ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭର୍ତ୍ତୃହରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ!

ପୁଣି ଜଣେ ବରିଷ୍ଠ ବିଜେଡି ନେତାଙ୍କୁ ମହଙ୍ଗା ପଡିଲେ ବୋହୂ, ରାଜନୀତି କ୍ୟାରିଅରକୁ ବିପଦ ସାଂସଦ ଭର୍ତ୍ତୃହରିଙ୍କ ସମେତ ସ୍ବାମୀ ଏବଂ ଶାଶୁଙ୍କ ନାମରେ ଯୌତୁକ ନିର୍ଯାତନା ଅଭିଯୋଗଅଧିକ ଯୌତୁକ ଦାବି କରି ଜୀବନରେ ମାରିଦେବାକୁ ବି ଧମକ ଦେଉଥିଲେ ବୋଲି ଲେଖିଛନ୍ତିବୋହୂ ସାକ୍ଷୀଙ୍କ
Read More...

କୋଲକାତା ନିର୍ବାଚନୀ ହିଂସା ନେଇ ବଡ ରାୟ ଆସିଲା

କୋଲାକାତା: କଲିକତା ହାଇକୋର୍ଟର ପାଞ୍ଚ ଜଣିଆ ବିଚାରପତି ଗୁରୁବାର ଦିନ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ବାଚନ ପରବର୍ତ୍ତୀ ହିଂସା ଅଭିଯୋଗର ତଦନ୍ତ ଭାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟା, ବଳାତ୍କାର ଏବଂ ଅସ୍ୱାଭାବିକ ମୃତ୍ୟୁ
Read More...

ପରଲୋକରେ ଯୁବ କଂଗ୍ରେସ ନେତା ସଂଗ୍ରାମ ଜେନା

ଭୁବନେଶ୍ବର: ଆଉ ନାହାନ୍ତି ପୂର୍ବତନ ଯୁବ ଛାତ୍ର କଂଗ୍ରେସ ସଭାପତି ସଂଗ୍ରାମ ଜେନା। ସଂଗ୍ରାମ ଜେନା ହେଉଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ। କୋଭିଡରେ ଆକ୍ରାନ୍ତ ହେବା ପରେ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ମାତ୍ର ୪୪ ବର୍ଷ ବୟସରେ ତାଙ୍କର ପରଲୋକ
Read More...

ଖେ​ଳ ଆରମ୍ଭ ହେବ ନା ଡେରି ଅଛି?

ଆଜିଠାରୁ କେନ୍ଦ୍ରମନ୍ତ୍ରୀଙ୍କୁ ଧରି ବିଜେପି ବଜାଇବ ନିର୍ବାଚନୀ ବିଗୁଲ୍ନବୀନ ବି ବାହାରୁଛନ୍ତି ଜିଲ୍ଲା ଗସ୍ତରେ, ପଞ୍ଚାୟତ ନିର୍ବାଚନକୁ ଆଖିକଂଗ୍ରେସର କୌଣସି ଯୋଜନା ନାହିଁ କି ପ୍ରସ୍ତୁତି ପାଇଁ ତନାଘନା ଭୁବନେଶ୍ବର: ଜଣେ କି ଦୁଇଜଣ ନୁହେଁ, ତିନି ତିନି ଜଣ କେନ୍ଦ୍ରମନ୍ତ୍ରୀ ଏକାଠି
Read More...

ଅଳ୍ପକେ ବର୍ତ୍ତିଗଲେ ବିଧାୟକ ସଂଜୀବ ମଲ୍ଲିକ

ଭୁବନେଶ୍ବର; ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ବିଧାୟକ ଆଜି ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଭୁବନେଶ୍ବରରୁ ଭଦ୍ରକ ଯିବା ବାଟରେ ଛତିଆ ନିକଟରେ ତାଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଗାଡିଟି ଭାଙ୍ଗିରୁଜି ଯାଇଥିଲେ ହେଁ, ବିଧାୟକ ଶ୍ରୀ ମଲ୍ଲିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
Read More...

