ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ବିରୋଧୀଙ୍କୁ ସୀମା ଦେଖାଇଲେ ନବୀନ

ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡିଶାର ଯୁବ ସମାଜର ଆଶା ଓ ଅଭିଳାଷ ପୂରଣ କରିପାରିବ କେବଳ ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡିଶାର ସ୍ବତନ୍ତ୍ର ପରିଚୟକୁ ସୁରକ୍ଷା ଦେଇପାରିବ ଜାତୀୟ ଦଳ ମାନେ ଆପଣଙ୍କୁ ମହାସାଗରର ଗୋଟିଏ ଛୋଟ ଜଳବିନ୍ଦୁ କରି ହଜାଇ ଦେବେ ମହାନଦୀ, ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ
Read More...

ପଶ୍ଚିମବଙ୍ଗରୁ ମାଡ଼ି ଆସୁଛି ଓଡ଼ିଶାକୁ ବିପଦ!

ଦୁର୍ବଳ ହେଉଛନ୍ତି ମମତା, ନିର୍ବାଚନ ଉପରେ ସମସ୍ତଙ୍କ ଆଖିବିଜେପି ଜିତିଲେ, ଦଳର ପରବର୍ତୀ ଟାର୍ଗେଟ୍ ଓଡ଼ିଶା ହେବବିଜେଡି ପାଇଁ ଚିନ୍ତା ଓ ଚ୍ୟାଲେଞ୍ଜ ବଢିଲା, ରଣନୀତି ପାଇଁ କସରତ ଆରମ୍ଭ ଭୁବନେଶ୍ବର: ପଶ୍ଚିମବଙ୍ଗରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ଯେତିକି ପାଖେଇ ଆସୁଛି,
Read More...

ଶ୍ରମ ବିଭାଗ ଆଣିଲା ‘ପରିଶ୍ରମ’ ପୋର୍ଟାଲ

ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପରିଶ୍ରମ ପୋର୍ଟାଲର ଲୋକାର୍ପଣ ସବୁ ଶ୍ରମ ଆଇନ ଓ ୨୨ ପ୍ରକାର ସେବା ଅନ୍‌ଲାଇନ୍‌ରେ ଉପଲବ୍‌ଧ ହେଲା ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମର ଅଂଶ
Read More...

ସାମ୍ନାକୁ ଆସିଲେ ଓଡ଼ିଆ ଆଇଏଏସ୍

''ନୂଆ କୃଷି ଆଇନ ଚାଷୀର ବିଶ୍ବାସ ବଢାଇବ''ଇଂରାଜୀ ପତ୍ରିକାରେ ପ୍ରକାଶିତ ରିପୋର୍ଟ ସରକାରଙ୍କୁ ବଳ ଦେଲାଗଣମାଧ୍ୟମରେ ଆଇନ ବିଷୟରେ ଅଧିକ ତର୍ଜମା ଲାଗି ପରାମର୍ଶ ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ନିୟମକୁ ବିରୋଧ କରି ଲକ୍ଷ ଲକ୍ଷ ଚାଷୀ ଆନ୍ଦୋଳନରେ ଅଛନ୍ତି। ଠିକ୍ ଏମିତି ସମୟରେ
Read More...

ଖସିବ ପାରଦ, ଫେରିବ ଶୀତ

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟ ରେ ବିଶେଷ ଶୀତ ଅନୁଭୂତ ହେଉନାହିଁ । ଅଧିକାଂଶ ଅଞ୍ଚଳ ରେ ରାତି ତାପମାତ୍ରା ପ୍ରାୟତଃ ସ୍ଵାଭାବିକ କିମ୍ବା ଏହା ଠାରୁ ଅଧିକ ରହୁଛି । ଡିସେମ୍ବର ମାସ ଅଧା ହେଲାଣି କିନ୍ତୁ ଶୀତର ଦେଖା ନାହିଁ। ଏଭଳି ଏକ ଚର୍ଚ୍ଚା ଚାଲିଥିବା ବେଳେ ପାଣିପାଗ
Read More...

