ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Browsing Tag

covid cases in odisha

୨୯ ଜିଲ୍ଲାରେ ଥୟ ଧରିଲେଣି କୋଭିଡ୍

ଭୁବନେଶ୍ବର: ରାଜ୍ୟରେ ହଜାରେରୁ ତେରଶହ ଭିତରେ ରହୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ୨୯ ଜିଲ୍ଲାରେ ଶହେ ତଳକୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। କଟକ ଜିଲ୍ଲାରେ ମଧ୍ୟ ଦୀର୍ଘ ଦିନ ପରେ ଶହେ ତଳକୁ ଆକ୍ରାନ୍ତଙ୍କ ସଂଖ୍ୟା…
Read More...

ତଥାପି ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ

ଭୁବନେଶ୍ବର; ରାଜ୍ୟରେ କରୋନା ସଂକ୍ରମଣ କେବେ ବଢୁଛି ତ କେବେ କମୁଛି। ଏବେ ହଜାରେରୁ ୧୩ ଶହ ଭିତରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା। ଖୋର୍ଦ୍ଧା ଓ କଟକକୁ ଛାଡିଦେଲେ ସବୁ ଜିଳ୍ଲା ଗ୍ରିନ ଜୋନରେ ରହିଛି। ଖୋର୍ଦ୍ଧା ରେଡ ଜୋନରେ ରହିଥିବା ବେଳେ କଟକ ୟେଲୋ ଜୋନରେ ରହିଛି। ଗତ ୨୪ ଘଣ୍ଟାରେ ୬୯…
Read More...

ପୁଣି ୨% ଉପରେ ସଂକ୍ରମଣ ହାର

ଭୁବନେଶ୍ବର: କରୋନା ସଂକ୍ରମଣ ଏବେ ରାଜ୍ୟରେ ପୁଣି ଉପରମୁହାଁ ହୋଇଛି । ଅଗଷ୍ଟ ପହିଲାରୁ ସଂକ୍ରମଣର ହଠାତ ହ୍ରାସ ସାମାନ୍ୟ ଆଶ୍ୱସ୍ତି ଆଣିଥିଲା । ହେଲେ ଗତ ତିନି ହେବ ପୁଣି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତା ବଢାଇଛି । ପୁଣି ୨ ପ୍ରତିଶତ ଉପରକୁ ଉଠିଛି ସଂକ୍ରମଣ ହାର । ଖୋର୍ଦ୍ଧା,…
Read More...

ସଂକ୍ରମଣ ହାର ୨% ତଳକୁ ଖସିଲା

ଭୁବନେଶ୍ବର: ରାଜ୍ୟରେ ଅଗଷ୍ଟ ମାସ ପାଇଁ କଟକଣା ଆହୁରି କୋହଳ କରାଯାଇଥିବା କେବଳ କଟକ, ପୁରୀ,ଖୋର୍ଦ୍ଧା ଉପରେ ସରକାର ନଜର ରଖିଛନ୍ତି। କାରଣ ଏହି ୩ ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିନାହିିଁ। ଗତ ୨୪ ଘଣ୍ଟା ମଧ୍ୟରେ ଏହି ୩ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନେକ ଦିନ…
Read More...

ନିୟନ୍ତ୍ରଣକୁ ଆସିପାରିନି ଖୋର୍ଦ୍ଧା ଓ କଟକ ଜିଲ୍ଲା

ଭୁବନେଶ୍ବର: ଅଗଷ୍ଟ ୧ ତାରିଖ ସକାଳୁ ରାଜ୍ୟରେ ଆଶିଂକ ଲକଡାଉନ ଅବଧି ସରୁଥିବା ବେଳେ ସରକାର ନୂଆ କରୋନା ଗାଇଲାଇନ ଆଜି କିମ୍ବା କାଲି ଘୋଷଣା କରିପାରନ୍ତି। ତେବେ ରାଜ୍ୟରେ ସବୁ ଜିଲ୍ଲାରେ ସଂକ୍ରମଣ କମୁଥିବା ବେଳେ ଖୋର୍ଦ୍ଧା ଓ କଟକରେ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ। ତେଣୁ ଏହି ଦୁଇ…
Read More...

