ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କାହିଁକି ପରସ୍ପରଠୁ ଦୂରରେ ରହୁଛନ୍ତି ଅନୁଷ୍କା-କୋହଲି?

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ଆସିଛି ଦୂରତା। ଅନୁଷ୍କା ନିଜେ ଏକ ପୋଷ୍ଟ ସେୟାର କରି ଏନେଇ ଜଣାଇଛନ୍ତି।ଦୂରତାର କାରଣ ହେଉଛି କ୍ବାରେଣ୍ଟିନ୍ ଦୁବାଇରେ କ୍ବାରେଣ୍ଟିନରେ ଅନୁଷ୍କା ଥିବା ବେଳେ ବିରାଟଙ୍କ କିଛି ଫଟୋ ପୋଷ୍ଟ କରି ନିଜ ଅବସ୍ଥା ବିଷୟରେ…
Read More...

୨୩ ଘଣ୍ଟା ଘାଣ୍ଟିଲା ଭିଜିଲାନ୍ସ

ଭୁବନେଶ୍ବର: ଭିଜିଲାନ୍ସ ପଞ୍ଝାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଜେଲରୁ ସିନା ମୁକ୍ତି ପାଇଲେ କିନ୍ତୁ ଭିଜିଲାନ୍ସ ପଞ୍ଝା ଭିତରୁ ମୁକୁଳି ପାରୁନାହାଁନ୍ତି ବିଧାୟକ। ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ପଶି ଖାନତଲାସି କରିଛି ଭିଜିଲାନ୍ସ। ରାତି ସାରା ଚାଲିଛି ରେଡ୍।ପାଖାପାଖି ୨୩…
Read More...

ଅଣକାଶ୍ମୀରବାସୀଙ୍କ ମୁଣ୍ଡ ଖୋଜୁଛନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଚଳିତ ମାସ ଆରମ୍ଭରୁ ଆତଙ୍କବାଦୀ ମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି। ସେମାନଙ୍କ ଟାର୍ଗେଟରେ ଅଛନ୍ତି ମୁଖ୍ୟତଃ ସଂଖ୍ୟାଲଘୁ ଓ ଅଣକାଶ୍ମୀର ବ୍ୟକ୍ତି। ଏହା ଏବେ ସ୍ଥାନୀୟ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି। ଘଟଣା ସଂପର୍କରେ…
Read More...

ଭାରତୀୟ ସୀମାରେ ଉଡିଲା ନେପାଳ ବିମାନ

ନୂଆଦିଲ୍ଲୀ: ଭାରତୀୟ ସୀମାରେ ପୁଣି ପଶିଲା ନେପାଳ ବିମାନ। ନେପାଳ ବିମାନ ଭାରତୀୟ ସୀମାରେ ଉଡୁଥିବାର ଦେଖି ସୁରକ୍ଷାବାହିନୀ ସଜାଗ ହୋଇଯାଇଛନ୍ତି। କୁହାଯାଉଛି ଯେ, ବିମାନଟି ନେପାଳକୁ ଲାଗି ରହିଥିବା ବିହାର ମହରାଜଗଞ୍ଜ ଜିଲ୍ଲାର ସୋନାଉଲି ସହର ଉପରେ ଦୀର୍ଘ ସମୟ ଧରି ଉଡୁଥିବାର ଦେଖିବାକୁ…
Read More...

‘ରଦ୍ଦ ହେଉ ଭାରତ-ପାକିସ୍ତାନ ମ୍ୟାଚ’

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ପାକିସ୍ତାନର ଆତଙ୍କୀ କାର୍ଯ୍ୟକଳାପ ଯୋଗୁଁ ଗତ ସପ୍ତାହରେ ଭାରତର ୯ ସୈନିକ ସହିଦ ହୋଇଛନ୍ତି। ପାକିସ୍ତାନ ଆତଙ୍କବାଦୀ ଭାରତରେ ଲଗାତର ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି। ସୀମାରେ ଏନକାଉଣ୍ଟର ଜାରି ରହିଛି। ଆତଙ୍କୀମାନେ ଜମ୍ମୁ କାଶ୍ମୀରର ସାଧାରଣ…
Read More...