କିଏ ଦାୟୀ? ମନ୍ତ୍ରୀ ନା ଆଇଏଏସ୍ ବାବୁ

ଭୁବନେଶ୍ବର: ଅମୁକ ଅଫିସର ଏୟା କଲେ, ସମୁକ ଅଫିସର ସେମିତି କରୁଛନ୍ତି। ଅମୁକ ଆଇଏଏସ୍ ରାଜ୍ୟ ଶାସନ କରୁଛନ୍ତି। ସମୁକ ଓଡ଼ିଶାକୁ ବିକ୍ରି କରିଦେଲେ। ଗତ କିଛି ବର୍ଷ ଧରି ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳର ଏଭଳି ବୟାନବାଜି, ଟୀକା ଟିପ୍ପଣୀ ଓଡ଼ିଶା ରାଜନୈତିକ ବିଶେଷଜ୍ଞମାନଙ୍କୁ ଆଚମ୍ବିତ
Read More...

କୁହୁଡି ଆସ୍ତରଣରେ ଅଧା ଓଡ଼ିଶା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ଘନ କୁହୁଡି ଦେଖିବାକୁ ମିଳିଛି। ଅଧା ଓଡ଼ିଶାରେ ଏଭଳି ଚିତ୍ର ରହିଛି। ବିଶେଷକରି ପାରାଦୀପ, କଟକ, ଚାନ୍ଦବାଲି ଅଞ୍ଚଳରେ ମୁହଁକୁ ମୁହଁ ଦେଖାଯାଇନାହିଁ। ପାଣିପାଗ ବିଭାଗର ସୂଚନା ଅନୁସାରେ, ଚାନ୍ଦବାଲିରେ ଅତି ଘନକୁହୁଡି ପରିଲକ୍ଷିତ ହୋଇଛି।
Read More...

ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସ୍‌ଷ୍ଟାଣ୍ଡ । ରାଜ୍ୟର ବିଭିନ୍ନ ସ୍ଥାନକୁ ଏଠାରୁ ବସ୍‌ ଚଳାଚଳ କରିଥାଏ । ହଜାର ହଜାର ଯାତ୍ରୀ ମଧ୍ୟ ପ୍ରତିଦିନ ବିଭିନ୍ନ ସ୍ଥାନକୁ ବସ୍‌ଯୋଗେ ଯାଇଥାନ୍ତି । ତେଣୁ ଏହାକୁ ଅକ ଅତ୍ୟାଧୁନିକ ରୂପ ଦେବାପାଇଁ
Read More...

କୋଭିଡ ଟୀକାକରଣ ପାଇଁ ରାଜ୍ୟର ପ୍ରସ୍ତୁତି ପ୍ରକ୍ରିୟା ଆଗୁଆ ସ୍ତରରେ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସିଂ ମାଧ୍ୟମରେ କୋଭିଡ ମୁକାବିଲାର ସମୀକ୍ଷା କରି ରାଜ୍ୟର କୋଭିଡ ମୁକାବିଲା କାର୍ଯ୍ୟକ୍ରମରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ସମୟରେ ଯେଉଁ ଆଶଙ୍କା ଥିଲା, ତାକୁ ସଫଳତାର ସହ
Read More...

ହାଇକମାଣ୍ଡରାଜ୍ ଛାଡ଼ିବ କି କଂଗ୍ରେସ?

ରାଜ୍ୟ କଂଗ୍ରେସ ଉପରେ ଲାଉ ହେଲେଣି ହାଇକମାଣ୍ଡଅମରିନ୍ଦରଙ୍କ ସଙ୍କେତ ଅନ୍ୟ ରାଜ୍ୟ ବି ଶିଖିବା ବେଳ ଆସିଛିଆଞ୍ଚଳିକ ପ୍ରସଙ୍ଗକୁ ଧରି ଆଗକୁ ନ ବଢିଲେ କଂଗ୍ରେସ ହଜିଯିବ ଭୁବନେଶ୍ବର: ଚାଷୀ ଆନ୍ଦୋଳନ ପଛର ଜନ ସମର୍ଥନ ମଙ୍ଗଳବାର ଭାରତ ବନ୍ଦରେ ପ୍ରତିଫଳିତ ହୋଇଛି। ଏହି ଆନ୍ଦୋଳନକୁ ନେଇ
Read More...