ତାଲାବନ୍ଦ କଟକଣା ଉଠିବା ରାସ୍ତାରେ ତିନି ଜିଲ୍ଲା କଣ୍ଟା

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ତଳକୁ ଖସୁଥିଲେ ମଧ୍ୟ ଉପକୂଳ ଜିଲ୍ଲା ଏବେ ସଂପୂର୍ଣ୍ଣ ନିୟନ୍ତ୍ରଣ ଆସିନି> ତାଲା ବନ୍ଦ ଅବଧି ଆଉ ୩ ଦିନ ଥିବା ବେଳେ ଉପକୂଳ ଜିଲ୍ଲାଗୁଡିକରେ ସ୍ଥିତି ଚିନ୍ତାଜନକ ରହିଛି। ବିଶେଷକରି ଖୋର୍ଦ୍ଧା,କଟକ, ପୁରୀ, ବାଲେଶ୍ୱରରେ ସଂକ୍ରମଣ ହାର ଅଧିକ ରହୁଛି। ତେଣୁ…
Read More...

ତିନି ଜିଲ୍ଲାର ଟିପିଆର ୫% ଉପରେ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଧୀରେ ଧୀରେ ସୁଧୁରୁଛି> ପୁରା ଓଡିଶା ଗ୍ରିନ ଜୋନରେ ଥିବା ବେଳେ କେବେଳ ଖୋର୍ଦ୍ଧା ରେଡ ଜୋନରେ ରହିଛି । କଟକ, କେନ୍ଦ୍ରାପଡା ,ଖୋର୍ଦ୍ଧାରେ ସଂକ୍ରମଣ ହାର ଅଧିକ ରହିଛି। ଏହି ୩ ଜିଲ୍ଲାରେ ପଜିଟିଭ ରେଟ ୫ ପ୍ରତିଶତ ଉପରେ ରହୁଛି । ୪…
Read More...

ଲାଲ ବଳୟରେ ଖୋର୍ଧା, ମୃତ୍ୟୁ ସଂଖ୍ୟା ରେକର୍ଡ (୪୨)

ଭୁବନେଶ୍ବର: ଖୋର୍ଦ୍ଧାକୁ ଛାଡି ପୁରା ଓଡିଶା ଏବେ ଲାଲ ବଳୟ ବାହାରେ। ବାଲେଶ୍ୱର, ଯାଜପୁର,କଟକ ୟେଲୋ ଜୋନରେ ଥିବା ବେଳେ ବାକି ୨୬ଟି ଜିଲ୍ଲା ଗ୍ରିନ ଜୋନରେ। ଖୋର୍ଦ୍ଧାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଅଢେଇ ହଜାର ଉପରେ ରହିଛି। ସଂକ୍ରମଣ ହାର ୫ ପ୍ରତିଶତ ଉପରେ କେବଳ ପୁରୀ ଓ…
Read More...

ବିପଦ ଟଳିନି, ସଜାଗ ରୁହ

ଭୁବନେଶ୍ବର: ଏବେ ବି କୋଭିଡ ବିପଦ ଦୂର ହୋଇନି। ରାଜ୍ୟର କୋଭିଡ ସ୍ଥିତି ,ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଓ କୋଭିଡ ସହାୟତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭ ହାର କମିଥିଲେ…
Read More...

ଖୋର୍ଦ୍ଧା ଓ କଟକକୁ କେମିତି ଫୋକସ୍ କରିଛନ୍ତି ଯେ…

ସଂକ୍ରମିତଙ୍କ ସଂଖ୍ୟା କମୁନି, ମୁଣ୍ଡ ବ୍ୟଥା ବଢିଲାଣିଆୟତ୍ତକୁ ଆଣିପାରୁନାହାନ୍ତି ବାବୁ, କଟକଣା ସବୁ ଫୁଲକଡାଉନ୍, ସଟଡାଉନ୍ ନିର୍ଦେଶ ସବୁ ଚୁଲିକୁ ଗଲାଣି ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ଥିବା ବେଳେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା…
Read More...