ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଜାନୁଆରୀ ୨ରେ ସର୍ବଭାରତୀୟ ସ୍ବାଧୀନତା ସଂଗ୍ରାମୀ ସମ୍ମିଳନୀ

ସଂଗ୍ରାମୀଙ୍କ ପରିବାରକୁ ଦେଶଭକ୍ତ ସମ୍ମାନ ପତ୍ର ପ୍ରଦାନ ଦାବି ଉତ୍ତରାଧÒକାରୀମାନଙ୍କ ସମସ୍ୟା ନେଇ ସ୍ବତନ୍ତ୍ର ଅଧÒବେଶନ ଭୁବନେଶ୍ୱର: ଗଡ଼ଜାତ ମିଶ୍ରଣ ଆନ୍ଦୋଳନର ପୁରୋଧା, ଭାରତବର୍ଷର ଅନ୍ୟତମ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ତୁଙ୍ଗନେତା ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ…
Read More...

କାର୍ତିକ ପୂର୍ଣ୍ଣମୀ: କେବଳ ହିନ୍ଦୁଙ୍କର ନୁହେଁ, ଜୈନ ଓ ଶିଖଙ୍କର ବି

ଭୁବନେଶ୍ୱର: ଶୁକ୍ରବାର ପବିତ୍ର କାର୍ତିକ ପୂର୍ଣ୍ଣମୀ । କାର୍ତିକ ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣମୀକୁ କାର୍ତିକ ପୂର୍ଣ୍ଣମୀ ବୋଲି ବିଚାର କରାଯାଇଥାଏ । ଗୋଟିଏ ବର୍ଷରେ ପଡୁଥିବା ୧୫ପୂର୍ଣ୍ଣମୀ (ମଳ ମାସ କ୍ଷେତ୍ରରେ ଷୋହଳ ପୂର୍ଣ୍ଣମୀ ପଡିଥାଏ) ମଧ୍ୟରୁ ଏହା ଅଷ୍ଟମ ପୂର୍ଣ୍ଣମୀ । ଜପ, ତପ ଓ ବ୍ରତ…
Read More...

କାନ୍ଦାହାର ବିମାନ ଅପହରଣ ସ୍ମୃତି ପୁଣି ମନେ ପଡିଗଲା

ନୂଆଦିଲ୍ଲୀ : ପାଖାପାଖି ଦୁଇ ଦଶକ ପରେ ଆଜି ପୁଣି କାନ୍ଦାହାର ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ନୂଆଦିଲ୍ଲୀ ବିମାନବନ୍ଦରରେ ଏକ ଆଫଗାନ ବିମାନ କାନ୍ଦାହାର ଯିବା ପୂର୍ବରୁ ପାଇଲଟ୍‍ ଅପହରଣ ଭୟ ଥିବା ନେଇ ସାଇରନ୍‍ ଦେବା ପରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ପାଖାପାଖି ଅଢେଇ ଘଣ୍ଟାର ଯାଞ୍ଚ…
Read More...

ସାବରିମାଳାରେ ଦର୍ଶନ ପାଇଁ ଅଗ୍ରୀମ ଟିକେଟ କାଟିଲେ ମହିଳା ଶ୍ରଦ୍ଧାଳୁ

କୋଚି: ସୁପ୍ରିମକୋର୍ଟଙ୍କ ନିର୍ଦେଶର ଦୁଇମାସ ପରେ ସାବରିମାଳା ଦର୍ଶନ ପାଇଁ ମହିଳାମାନେ ପୁଣି ଥରେ ଅଣ୍ଟା ଭିଡିଛନ୍ତି । ପାଞ୍ଚ କି ଦଶ ନୁହେଁ, ବରଂ ୧୦ରୁ ୫୦ ବର୍ଷ ବୟସ୍କ ୫୫୦ରୁ ଅଧିକ ମହିଳା ଦର୍ଶନ ପାଇଁ ଅଗ୍ରୀମ ଟିକେଟ୍‍ କରିଥିବା ସୂଚନା ମିଳିଛି । ପ୍ରତିବର୍ଷ ମକର ଯାତ୍ରା ସମୟରେ…
Read More...

ବିଜୁ ସମତାକ୍ରାନ୍ତି ଦଳକୁ ଜନ୍ମ ଦେବେ ଦାମ

ବିଜେପି ଶିବିରରେ ଚିନ୍ତା, ବିରୋଧୀ ଭୋଟରେ ଭାଗ ବିଜେଡି ଆଶ୍ୱସ୍ତ, ବଡ଼ ବ୍ୟବଧାନ ହାସଲ କରିବା ଚ୍ୟାଲେଞ୍ଜ ଅସନ୍ତୁଷ୍ଟ ନେତା ବିଜେପି ନୁହେଁ ଦାମଙ୍କୁ ଚାହିଁବେ ଓଡ଼ିଶାରେ ଆଞ୍ଚଳିକ ଦଳର ଭବିଷ୍ୟତ ଭଲ ନୁହେଁ ଭୁବନେଶ୍ୱର: ଗତ ନିର୍ବାଚନ ପୂର୍ବରୁ ଜନ୍ମ ନେଇଥିବା ପୂର୍ବତନ…
Read More...

