ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଉତ୍ତରପ୍ରଦେଶ ଜଣାଇବ, କଂଗ୍ରେସ ଆଗକୁ ବଢ଼ିବ କି ଛିଡ଼ିବ

୨୦୨୨ ନିର୍ବାଚନକୁ ଲକ୍ଷ୍ୟ ରଖି ଉତ୍ତରପ୍ରଦେଶକୁ ଓହ୍ଲାଉଛନ୍ତି ପ୍ରିୟଙ୍କାଦଳ ଏକାକୀ ଯିବାକୁ ଯୋଜନା କରି ରଣନୀତି ପ୍ରସ୍ତୁତ କରିଛିଉତ୍ତରପ୍ରଦେଶରେ ସଫଳତା ମିଳିଲେ, ଆଗକୁ ବଢ଼ିପାରେ କଂଗ୍ରେସଗତ ୨୦ବର୍ଷ ଭିତରେ କଂଗ୍ରେସର ସବୁଠାରୁ ବଡ଼ ନିଷ୍ପତ୍ତି କୁହାଯାଇପାରେ ନୂଆଦିଲ୍ଲୀ:
Read More...

ସେନାଙ୍କୁ ସାହସ ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଲଦାଖରେ ନିୟୋଜିତ ତଥା ଭାରତର ସୀମା ରକ୍ଷା କରୁଥିବା ଭାରତୀୟ ସେନାର ସୈନିକମାନଙ୍କୁ ଅଭିବାଦନ ଜଣାଇଛନ୍ତି। ଜୁନ୍ ୧୫ରେ ଗାଲୱାନ୍ ଉପତ୍ୟକାରେ ଚୀନ୍ ସୈନିକମାନଙ୍କ ସହ ମୁହାଁମୁହିଁରେ ସହିଦଙ୍କୁ ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ
Read More...

୩ ଦିନରେ ହଜାରେଙ୍କୁ ଧରିଲା କରୋନା

ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କରୋନା ସଂକ୍ରମିତ ଠାବ୫୬୧ଙ୍କ କରୋନା ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨୯କୁ ଛୁଇଁଲାଗଞ୍ଜାମ ଜିଲ୍ଲାରେ କରୋନା ଆୟତ୍ତ ହେବାର ନା ଧରୁନି, ଦିନକରେ ୨୮୩ ଜୁଲାଇ ଆରମ୍ଭରୁ ରାଜ୍ୟରେ ଗମ୍ଭୀର ସ୍ଥିତି ସୃଷ୍ଟି କଲାଣି ଭୂତାଣୁ ଭୁବନେଶ୍ବର: ଜୁଲାଇ ମାସ
Read More...

ସମରେ ହେବ କୋଭିଡ୍ ଟିକା ପରୀକ୍ଷଣ

ଭୁବନେଶ୍ୱର : ଭାରତରେ ପ୍ରଥମ କୋଭିଡ଼-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଓଡ଼ିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍‌କୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ
Read More...

ଖୁବ୍ ଶୀଘ୍ର ପ୍ଲାଜ୍‌ମା ଥେରାପି ଚିକିତ୍ସା

ଦିଲ୍ଲୀ ପରେ ଓଡ଼ିଶାରେ ହେବ, ଏସସିବିରେ ହେବ ଲ୍ୟାଣ୍ଡ ବ୍ୟାଙ୍କଅଗଷ୍ଟ ପରେ ଲୋକେ ଉପକୃତ ହେବେ, ବୈଷୟିକ କମିଟି ଗଠନ ଭୁବନେଶ୍ବର: ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ପ୍ଲାଜ୍‌ମା ଥେରାପି। ଆଡି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି। ଏହାଦ୍ବାରା କରୋନାରୁ ସୁସ୍ଥ
Read More...