ଆଜି ବି ତୈଳ ଦର ବଢ଼ିଲା

ଭୁବନେଶ୍ବର: ଦେଶରେ ଆଜି ପୁଣି ବଢିଛି ତୈଳ ଦର। ତୈଳ କମ୍ପାନି ପେଟ୍ରୋଲ ଓ ଡିଜେଲ ଦର ୩୫ ପଇସା ଲେଖାଁଏ ବୃଦ୍ଧି କରିଛନ୍ତି। ଲଗାତର ତୈଳ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢାଇଦେଇଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସାଧାରଣ ଲୋକଙ୍କ ପକେଟକୁ ପ୍ରଭାବିତ କରୁଛି। ଡିଜେଲର ଦର ବଢିବାରୁ ପରିବହନ…
Read More...

ଭାରତର ଟିକାକରଣ ଅଭିଯାନକୁ ବିଶ୍ୱବ୍ୟାଙ୍କର ପ୍ରଶଂସା

ନୂଆଦିଲ୍ଲୀ: ଭାରତକୁ ବିଶ୍ୱବ୍ୟାଙ୍କର ପ୍ରଶଂସା। କରୋନାକୁ ମାତ ଦେବା ପାଇଁ ଦେଶରେ କରୋନା ଟିକାକରଣ ଜୋରଦାର ଚାଲିଛି। କିଛି ଦିନ ମଧ୍ୟରେ ଟିକାକରଣ ୧୦୦ କୋଟି ଛୁଇଁବ। ଭାରତର ଏହି ସଫଳ ଅଭିଯାନକୁ ନେଇ ବିଶ୍ୱବ୍ୟାଙ୍କ ଖୁସି ଅଛି। ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ଡେଭିଡ ମାଲପାସ ଭାରତର ଟିକାକରଣ…
Read More...

ଜିଅନ୍ତା ପୋତା ହେବାର ଡର, ଏଣୁ କବରରେ ବି…

ଆପଣ କେବେ କବରରେ ଝରକା ଥିବା ଦେଖିଛନ୍ତି କି? କିନ୍ତୁ ଇଂଲଣ୍ଡରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଆପଣ ଭାବୁଥିବେ କିଏ ଏଭଳି କାହିଁକି ବା କରିବ। ହେଲେ ଯେତେବେଳେ ଅଷ୍ଟଦଶ ଶତାଦ୍ଦୀର ଶେଷ ଭାଗରେ ଡାକ୍ତର ଟିମୋଥି କ୍ଲାର୍କ ସ୍ମିଥଙ୍କ ମୃତ୍ୟୁ ହୋଇଥିଲା,ତାଙ୍କର କବରରରେ ଏକ ଝରକା…
Read More...

ଆଜିଠୁ ଫ୍ଲିପକାର୍ଟର ଦିୱାଲି ସେଲ..ଜାଣନ୍ତୁ କ’ଣ ରହିଛି ଅଫର?

ଭୁବନେଶ୍ବର: ଫ୍ଲିପକାର୍ଟର ବିଗ ବିଲିୟନ ସେଲ ଏବେ ସରିଥିବା ବେଳେ ଆଜିଠୁ ଅର୍ଥାତ ୧୭ ଅକ୍ଟୋବରରୁ କମ୍ପାନି ଆରମ୍ଭ କରିବାକୁ ଯାଉଛି ବିଗ ଦିୱାଲି ସେଲ। ଫ୍ଲିପକାର୍ଟ ପ୍ଲସ ସଦସ୍ୟଙ୍କ ପାଇଁ ସେଲ ଏବେଠୁ ଆରମ୍ଭ ହୋଇଯାଇଛି। କିନ୍ତୁ ଅନ୍ୟ ଗ୍ରାହକଙ୍କ ପାଇଁ ଏହି ସେଲ ଅକ୍ଟୋବର ଆଜି ରାତି ୧୨ଟାରୁ…
Read More...

କେରଳରେ ଜଳପ୍ରଳୟ

କେରଳରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ସଙ୍ଗୀନ ହୋଇପଡିଛି। ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୬ ଜିଲ୍ଲାରେ ରେଡ ଆଲର୍ଟ ଜାରି କରିଛି।ସାତ ଜିଲ୍ଲାରେ ଅରେଞ୍ଜ ଏବଂ ଦୁଇ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ସହ ବନ୍ୟା ସ୍ଥିତି ଉପୁଜିଛି। କୋଟାୟମ ଓ ଉଡୁକି…
Read More...