନଙ୍କ ପ୍ୟାକେଜ୍ ଧରି ଜୋରଦାର କସରତ ଚଳାଇଛି ବିଜେଡିବିଜେପି ଶିବିରରେ ଫାଟ ସୃଷ୍ଟି କରି ବିଜେଡି ଆଗକୁ ବଢ଼ିବା ଅସମ୍ଭବ ନୁହେଁ
Read More...

ବିଧାୟକମାନଙ୍କ ପତିଆରା କ୍ଷୁଣ୍ଣ ପଛରେ କିଏ?

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା ବିଧାନସଭାକୁ ୬୦ ଜଣ ନୂଆ ବିଧାୟକ ନିର୍ବାଚିତ ହୋଇ ଆସିଥିଲେ। ସେମାନଙ୍କ ମଧ୍ୟରୁ ବିଜେଡିର ସର୍ବାଧିକ ୪୧ ଜଣ, ବିଜେପିର ୧୪, କଂଗ୍ରେସର ୪ ଓ ଜଣେ ସ୍ବାଧୀନ ବିଧାୟକ। ଗତବର୍ଷ ବିଜେପିର ଜଣେ ନବାଗତ ବିଧାୟକଙ୍କ ପରଲୋକ ଘଟିଛି ଓ ଦୁଇଟି
Read More...

ଭୁବନେଶ୍ବରରେ ଏବେ ଋଷିଆ ଟିକା

ଭୁବନେଶ୍ବର: ଶେଷରେ ଭୁବନେଶ୍ବରରେ ପହଞ୍ଚିଲା ଋଷିଆ ଟିକା। ତେବେ ଏହା ସରକାରୀ ସଂସ୍ଥା ନୁହେଁ, ବରଂ ଘରୋଇ ଡାକ୍ତରଖାନାରେ ମିଳିବ। ଅଧିକାଂଶ ଯୁବ ବର୍ଗ ଏହି ଟିକା ଉପରେ ନଜର ରଖିଥିଲେ। ପୂର୍ବରୁ କୋଭାକ୍ସିନ୍ ଓ କୋଭିସିଲ୍‌ଡ ଟିକା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିଲା। ଏବେ ଋଷର
Read More...

ଭୂତ ପ୍ରତିଷ୍ଠାନ ଖୋଲି କୋଟି କୋଟି ଟଙ୍କା ଲୁଟିଦେଲା

ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ଦ୍ଵାରା ୧୦୬ କୋଟି ଟଙ୍କାର ଜାଲ ବିଲ ରାକେଟ ଧରାପଡ଼ିଲା; ମାଷ୍ଟରମାଇଣ୍ଡ ଗିରଫ କଟକ: ଓଡିଶା ରାଜ୍ୟ ଜିଏସ୍‌ଟି ଏନଫୋର୍ସମେଣ୍ଟ୍‌ ୱିଙ୍ଗ ଦ୍ଵାରା ଜାଲ ବିଲ ରାକେଟ ବିରୁଦ୍ଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନର ସୁଫଳ ମିଳିଛି। ଆଜି ୧୦୬ କୋଟି
Read More...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେପି

ରାଜ୍ୟ କାର୍ଯ୍ୟକାରିଣୀରେ କୋଭିଡ୍ ମୁକାବିଲା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲା ଦଳମନରେଗା ଠାରୁ ଆରମ୍ଭ କରି ଚାଷୀ ସମସ୍ୟା, ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ଅସନ୍ତୋଷ ଝାଡି଼ଲେରାଜ୍ୟ ବିରୋଧରେ ଏକାଧିକ ନିନ୍ଦା ପ୍ରସ୍ତାବ ଆଣି ବିଜେପି ରାଜରାସ୍ତାକୁ ଆସିବାକୁ ଧମକ ଦେଲାଧର୍ମେନ୍ଦ୍ର
Read More...

ସମ୍ ଦେଉଛି କୋଭିସିଲ୍ଡ ଟିକା

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକୁ ସବୁଠାରୁ ଗୁରୁତ୍ୱ ଦେଉଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲରେ ଜନସାଧାରଣଙ୍କର ସ୍ୱାସ୍ଥ୍ୟ ସେବା ଓ ସୁବିଧାକୁ ଦୃଷ୍ଟିରେ ରଖି କୋଭିସିଲ୍ଡ ଟିକା ପ୍ରଦାନ କରାଯାଉଛି। ସେରମ
Read More...

