ପ୍ରମୁଖ ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି
ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର
ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ଲୋକପ୍ରିୟ ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ବାଲେଶ୍ଵର ପୀଡ଼ିତାଙ୍କୁ ଏମ୍ସ ଯାଇ ଭେଟିଲେ ମୁଖ୍ୟମନ୍ତ୍ରୀ
ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

କିଏ ତୁଲାଇବ ବିରୋଧୀ ଭୂମିକା?

ଭୁବନେଶ୍ୱର: ବିଜେଡି-ବିଜେପି ମଧ୍ୟରେ ଆସନ୍ତା ୪ବର୍ଷ ପର୍ଯ୍ୟନ୍ତ ବିବାଦର ପ୍ରଶ୍ନ ଉଠୁନାହିଁ । ଶେଷ ୬ମାସ ସେମାନଙ୍କ ମଧ୍ୟରେ ବାଦିପାଲା ହେବ । ଗତକାଲି ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ସଙ୍କେତ ଦେବା ପରେ ରାଜ୍ୟ ରାଜନୀତିରେ ଭିନ୍ନ ଚର୍ଚ୍ଚା ସୃଷ୍ଟି ହୋଇଛି ।
Read More...

ଅନୁଭବଙ୍କ ଟ୍ୱିଟ୍‍ ନୂଆ ମୋଡ଼ ନେଲାଣି, କେମିତି ଜାଣନ୍ତୁ

ଭୁବନେଶ୍ୱର: କଟକର ପୁରୀଘାଟ ଥାନା ଆଇଆଇସି ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ଏବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଅଡୁଆରେ ପଡିଛନ୍ତି । ଏହି ମାମଲାଟି ଏବେ ନୂଆ ମୋଡ଼ ନେଇଛି । କେବଳ ସେତିକି ନୁହେଁ, ପ୍ରସଙ୍ଗଟି ପରୋକ୍ଷରେ ଆଭ୍ୟନ୍ତରୀଣ ବିଜେଡି କନ୍ଦଳ ଆଡକୁ ମୁହାଁଇଲାଣି । ଯେଉଁ
Read More...

ଇମ୍ରାନ ମିଛୁଆ, ଘୃଣ୍ୟ

ଜାତିସଂଘରେ ବିଶ୍ୱକୁ ଚମକାଇଲେ ଭାରତର ବୈଦେଶିକ ସଚିବ ବିଦିଶାପାକିସ୍ତାନର ୫୦ ମିନିଟ୍‍ର ଭାଷଣର ଜବାବ ମିଳିଲା ୫ ମିନିଟରେବିନାଶକାରୀ ପରମାଣୁ ଆକ୍ରମଣର ଧମକ ଅସ୍ଥିରତାକୁ ପ୍ରଦର୍ଶନ କରୁଛି ରାଜନୈତିକ କୁଶଳତା ନୁହେଁ ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁକୁ ଆଜି
Read More...

୫ଟି ତନାଘନା: ବ୍ୟବସ୍ଥା ନ ସୁଧାରିଲେ ବିପଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର କିଛି ମୁହୂର୍ତ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲ ପରିସରରୁ ଦଲାଲଙ୍କୁ ଗିରଫ କରିଥିଲା ପୁଲିସ । ଗତକାଲି ଆରଟିଓ ଓ ମେଡିକାଲ ପରିସରରୁ ୩୧ ଓ ଆରଟିଓଙ୍କ କାର୍ଯ୍ୟାଳୟ ପରିସରରୁ ୪୪ଜଣଙ୍କୁ ଗିରଫ କରାଯାଇଥିଲା । ଆଜି ପୁଲିସ ଡିଜି ବିଜୟ
Read More...

ବିଜେପୁର : ବିଜେଡି-ବିଜେପି ପ୍ରାର୍ଥୀ ଚୂଡାନ୍ତ, କଂଗ୍ରେସରୁ କିଏ?

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଆପାତତଃ ଚୂଡାନ୍ତ ହୋଇଛି । ଆସନ୍ତା ୨୬ ତାରିଖ ପୂର୍ବାହ୍ନରେ ସମ୍ଭବତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମ ଘୋଷଣା କରିପାରନ୍ତି ବୋଲି ଦଳର ଶୀର୍ଷ ନେତୃତ୍ୱ ସୂଚନା ଦେଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ,
Read More...

