ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ଓଡ଼ିଶା ବିଜେପିକୁ ସମୀର ନେଉଛନ୍ତି କୁଆଡ଼େ?

ସବୁ ଜିଲ୍ଲାରେ ସକ୍ରିୟ ହୋଇପାରୁନି ଦଳ, ଅଧା ନେତା ନିଷ୍କ୍ରିୟପ୍ରସଙ୍ଗ ଯେଭଳି ଅବୁଝା, କାର୍ଯ୍ୟକ୍ରମ ସେମିତି ଅଧପନ୍ତରିଆମୁଣ୍ଡ ଉପରେ ପଞ୍ଚାୟତ ଓ ପୌର ନିର୍ବାଚନ, ତଥାପି ହେଜୁନାହାନ୍ତିକର୍ମୀଙ୍କୁ ଅସ୍ପଷ୍ଟ ସଙ୍କେତ ଗଲେ, ସ୍ପଷ୍ଟ ମତ ମିଳିବା କାଠିକର ପାଠ ଭୁବନେଶ୍ବର: ଗତବର୍ଷ…
Read More...

କାହିଁକି ନବୀନଙ୍କୁ ଟକ୍କର ଦେଇପାରୁନାହାନ୍ତି ଧର୍ମେନ୍ଦ୍ର?

ଆସନ୍ତାକାଲି ଅନ୍ତର୍ଜାତିକ ମହିଳା ଦିବସ: ନବୀନଙ୍କ ସଙ୍କେତକୁ ଅପେକ୍ଷା କରିଛନ୍ତି ମହିଳାମହିଳା ଭୋଟ ବ୍ୟାଙ୍କ ସୃଷ୍ଟି କରିପାରୁନି ବିଜେପି, ଠୋସ୍ ରଣନୀତି ବି ନାହିଁଅପରାଜିତା ଫେଲ:, ନିଜ ପତିଆରା ବଢାଉଛନ୍ତି , ବିଜେପି କାମରେ ଆସୁନାହାନ୍ତିମୋଦୀଙ୍କ ଠାର ଦେଖି ନବୀନ ଦେଲେଣି ହୁଂକାର,…
Read More...

ଏବେ ଘର ପାଖେ ସବୁ ସୁବିଧା

ଲୋକାର୍ପିତ ହେଲା ୩୦୦୦ ମୋ ସେବା କେନ୍ଦ୍ର ଓ ଓଡ଼ିଶା ଅନ୍ ଲାଇନ୍ ପୋର୍ଟାଲଘରପାଖରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ସେବା ଓ ସମ୍ମାନ ସରକାରଙ୍କର ମୁଳମନ୍ତ୍ର, ସବୁ ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର୮୦୦୦ ଯୁବକ ଯୁବତୀଙ୍କପାଇଁ ଆତ୍ମ ନିଯୁକ୍ତି ସୁଯୋଗ:…
Read More...

ବର୍ଷକରେ କେତେ ଓ କିଭଳି ବଢି଼ଛି ନବୀନଙ୍କ ବିଜେଡି?

ମାର୍ଚ୍ଚ ୫, ୨୦୨୦ରେ ସଂଗଠନ ସଂପାଦକ ଦାୟିତ୍ବ ନେଇଥିଲେ ବବି ଦାସଯୁବ ଓ ଛାତ୍ର ସଂଗଠନ ବେଶ୍ ଆଗରେ, ଦ୍ବନ୍ଦ୍ବରେ ଅଛନ୍ତି ବରିଷ୍ଠଧୀରେ ଧୀରେ ନିଷ୍ପ୍ରଭ ହେଉଛନ୍ତି, ଆଗକୁ ବଢୁଛନ୍ତି ନୂଆ ପିଢିର ନେତାବିଜେପି ନୁହେଁ, ମମତାଙ୍କ ତୃଣମୂଳ ଢାଞ୍ଚାରେ ବିଜେଡି ନିଜକୁ ଗଢ଼ୁଛି ଭୁବନେଶ୍ବର:…
Read More...

ନୟାଗଡ଼ ସାହିତ୍ୟ ଉତ୍ସବରେ ଏକାଠି ହେଲେ ୫୦୦ ଲେଖକ

ଦଶପଲ୍ଲା, ୭/୨: ସାହିତ୍ୟ ହୃଦୟକୁ ଯୋଡ଼ିଥାଏ, ମଣିଷ ଭିତରେ ମଣିଷପଣିଆ ଭରିଥାଏ । ସାହିତ୍ୟ ବିପ୍ଳବ କରେ, ସାହିତ୍ୟ ହୃଦୟକୁ ତରଳାଇଦିଏ । ସାହିତ୍ୟ ମଣିଷ ଜୀବନରେ ମହୁ ଭରିଦିଏ ବୋଲି କହିଛନ୍ତି କବି ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ।…
Read More...

