ପ୍ରମୁଖ ଖବର

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ରୁଜ୍‌ ମିସାଇଲ
ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ
Browsing Tag

odia news update

ତୁରନ୍ତ ଷ୍ଟାଫ୍ ସିଲେକ୍ସନ କମିସନଙ୍କୁ ହଟାଅ, ସମସ୍ତଙ୍କୁ ବିଦା କର

ସରକାରଙ୍କ ଦେହରେ କଳଙ୍କ ବୋଳିଦେଲା ସରକାରଙ୍କ ଚୟନ ଆୟୋଗସମୁଦାୟ ନିଯୁକ୍ତି ପ୍ରକ୍ରିୟା ଏବେ ସନ୍ଦେହ ଭିତରକୁ ଟାଣିହୋଇ ଆସିଲାତୁରନ୍ତ ସରକାର କମିସନ କରୁଥିବା ସବୁ ନିଯୁକ୍ତି ପ୍ରକ୍ରିୟା ବନ୍ଦ କରନ୍ତୁକମିସନରେ ଥିବା ସମସ୍ତେ ହଟିବା ଦରକାର, ଅଧ୍ୟକ୍ଷ, ସଦସ୍ୟ ମଧ୍ୟକାହା ବଳରେ ବଳୀୟାନ୍…
Read More...

ନବୀନଙ୍କ ଫୋକସ୍‌ରେ ସତ୍ୟବାଦୀ, ଗୋପବନ୍ଧୁ

ଭୁବନେଶ୍ବର: ପୁରୀ ପରେ ସତ୍ୟବାଦୀ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ଐତିହ୍ୟ କ୍ୟାବିନେଟ ନୀତିର ସମୀକ୍ଷା କରିବା ବେଳେ ମୁଖ୍ୟଶାସନ ସଚିବ ତନାଘନା କରିଥିଲେ। ଓଡିଆ ଭାଷା ଓ ସଂସ୍କୃତିର…
Read More...

ମନ୍ତ୍ରୀଙ୍କର ବିବେକ ନାହିଁ, ବିଭାଗ ବି ବେପରୁଆ

ଗଣଶିକ୍ଷା ବିଭାଗର ବୈମାତୃକ ମନୋଭାବକୁ ନେଇ ଭୀଷଣ ଅସନ୍ତୋଷ ୫.୬୨ଲକ୍ଷ ଛାତ୍ରଛାତ୍ରୀ କଥା ବୁଝିଲେ, ଦୃଷ୍ଟି ଓ ଶ୍ରବଣ ବାଧିତଙ୍କୁ ଭୁଲିଗଲେଅନ୍ଧାରରେ ୯ଟି ବିଦ୍ୟାଳୟର ୧୩୯ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସାମାଜିକ ସୁରକ୍ଷା ବିଭାଗର ଅନୁଦାନ ପାଇ ମଧ୍ୟ ସତ୍ତା ଉପରେ ପ୍ରଶ୍ନ୧୯୮୦ ପରଠୁ ଓଡ଼ିଶାରେ…
Read More...

କାଳିଆ ଦର୍ଶନ କେବେ?

ପୁରୀ: କରୋନା ପାଇଁ ବନ୍ଦ ରହିଛି କାଳିଆ ଦର୍ଶନ। ଭକ୍ତଙ୍କ ପାଇଁ ବନ୍ଦ ରହିଛି ଭଗବାନଙ୍କ ଦ୍ୱାର। କରୋନାର ଦ୍ୱିତୀୟ ପ୍ରବାହରେ ସଂକ୍ରମଣ ବୃଦ୍ଧି ପରେ ଏପ୍ରିଲ ୨୪ ତାରିଖରୁ ଭକ୍ତଙ୍କ ପାଇଁ ବନ୍ଦ ରହିଛି ପୁରୀ ଶ୍ରୀମନ୍ଦିର। ଏହାରି ଭିତରେ ଆସିଛି ଏକ ଭଲ ଖବର। ଶ୍ରମନ୍ଦିର ଖୁବ ଶୀଘ୍ର…
Read More...

କଟକଣା ଭିତରେ ଆଜିଠୁ ଖୋଲିବ ସ୍କୁଲ

ଭୁବନେଶ୍ବର: ପାଠପଢାକୁ ଦିଗହରା କରିଦେଇଛି କରୋନା। ଏମିତି ଯେ ଗତବର୍ଷ ମାଟ୍ରିକ୍ ପରୀକ୍ଷା ବି ହୋଇପାରିଲା ନାହିଁ। ପିଲାମାନେ ସ୍କୁଲ ଦେଖିପାରିଲେ ନାହିଁ। ଦ୍ବିତୀୟ ଲହର କମିବା ପରେ ସରକାର ଏକ ବଡ଼ ସାହସିକ ନିଷ୍ପତ୍ତି ନେଇଛନ୍ତି। କରୋନା କଟକଣା ଭିତରେ ଆଜିଠୁ ରାଜ୍ୟରେ ସ୍କୁଲ ଖୋଲିବ।…
Read More...