ସବୁ ଶ୍ରେୟ ନିଜେ ନେଉଥିଲେ, ଏବେ ବଦଳିଲେ ନବୀନ

ଟିମ୍‍ଵାର୍କକୁ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ, ଖୋଲା ସଭାରେ ମନ କଥା ଖୋଲି କହିଲେସରକାରର ସଫଳତା ପଛରେ ମନ୍ତ୍ରୀ, ବିଧାୟକ ଓ ବାବୁଙ୍କ ମିଳିତ ଉଦ୍ୟମ ରହିଛି ଭୁବନେଶ୍ୱର: ଗତ ୨୦ବର୍ଷର ସରକାରୀ ଆଭିମୁଖ୍ୟରେ ବଡ଼ ପରିବର୍ତନ ଘଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ
Read More...

ବନ୍ଧୁତ୍ୱପୂର୍ଣ୍ଣ ନା ମେଣ୍ଟରେ ଲଢିବେ!

୨୧ରେ ବିଜେପୁର ଉପନିର୍ବାଚନ, ୨୪ରେ ଗଣତିସୁବାସଙ୍କୁ ଥଇଥାନ କରିଛି ବିଜେଡି, ଚର୍ଚ୍ଚାରେ ରୀତାବିଜେପି ପ୍ରାର୍ଥୀ ଭାବେ ପ୍ରଦୀପ ପୁରୋହିତ ଆଗରେ୨ ବର୍ଷରେ ସାମ୍ନା କଲେଣି ୩ଟି ବିଧାନସଭା ନିର୍ବାଚନ ଭୁବନେଶ୍ୱର: ବିଜେଡି-ବିଜେପି ମେଣ୍ଟରେ ଲଢିବେ ନା ପ୍ରତିଦ୍ୱନ୍ଦ୍ୱିତାମୂଳକ ନିର୍ବାଚନ
Read More...

ମାନ୍ଦାବସ୍ଥା କ୍ଷତରେ ମଲମ ଲଗାଇଲେ ନିର୍ମଳା

ହୋଟେଲ ରହିବା ଆଉ ମହଙ୍ଗା ନୁହେଁପର୍ଯ୍ୟଟନ ଶିଳ୍ପରେ ଉନ୍ନତି ଆସିପାରେ ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା ଉତ୍କଟ ମାନ୍ଦାବସ୍ଥାର ମୁକାବିଲା ଲାଗି ଆଜି ଗୋଟିଏ ଦିନରେ କେନ୍ଦ୍ର ସରକାର ଦୁଇଟି ବଡ଼ ପଦକ୍ଷେପ ନେଇଛନ୍ତି। ପୂର୍ବାହ୍ନରେ କଂପାନି ଟିକସରେ ହ୍ରାସ ଘୋଷଣା କରିଥିଲେ କେନ୍ଦ୍ର
Read More...

ବଳ ବଢାଇବେ କଂଗ୍ରେସ କର୍ମୀ

ନୂଆ ସଦସ୍ୟ ତାଲିକାରେ ବିଜେପି ଆଡକୁ କିଛି ଢଳିଛନ୍ତିଗାଁ ଗଣ୍ଡାରେ କଂଗ୍ରେସ କର୍ମୀଙ୍କୁ ନ ଆଣିଲେ ବିଜେଡିକୁ ବିପଦସୁଧୁରୁନି ହାତ ଦଳ, ନିର୍ବାଚନ ପରେ ନେତାଙ୍କ ମନ ଘରିନି ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଅନେକ ଛାମୁଆ ଓ ପ୍ରଭାବଶାଳୀ ନେତା ଦଳ ଡିଆଁ କରିଥିଲେ । କିଏ ବିଜେଡିକୁ ଗଲା,
Read More...

ଓଏଏସ, ଆଇଏ ଏସ କେବେ?

ଭୁବନେଶ୍ୱର: ଜଣେ କି ଦୁଇ ଜଣ ନୁହେଁ, ପୁଣି ୧୬ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟସରକାର ଆଜି ଚାକିରିରୁ ବିଦା କରିଛନ୍ତି। ଏଥିରେ ଯନ୍ତ୍ରୀ, ପ୍ରଧାନଶିକ୍ଷକ, ଅମିନ ପ୍ରମୁଖ ଅଛନ୍ତି। ଏଥିସହ ପ୍ରଶାସନରେ ଶୂନ୍ୟ ସହନଶୀଳତା ନୀତି ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ମାସରେ ୩୭ ଜଣଙ୍କ
Read More...