ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ
Browsing Tag

odisha news

ଧର୍ମେନ୍ଦ୍ର-ଅରୁଣ: ଏବେ ବନ୍ଧୁ ନା ବଇରି?

ଉଭୟ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ସୌଜନ୍ୟତା ପ୍ରଦର୍ଶନ କରିନାହାନ୍ତିନୂଆ ଶିକ୍ଷା ନୀତିରେ କେବଳ ଅଡୁଆ, କେନ୍ଦ୍ର ନା ରାଜ୍ୟ, ରାସ୍ତା କିଏ କାଢିବ?ଉଚ୍ଚଶିକ୍ଷା ଚାବି କେନ୍ଦ୍ର ହାତରେ, ସମୀକରଣ ଠିକ୍ ନହେଲେ ଓଡ଼ିଶା ଫସିବନବକଳେବର ପାଇଁ ପାଣ୍ଠି କୁଆଡୁ ଆସିବ ଅରୁଣ ପଚାରୁନାହାନ୍ତି
Read More...

ମନ୍ତ୍ରୀଙ୍କର ଆଗ୍ରହ ନାହିଁ; ଅଫିସର ବଦଳିଲେ ବୋଲି ନିଷ୍ପତ୍ତି ବି ବଦଳିଗଲା!

ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗରେ ହିଁ ଜିଆଇ ଟ୍ୟାଗ୍ ଅଡୁଆ, ସ୍ବତନ୍ତ୍ର ସେଲ୍ ରହିଛି, ବଜେଟ୍ ନାହିଁରସଗୋଲା କ୍ଲଷ୍ଟର, ହବ୍ ପ୍ରତିଶ୍ରୁତି ସବୁ ଭୁଲିଗଲେ, ଫାଇଲରେ ରହିଲା ଛେନାଝିଲ୍ଲୀ କମିଟି ରିପୋର୍ଟ ଛେନାପୋଡ଼, ତାରକସୀ ଉପରେ ବଙ୍ଗଳା ଆଖି, ରସାବଳୀ ପାଇଁ କେନ୍ଦ୍ରାପଡ଼ାରେ
Read More...

କଥାକାର ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ପୁରସ୍କାର ପ୍ରଦାନ

ସାରସ୍ୱତ ସାଧନା ପାଇଁ ୧୫ ଜଣ ସମ୍ବର୍ଧିତ ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀର ୨୮ତମ ପୁରସ୍କାର ବିତରଣୀ ଉତ୍ସବରେ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଶିଷ୍ଟ କଥାଶିଳ୍ପୀ ତଥା ସାରସ୍ୱତ ସାଧକ ଡ. ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯାଇଛି । ସ୍ଥାନୀୟ
Read More...

ନବୀନଙ୍କ ଫୋକସ୍‌ରେ ସତ୍ୟବାଦୀ, ଗୋପବନ୍ଧୁ

ଭୁବନେଶ୍ବର: ପୁରୀ ପରେ ସତ୍ୟବାଦୀ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ଐତିହ୍ୟ କ୍ୟାବିନେଟ ନୀତିର ସମୀକ୍ଷା କରିବା ବେଳେ ମୁଖ୍ୟଶାସନ ସଚିବ ତନାଘନା କରିଥିଲେ। ଓଡିଆ ଭାଷା ଓ ସଂସ୍କୃତିର
Read More...

ମନ୍ତ୍ରୀଙ୍କର ବିବେକ ନାହିଁ, ବିଭାଗ ବି ବେପରୁଆ

ଗଣଶିକ୍ଷା ବିଭାଗର ବୈମାତୃକ ମନୋଭାବକୁ ନେଇ ଭୀଷଣ ଅସନ୍ତୋଷ ୫.୬୨ଲକ୍ଷ ଛାତ୍ରଛାତ୍ରୀ କଥା ବୁଝିଲେ, ଦୃଷ୍ଟି ଓ ଶ୍ରବଣ ବାଧିତଙ୍କୁ ଭୁଲିଗଲେଅନ୍ଧାରରେ ୯ଟି ବିଦ୍ୟାଳୟର ୧୩୯ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସାମାଜିକ ସୁରକ୍ଷା ବିଭାଗର ଅନୁଦାନ ପାଇ ମଧ୍ୟ ସତ୍ତା ଉପରେ ପ୍ରଶ୍ନ୧୯୮୦ ପରଠୁ ଓଡ଼ିଶାରେ
Read More...