ପୂର୍ବାନୁମାନ ସତ ହେଲା: ବିଜେଡି ସଗଂଠନ ଭାଗ ଭାଗ ହୋଇପାରେ

ଭୁବନେଶ୍ବର: ଗତବର୍ଷ ମେ' ୨ ତାରିଖରେ ଆରଏନ୍ଏ (ରିପୋର୍ଟସ ନ୍ୟୁଜ ଏଜେନ୍ସି) ପୂର୍ବାନୁମାନ କରିଥିଲା ଯେ ବିଜେଡି ମହିଳା ଭୋଟ ବ୍ୟାଙ୍କ ଉପରେ ଚୋଟ ପକାଇବାକୁ ବିଜେପି ସଜବାଜ ଆରମ୍ଭ କରିଦେଇଛି। ଏହା ପଛର ରହସ୍ୟ ଥିଲା,ସେବେ ଗଜପତି ଜିଲ୍ଲାର ଏସ୍‌ଏଚ୍‌ଜି ନେଇ ହଠାତ୍ ପ୍ରଧାନମନ୍ତ୍ରୀଙ୍କ…
Read More...

ଦେଶର ବିକାଶ ନକ୍ସାରେ ଓଡ଼ିଶାର ସ୍ଥାନ ସୁଦୃଢ: ନବୀନ

ଭୁବନେଶ୍ବର: ଏକ ସମୃଦ୍ଧ, ସଶକ୍ତ ଓ ସ୍ବଭିମାନୀ ଓଡିଶା ନିର୍ମାଣ ପାଇଁ ଆମେ ଦୃଢ ପ୍ରତିବଦ୍ଧତାର ସହ ଆଗକୁ ବଢୁଛୁ । କଠିନ ପରିଶ୍ରମ, ଗଭୀର ନିଷ୍ଠା ଓ ସମସ୍ତଙ୍କ ସହଯୋଗ ହିଁ ଆମକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରିବ । ଏକ ନୂଆ ଓଡିଶା ଗଠନ ଦିଗରେ ଆମର ଉଦ୍ୟମ ଚାଲିଛି। ପବିତ୍ର ସାଧାରଣତନ୍ତ୍ର…
Read More...

ପାଞ୍ଜିରୁ ଆସିଲା ଦେଶ ଓ ରାଜ୍ୟ ପାଇଁ ବଡ଼ ଖବର

ଭୁବନେଶ୍ବର: ଓଡ଼ିଆ ନୂଆବର୍ଷ ପରଠାରୁ କିଭଳି ରହିବ ଦେଶ ଓ ରାଜ୍ୟର ଚିତ୍ର? ଏଥର କେଉଁ ପର୍ବ କେଉଁ ଦିନ ପଡ଼ିବ? କେବେ ରହିଛି ବିବାହ ଓ ବ୍ରତାଦି ତିଥି? କେଉଁ ଦିନ ଶୁଭ, କେବେ ଅଶୁଭ? ପ୍ରତିବର୍ଷ ଏଭଳି ଅନେକ ପ୍ରଶ୍ନର ଉତ୍ତର ଆଣିଥାନ୍ତି ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପଞ୍ଜିକାକାରମାନେ।…
Read More...

ଶିଶୁ ଓ ମହିଳାଙ୍କ ପାଇଁ ଖୋାଲିବ ସ୍ବତନ୍ତ୍ର ଶାଖା

ଶିଶୁ ଓ ମହିଳାଙ୍କ ବିରୁଦ୍ଧରେ ଅପରାଧ ରୋକିବା ପାଇଁ ସ୍ବତନ୍ତ୍ର ଶାଖା ୬୨ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁର ପ୍ରଦାନ ଶିଶୁ ଓ ମହିଳା ମାନଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି । ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ତଥା…
Read More...

ବିଜେଡିରେ ପିଢି ବଦଳାଇଦେଲେ ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେବେ ଓଡ଼ିଶା ରାଜନୀତିରେ ପ୍ରବେଶ କଲେ,ସେବେ ତାଙ୍କ ଚାରିପାଖରେ ଯେଉଁ କେତେଜଣ ଦେଖାଯାଉଥିଲେ, ସେମାନେ ହେଲେ ବିଜୟ ମହାପାତ୍ର, ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ରାମକୃଷ୍ଣ ପଟ୍ଟନାୟକ ପ୍ରମୁଖ। ବିଜେଡି ସରକାରକୁ ଆସିବା ବେଳକୁ…
Read More...