ଆମ ନମ୍ବର କିଏ କାଟିଲା?

ମାଟ୍ରିକ ପରୀକ୍ଷା ଫଳକୁ ନେଇ ତାତିଲେ ଛାତ୍ରଛାତ୍ରୀ ଭୁବନେଶ୍ୱର: ଦଶମ ଶ୍ରେଣୀ ପରୀକ୍ଷା ଫଳ ନେଇ ଅସନ୍ତୋଷ । ମାଟ୍ରିକ ରେଜଲ୍ଟକୁ ନେଇ ତାତିଲ ଛାତ୍ରଛାତ୍ରୀ । ଚଳିତ ବର୍ଷ କରୋନା କାଳରେ ରେକର୍ଡ ପାସହାର ହୋଇଥିଲା । କିନ୍ତୁ ରେଜଲ୍ଟକୁ ନେଇ ଖୁସି ନୁହେଁନ୍ତି ଅନେକ ଛାତ୍ରଛାତ୍ରୀ ।
Read More...

ଧ୍ରୁବରାଜଙ୍କୁ କାହିଁକି ହତ୍ୟା କଲା ଦୁର୍ବୃତ୍ତ, ସାମ୍ନାକୁ ଆସିଲା ସତ

ଭୁବନେଶ୍ୱର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତିଙ୍କ ହତ୍ୟା ପଛର ପ୍ରକୃତ କାରଣ ଏବେ ସାମନାକୁ ଆସିଛି । ଅଭିଯୁକ୍ତ ପ୍ରବୀଣ ଧରୁଆକୁ ଗିରଫ ପରେ ଏବେ ପ୍ରକୃତ ସତ ଜଣାପଡିଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଧ୍ରୁବରାଜ ନାଏକଙ୍କୁ ୧୦୦ ଟଙ୍କା ପାଇଁ ନୁହେଁ ମାଛ ଚାଷକୁ
Read More...

କାହା ସ୍ବାର୍ଥରେ କାମ କରୁଛନ୍ତି ଆଇଏଫ୍‌ଏସ୍, ଓଏଫ୍ଏସ୍ ବାବୁ?

ଏକଦା ହାତୀ ଓଡ଼ିଶାର ସଂପତ୍ତି ଥିଲା, ପୁରୀ ରାଜାଙ୍କୁ ଏଥିପାଇଁ ଗଜପତି ଭାବେ ପରିଚିତଗାଁ ଗଣ୍ଡାରେ ଗଜଲକ୍ଷ୍ମୀ ପୂଜା କରାଯାଏ, ହାତୀ ମଲେ ଲକ୍ଷ୍ମୀଛାଡ଼ିଯାନ୍ତି ବୋଲି କୁହାଯାଏଘରେ ଖଟୁଳିରେ ପୂଜା ପାଆନ୍ତି ହାତୀ ପ୍ରତିମା, ମହାପ୍ରଭୁଙ୍କ ସାମ୍ନାରେ ବି ଯାଉଥିଲା ଗଜନଷ୍ଟଭ୍ରଷ୍ଟ କରିଦେଲେ
Read More...

ପାଠପଢାରେ ବୟସ ନଥାଏ

ଭୁବନେଶ୍ୱର: ଇଚ୍ଛାଶକ୍ତି ଓ ଦୃଢ ମନୋବଳ ଥିଲେ ପାଠପଢା ଆଗରେ ବୟସ ବି ହାର ମାନିଯିବ। ଏହା ପ୍ରମାଣ କରି ଦେଖାଇଛନ୍ତି ୫୭ ବର୍ଷର ଆଶା ଦିଦି ସ୍ବର୍ଣ୍ଣଲତା ପତି । ଶିକ୍ଷା ଗ୍ରହଣ କରିବାରେ କେବେ ବୟସ ବାଧକ ନୁହେଁ ବୋଲି ସମାଜକୁ ନିଆରା ବାର୍ତା ଦେଇଛନ୍ତି ସ୍ୱର୍ଣ୍ଣଲତା । ଆଶା ଦିଦି ଭାବେ
Read More...