ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ
Browsing Tag

covid statistics odisha

ଖୋର୍ଧା: ତୃତୀୟ ଲହର ଛୁଇଁଲା କି? କାହିଁକି କମୁନି ସଂକ୍ରମଣ??

ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତ ବି ଅଧିକ, ମୃତ୍ୟୁ ସଂଖ୍ୟା ବିରାଜ୍ୟରେ ଖସୁଛି ସଂକ୍ରମଣ ହାର, ଲମ୍ବୁଛି ମୃତ୍ୟୁ ତାଲିକା ଭୁବନେଶ୍ବର: ଲାଲବଳୟରୁ ହଟିବନି କି ଖୋର୍ଦ୍ଧା? କମିବନି କି ସଂକ୍ରମଣ ? ନା ତୃତୀୟ ଲହର ଏହା ଭିତରେ ଛୁଇଁଗଲାଣି। ଏମିତି କିଛି ଚର୍ଚ୍ଚା ଏବେ ସାଧାରଣରେ ଆରମ୍ଭ…
Read More...

ଉପକୂଳ ଓଡିଶାରେ କାହିଁକି କମୁନି ସଂକ୍ରମଣ?

ଭୁବନେଶ୍ବର: ରାଜ୍ୟରେ କରୋନା ଲହରର ଦ୍ୱିତୀୟ ପ୍ରବାହ ଏଯାଏ କମିନି> ସଂକ୍ରମଣ ହାର ପୂର୍ବଅପକ୍ଷୋ କମିଥିଲେ ମଧ୍ୟ ଦୈନିକ ସଂକ୍ରମଣ ୨ ହଜାରୁ ୩ ହଜାର ଭିତରେ ରହୁଛି। ୨ ହଜାର ତଳକୁ ଖସୁନି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଊପକୂଳ ଓଡିଶାରେ ଲକଡାଉନ ଓ ସଟଡଉନ ସତ୍ୱେ କରୋନା ସଂକ୍ରମଣ…
Read More...

ଖୋର୍ଦ୍ଧାରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା

ଆଉ ୬୧ କୋଭିଡ ମୃତ୍ୟୁର ହିସାବଲାଲ ବଳୟରୁ ହଟୁନି ଖୋର୍ଦ୍ଧା,କଟକ ଭୁବନେଶ୍ବର: ଦେଶରେ ୮ ରାଜ୍ୟରେ କରୋନା ସ୍ଥିିତି ଚିନ୍ତାଜନକ ଥିବା ବେଳେ ଏହି ତାଲିକାରେ ଓଡିଶାର ନାଁ ରହିଛି । ଓଡିଶାର ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି । ଖୋର୍ଦ୍ଧାରେ ସଂକ୍ରମଣ କମିବା…
Read More...

ସରକାର ଯେଉଁଠି ସକ୍ରିୟ, ବିପଦ ସେଇଠି ଅଧିକ

ଏବେ ବି ରେଡ ଜୋନରେ ରହିଛି ଖୋର୍ଦ୍ଧା,କଟକଆଉ ୫୭ ମୃତ୍ୟୁର ହିସାବ ଦେଲା ସ୍ବାସ୍ଥ୍ୟ ବିଭାଗ ଭୁବନେଶ୍ବର: ଆଜି ୫୭ ଜଣଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ଦୈନିକ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଗକୁ ଏହା ଆହୁରି ବୃଦ୍ଧି ହୋଇପାରେ। ସେପେଟ…
Read More...

ନିୟନ୍ତ୍ରଣକୁ ଆସିପାରୁନି ଖୋର୍ଧା ଜିଲ୍ଲା

୫୯ ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କଲେ ସରକାର, ଜୁଲାଇର ପ୍ରଥମ ୭ ଦିନରେ ୩୪୦ ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । ହେଲେ ମୃତ୍ୟ ସଂଖ୍ୟା ବଢିବଢି ଚଲିଛି । ଗତ ୨୪ ଘଂଟାରେ ୫୯ ଜଣଙ୍କ ମୃତ୍ୟ ଘୋଷଣା କରାଯାଇଛି। ଯାହା ସର୍ବାଧିକ । ମୃତ୍ୟୁସଂଖ୍ୟା ବୃଦ୍ଧିକୁ ନେଇ…
Read More...

ସର୍ବାଧିକ ସଂକ୍ରମିତ ତାଲିକାରେ ଓଡିଶାର ୧୧ ଜିଲ୍ଲା

ଦେଶରେ ୯୧ ଜିଲ୍ଲାରୁ ଓଡିଶାର ୧୧ ଜିଲ୍ଳାରେ ଅଧିକ ସଂକ୍ରମଣ ନୂଆଦିଲ୍ଲୀ: ଦେଶରେ କିଛି ଦିନ ହେବ କରୋନା ଦ୍ୱିତୀୟ ଲହରର ପ୍ରଭାବ କମୁଥିବା ଦେଖାଦେଉଛି । ୯ ଦିନ ହେବ ଦେଶରେ ସଂକ୍ରମଣ କମରହିଛି । ଦୈନିକ ସଂକ୍ରମଣ ୫୦ ହଜାରରୁ କମ ରହୁଛି । ହେଲେ ଚିନ୍ତାର ବିଷୟ ହେଉଛି ଦେଶରେ ୯୧ ଜିଲ୍ଲାରେ…
Read More...

ଚିନ୍ତା ବଢ଼ାଇଲାଣି ଟ୍ବିନ୍ ସିଟି

ଆଜି ବି ମୃତ୍ୟୁ ସଂଖ୍ୟା ୫୦ ଉପରେ, ବୁଲୁଛନ୍ତି କେନ୍ଦ୍ରୀୟ ଟିମ୍ ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ଗତ ଦୁଇ ଦିନ ହେବ ୪ ପ୍ରତିଶତ ତଳକୁ ଖସିଛି। ଆଜି (ଗତ ୨୪ ଘଣ୍ଟା ରିପୋର୍ଟ ଆଧାରରେ) ସଂକ୍ରମଣ ହାର ରହିଛି ୩.୯୩%। ଦିନକରେ ୨୫ ଶହ ତଳକୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ…
Read More...

ବିପଜ୍ଜନକ ଜୁନ୍, ଦୁଇଦିନରେ ଗଲାଣି ୭୭ଜଣଙ୍କ ମୁଣ୍ଡ

ଗ୍ରାମାଞ୍ଚଳରେ ଅଧିକ କୋଭିଡ୍ ପରୀକ୍ଷା ଉପରେ ସରକାରଙ୍କ ଗୁରୁତ୍ବଦେଶରେ ଦ୍ବିତୀୟ ତରଙ୍ଗରେ ୫୯୪ ଡାକ୍ତରଙ୍କର ମୃତ୍ୟୁ ଘଟିଛିଦିଲ୍ଲୀ, ଉତ୍ତରପ୍ରଦେଶ ଓ ବିହାରରୁ କେବଳ ୪୫ ପ୍ରତିଶତ, ଓଡ଼ିଶାରୁ ୨୨ ଭୁବନେଶ୍ବର: ଜୁନ୍‌ରେ କୋଭିଡ୍ ସଂକ୍ରମଣ କମିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ…
Read More...