ଭୂମିହୀନଙ୍କ ଚାଷୀ ପାଇଁ ନବୀନଙ୍କ ବଡ଼ ଯୋଜନା

କୃଷି ଋଣ ଯୋଗାଇବା ପାଇଁ ରାଜ୍ୟର ଅଭିନବ ଯୋଜନା 'ବଳରାମ'୧୦୪୦ କୋଟି ଟଙ୍କାର ଋଣ ଯୋଗାଣ ଲକ୍ଷ୍ୟ, ୭ଲକ୍ଷ ଚାଷୀଙ୍କୁ ନଜର ଭୁବନେଶ୍ବର: ଭୂମିହୀନ ଚାଷୀମାନଙ୍କୁ କୃଷି ଋଣ ଯୋଗାଇବା ନିମନ୍ତେ ରାଜ୍ୟ ସରକାରଙ୍କ ନୂତନ ଯୋଜନା ବଳରାମ ଆରମ୍ଭ କରିଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ଅସିତ୍
Read More...

ଚୀନ ବିରୋଧରେ ଆଉ ଏକ ପଦକ୍ଷେପ

ନୂଆଦିଲ୍ଲୀ: ଟିକଟକ ବା ଡିଜିଟାଲ କ୍ଷେତ୍ରରେ ଧକା ଓ ସଡ଼କ ନିର୍ମାଣରେ କଟକଣା ପରେ କେନ୍ଦ୍ର ସରକାର ଚୀନ ଉପରେ ଆଉ ଏକ ଶକ୍ତ ପ୍ରହାର ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଦ୍ୟୁତ୍ କ୍ଷେତ୍ରରେ ଚୀନ୍‌କୁ ଚକିତ କରିବା ପାଇଁ ଭାରତ ଶକ୍ତି କ୍ଷେତ୍ରର ଆମଦାନୀ ଶୁଳ୍କକ ବୃଦ୍ଧି କରିବ। ଏହା
Read More...

ଆନନ୍ଦଙ୍କୁ ବହିଷ୍କାର କଲେ ଅଭୟ

ନାବାଳିକା ଝିଅ ପାଖରେ ଆମେ କ୍ଷମାପ୍ରାର୍ଥୀ : ଡିଜିପିବୀରମିତ୍ରପୁର ଘଟଣାରେ ନେଲେ କାର୍ଯ୍ୟାନୁଷ୍ଠାନ ଅଭୟବରିଷ୍ଠ ପଦାଧିକାରୀଙ୍କ କିଛି ଦୋଷ ଅଛି ନା ନାହିଁ? ଭୁବନେଶ୍ବର: ବୀରମିତ୍ରପୁର ଥାନା ଭିତରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଆଜି ପୁଲିସ ମହାନିର୍ଦେଶକ ପୂର୍ବତନ ଥାନା
Read More...

କରୋନା ଟଳିନି, ଜି-୪ ବଢାଇଲାଣି ଚିନ୍ତା

ବେଜିଂ: ଚୀନ ବିଶ୍ୱବିଦ୍ୟାଳୟ ଏବଂ ବୈଜ୍ଞାନିକମାନେ ଗବେଷଣା ପରେ ଏବେ ଜାଣିପାରିଛନ୍ତି ଯେ ଭୂତାଣୁ ଜି-୪ ବି ଘାତକ ହୋଇପାରେ। ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଜୀବାଣୁ ଜି-୪ “ମଣିଷକୁ ସଂକ୍ରମିତ କରିବା ପାଇଁ ଅତ୍ୟଧିକ ଅନୁକୂଳ ହେବାର ସମସ୍ତ ଜରୁରୀ ଚିହ୍ନ”
Read More...

ଆକାଶରେ ଇନ୍ଦ୍ର ଯେବେ ଦେଖାନ୍ତି କରିସ୍ମା

ସବୁଠାରୁ ଲମ୍ବା ବିଜୁଳି ୭୦୯ କିଲୋମିଟର, ୧୬.୭୩ ଝଲସିଲା ଆକାଶରେ ଆପଣ ନିଶ୍ଚୟ ଆକାଶରୁ ବିଜୁଳି ମାରୁଥିବା ଦେଖିଥିବେ। ଏହା କିଛି ସେକେଣ୍ଡରେ ଶେଷ ହୁଏ। କିନ୍ତୁ ବର୍ତ୍ତମାନ ବିଶ୍ୱର ସର୍ବବୃହତ ବଜ୍ରପାତ ଏବଂ ଦୀର୍ଘତମ ବିଜୁଳିର ରେକର୍ଡ ରେକର୍ଡ କରାଯାଇଛି। ବୃହତ୍ତମ ଏହି ସ୍ୱର୍ଗୀୟ
Read More...