ମୋଦୀଙ୍କ ‘ମନ୍ କି ବାତ୍’କୁ କାହିଁକି ଆସିଲେ ଇସାକ ମୁଣ୍ଡା?

ଭୁବନେଶ୍ବର: ଭାଗ୍ୟ କେବେ, କାହାର ଓ କେତେବେଳେ କଡ଼ ଲେଉଟାଇବ ତାହା କହିହେବ ନାହିଁ। ଦିନ ମଜୁରିଆରୁ ଲକ୍ଷପତି ୟ୍ୟୁଟ୍ୟୁବର । ଆଗରୁ ଚାଳଘରେ ରହୁଥିଲେ । ଏବେ ଛାତ ଘର କଲେଣି। ଆମେ କହୁଛୁ ସମ୍ବଲପୁରର ୟୁଟ୍ୟୁବରର ଇସାକ ମୁଣ୍ଡାଙ୍କ କଥା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ କି…
Read More...

କଟକଣା ଭିତରେ ବସ ଚାଲିଲା

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ବସ ଚଳାଚଳ ସ୍ବାଭାବିକ ହୋଇଛି। ବସ ମାଲିକ ସଂଘର ଦାବି ପୂରଣ ପାଇଁ ସରକାରଙ୍କ ପ୍ରତିଶ୍ରୁତି ପରେ ସାରା ରାଜ୍ୟରେ ବସ ଚଳାଚଳ ଆରମ୍ଭ ହୋଇଛି। ପ୍ରାୟ ୩ ମାସ ପରେ ଜିଲ୍ଲା ସ୍ତରକୁ ବସ ଗଡିଛି। କରୋନା ସଂକ୍ରମଣ ସ୍ଥିତିକୁ ନଜରରେ ରଖି ଏପ୍ରିଲ ୧୦ ରାଜ୍ୟ ବାହାରକୁ…
Read More...

କଟକ ବିକାଶ ସମୀକ୍ଷା କଲେ ପାଣ୍ଡିଆନ୍

ତାଳଦଣ୍ଡା କେନାଲ, ନେତାଜୀ ବସ ଟର୍ମିନାଲ, ଏସ୍‌ସିବି ରୂପାନ୍ତରୀକରଣ କାର୍ଯ୍ୟ ଅନୁଧ୍ୟାନ କଲେ ଭୁବନେଶ୍ବର: ଆଜି ସକାଳେ ସଚିବ (୫ଟି) ଭି କେ ପାଣ୍ଡିଆନ୍ କଟକସ୍ଥିତ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ଏହାର ଅଗ୍ରଗତି ସମୀକ୍ଷା କରିଛନ୍ତି।…
Read More...

କାଲିଠୁ ପୁରୀରେ ୪୮ ଘଣ୍ଟିଆ କର୍ଫ୍ୟୁ

ଅମାନିଆଙ୍କ ଉପରେ ଡ୍ରୋନ୍ ରଖିବ ନଜର ଭୁବନେଶ୍ବର: ମଙ୍ଗଳବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡାଯାତ୍ରା। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଆସନ୍ତାକାଲିଠୁ ପୁରୀରେ ଲାଗିବ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗିବ। ରଥଯାତ୍ରା ଠାରୁ ବାହୁଡା ଯାତ୍ରା ଅଧିକ କଟକଣା କଡାକଡି କରାଯିବ । ୧୯…
Read More...

ଏମ୍ସକୁ ସ୍ଥାନାନ୍ତର ହେଲା ଜଗନ୍ନାଥ..ଅପରେସନ ହେବ ହାତ

ଭୁବନେଶ୍ବର, ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ଘଟଣାର ଅଭିଯୁକ୍ତକୁ ଏମ୍ସ ସ୍ଥାନାନ୍ତର କରାଯାଇଛି । ହାତ ଅପରେସନ ପାଇଁ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନକୁ ଏମ୍ସ ପଠାଯାଇଥିବା କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ହାତର ଏକ ଶିରା କଟିଯାଇଥିବାରୁ ପ୍ଲାଷ୍ଟିକ ସର୍ଜରି କରାଯିବ ପୁଲିସ…
Read More...