ପୁଞ୍ଜିନିବେଶ ପାଇଁ ଓଡ଼ିଶାରେ ଶିଳ୍ପପତିଙ୍କ ମେଳା

ମୁକେଶ, ବିର୍ଲା, ଚନ୍ଦ୍ରଶେଖରନ୍‍ ପ୍ରମୁଖ ଯୋଗଦେବେ ଜାପାନ ସମେତ ୬ ବିଦେଶୀ ରାଷ୍ଟ୍ର ବି ହେବେ ସାମିଲ ନଦୀ ଓ ପର୍ଯ୍ୟଟନ ସ୍ଥାନ ଚିହ୍ନାଇବା ପାଇଁ ନୂଆ କୌଶଳ ଦେଓମାଳୀ ନାଁରେ ଗମ୍ୱୁଜ, ନଦୀ ନାଁରେ ହ୍ୟାଙ୍ଗର ଭୁବନେଶ୍ୱର: ଦେଶ ବିଦେଶର ପ୍ରମୁଖ ଉଦ୍ୟୋଗୀ ଓ ଶିଳ୍ପପତିଙ୍କୁ ନେଇ ଆସନ୍ତା…
Read More...

ମାଓବାଦୀ ନୁହେଁ, ଇଟାଭାଟି ଶ୍ରମିକ

ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ବେଗୁନିଆ ଦେଉଳି ଗ୍ରାମ ନିକଟରେ ବୁଲୁଥିବା ଯୁବକ ସୁରେଶ ମାଓବାଦୀ ନୁହଁନ୍ତି । ବରଂ ସେ ଜଣେ ଇଟାଭାଟି ଶ୍ରମିକ । ଲୁଚିକି ଆସି ଜଙ୍ଗଲରେ ରହୁଥିଲା । ରାତିତମାମ ଛାନ୍‍ଭିନ୍‍ ଓ ପଚରାଉଚରା କରିବା ପରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି…
Read More...

କାହିଁକି ଭୋଟରଙ୍କ ମତି ଗତି ଜାଣୁପାରୁନାହାନ୍ତି ନେତା

ଅନ୍ତଃକନ୍ଦଳରେ ଘାଣ୍ଟି ହେଉଛି ବିଜେଡି କଂଗ୍ରେସ, ବିଜେପି ସ୍ଥିତି ତା ଠାରୁ ଶୋଚନୀୟ ରଣନୀତି ନିର୍ଧାରକ ନାହାନ୍ତି, ମାମଲତକାରଙ୍କ ସଂଖ୍ୟା ଅଧିକ ଭୁବନେଶ୍ୱର: ୨୦୧୯ ନିର୍ବାଚନକୁ ନେଇ ଓଡ଼ିଶା ରାଜନୀତି ଧୀରେ ଧୀରେ ଗରମ ହେଲାଣି । ବିରୋଧୀ ଦଳମାନେ ସରକାରଙ୍କ ବିରୋଧରେ ପ୍ରତିଦିନ…
Read More...

କାହାକୁ ଦିଆଯିବ ସୁରକ୍ଷା ଭତ୍ତା?

ମୂଳ ଲକ୍ଷ୍ୟରୁ ଦୂରେଇ ଗଲେଣି ସରକାର, ଚାଷୀ ନେତା ଚାଷୀ ଚିହ୍ନଟ ହୋଇପାରିଲେନି, ବଦଳିପାରୁନି ଭୂ ସଂସ୍କାର ଆଇନ ବିରୋଧୀଙ୍କ ପାଇଁ ବୁମେରାଂ ହୋଇପାରେ ଚାଷୀ ପ୍ରସଙ୍ଗ ଅର୍ଥନୀତି ବିଶାରଦଙ୍କ ମତ ସୁରକ୍ଷା ଭତ୍ତା ନୁହେଁ, ଚାଷ ନିରାପତ୍ତା ଲୋଡା ଭୁବନେଶ୍ୱର: ସାତ ଦିନିଆ ଆନ୍ଦୋଳନ ଡାକରା…
Read More...

ସ୍ମାର୍ଟ ସିଟି ଭୁବନେଶ୍ୱର ‘ୱାଇଫାଇ’

ହକି ବିଶ୍ୱକପ୍‌ର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ମାର୍ଟସିଟି ଭୁବନେଶ୍ୱରରେ ୱାଇଫାଇ ସେବା ‘ଭୁବନେଶ୍ୱର ମି ୱାଇଫାଇ’ର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ଭୁବେନଶ୍ୱର ପାଇଁ ଆଜି ଏକ ଐତିହାସିକ ଦିନ। ଏହାଦ୍ୱାରା ଯୁବପିଢ଼ି ବିଶେଷ ଉପକୃତ ହେବେ।…
Read More...