ମାଟି ମାଆ ପାଇଁ ମମତା: ୟୁଟ୍ୟୁବ ଟଙ୍କାରେ ଗାଁ ରାସ୍ତା

ଦିନେ ଭୋକରେ ଥିଲେ, ଏବେ ଇସାକ୍ ତିଆରି କରିବେ ନିଜ ଗାଁ ରାସ୍ତା ଭୁବନେଶ୍ବର: ଇସାକ୍ ମୁଣ୍ଡା । ଏହି ନାଁଟିର ଆଉ ପରିଚୟ ଦେବା ଦରକାର ନାହିଁ । କାରଣ ଖୁବ କମ ଦିନ ଭିତରେ ୟୁଟ୍ୟୁବର ଇସାକ ମୁଣ୍ଡା ଘରେ ଘରେ ପରିଚିତ ହୋଇସାରିଛନ୍ତି। ଏବେ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି
Read More...

‘ହକି’କୁ ହାଇଜାକ୍ କରିନେଲେ ନବୀନ

ଅନାହାରକୁ ନେଇ ପରିଚିତ ଥିଲା ଓଡ଼ିଶା, ପରିଚୟ ବଦଳାଇଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଭାରତର ଜାତୀୟ ଖେଳର ପୃଷ୍ଠପୋଷକତା କରି ଓଡ଼ିଶା କେନ୍ଦ୍ର ସରକାରକୁ ବି ଛୋଟ କରିଦେଲାହକିର ଉତ୍ତରଣ ସହିତ କାଳ କାଳ ପାଇଁ ଯୋଡି ହୋଇଗଲେ ନବୀନ, ସବୁଦିନ ପାଇଁ ଚର୍ଚ୍ଚାରେ ରହିବେରାଜନୀତିରେ ଖେଳ ବି
Read More...

ଆଉ ୧୦ବର୍ଷ ହକି ଦାୟିତ୍ବ ନେଲା ଓଡ଼ିଶା

ଉଭୟ ପୁରୁଷ ଏବଂ ମହିଳା ଟିମ୍କୁ ସମ୍ବର୍ଧିତ କଲେ ଓଡ଼ିଶା ସରକାରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ଦେଶକୁ ଗୌରବ ଫେରିବନବୀନଙ୍କ ପ୍ରଶଂସାରେ ସବୁ ଖେଳାଳି ଓ ହକି ଆସୋସିଏସନ୍ ଶତମୁଖ ଭୁବନେଶ୍ବର: ଭାରତୀୟ ହକି ଦଳ ଓଡ଼ିଶା ଆଉ ୧୦ ବର୍ଷ ପ୍ରାୟୋଜକ ଭାବେ କାର୍ଯ୍ୟ କରିବ।
Read More...

ଓଡିଶା ଭଲପାଇବା ଆଉ କେଉଁଠି ନାହିଁ…

ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍ସର ଅନୁଭୂତି ବଖାଣିଲେ ଭାରତୀୟ ହକି ଦଳ। ଉଭୟ ପୁରୁଷ ଓ ମହିଳା ହକି ଦଳ ସାମ୍ବାଦିକ ସମ୍ମିଳନୀରେ ଖେଳ ସମୟର ନିଜର ଅନୁଭୂତି ବଖାଣିଛନ୍ତି । ଏହା ସହ ସାମ୍ବାଦିକମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଗୋଟି ଗୋଟି କରି ଦେବା ସହ ଓଡିଶାରୁ ସେମାନଙ୍କୁ ମିଳୁଥିବା ଭଲ
Read More...

ଜୀବନ ପାଇଁ ଭିଡ଼…

କାବୁଲ: ସମ୍ଭବତଃ ଏ ଦୃଶ୍ୟ ଆଗରୁ କେବେ ଦେଖିବାକୁ ମିଳିନଥିବ। ଟ୍ରେନ ଓ ବସରେ ଭିଡ ହେବା ଭଳି ବିମାନ ମଧ୍ୟରେ ଅସମ୍ଭାଳ ଭିଡର ଦୃଶ୍ୟ । ବିମାନର ସିଟ ସଂଖ୍ୟା ହେଉଛି ୧୩୦। କିନ୍ତୁ ବିମାନ ଭିତରକୁ ପଶିଛନ୍ତି ୬୪୦ ଅଧିକ ଲୋକ। ଜଣକ ଉପରେ ଜଣେ ଲଦାଲଦି। ଗୋଡ ବୁଲାଇବାକୁ ମଧ୍ୟ ବିମାନ ମଧ୍ୟରେ
Read More...