କାଳିଆ ଦର୍ଶନ କେବେ?

ପୁରୀ: କରୋନା ପାଇଁ ବନ୍ଦ ରହିଛି କାଳିଆ ଦର୍ଶନ। ଭକ୍ତଙ୍କ ପାଇଁ ବନ୍ଦ ରହିଛି ଭଗବାନଙ୍କ ଦ୍ୱାର। କରୋନାର ଦ୍ୱିତୀୟ ପ୍ରବାହରେ ସଂକ୍ରମଣ ବୃଦ୍ଧି ପରେ ଏପ୍ରିଲ ୨୪ ତାରିଖରୁ ଭକ୍ତଙ୍କ ପାଇଁ ବନ୍ଦ ରହିଛି ପୁରୀ ଶ୍ରୀମନ୍ଦିର। ଏହାରି ଭିତରେ ଆସିଛି ଏକ ଭଲ ଖବର। ଶ୍ରମନ୍ଦିର ଖୁବ ଶୀଘ୍ର
Read More...

ଫନି ପରେ ନିଷ୍ପତ୍ତି ନେଇଥିଲି ,ମହାପ୍ରଭୁଙ୍କ ଧାମକୁ ଆଗରେ ରଖିବି: ନବୀନ

ଦେଶର ପ୍ରଥମ ସହର ଭାବରେ ପୁରୀରେ ଟ୍ୟାପରୁ ପିଇବା ପାଣି ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀଓଡିଶାର ବିକାଶ ଷେତ୍ରରେ ନୂଆ ଉପଲଵ୍ଧି, ଅଢେଇ ଲକ୍ଷ ପୁରୀବାସୀ ଓ ଦୁଇ କୋଟି ପର୍ଯ୍ୟଟକ ଉପକୃତ ହେବେ୫-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ମଡେଲ: ୯ ମାସରେ ପ୍ରକଳ୍ପ ହେଲା କାର୍ଯ୍ୟକ୍ଷମଲଣ୍ଡନ,
Read More...

ସ୍ମାର୍ଟସିଟି ବାବୁ, ଆର୍‌କେଡି ସରକାରରେ କାହାର ସଂପର୍କୀୟ ଲାଗନ୍ତି କି?

ଜନପଥ ସ୍ମାର୍ଟ କରିବାକୁ କରିତକର୍ମା ବାବୁ ଆଉ କେତେ ସମୟ ନେବେ?ଦିନ ପରେ ଦିନ ଗଡୁଛି, ଲୋକମାନଙ୍କର ଦୁର୍ଦଶା ବଢୁଛି, ନାକେଦମ ୪ବର୍ଷ ଲାଗିଗଲାଣି, ୫.୮ କିମି ରାସ୍ତା କାମ ଶେଷ ହୋଇପାରୁନାହିଁମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବ, ଉନ୍ନୟନ କମିସନର, ୫ଟି ସଚିବ ସମସ୍ତେ ଚୁପ୍କାହା ଆଖିକୁ ନଜର
Read More...

କଟକଣା ଭିତରେ ଆଜିଠୁ ଖୋଲିବ ସ୍କୁଲ

ଭୁବନେଶ୍ବର: ପାଠପଢାକୁ ଦିଗହରା କରିଦେଇଛି କରୋନା। ଏମିତି ଯେ ଗତବର୍ଷ ମାଟ୍ରିକ୍ ପରୀକ୍ଷା ବି ହୋଇପାରିଲା ନାହିଁ। ପିଲାମାନେ ସ୍କୁଲ ଦେଖିପାରିଲେ ନାହିଁ। ଦ୍ବିତୀୟ ଲହର କମିବା ପରେ ସରକାର ଏକ ବଡ଼ ସାହସିକ ନିଷ୍ପତ୍ତି ନେଇଛନ୍ତି। କରୋନା କଟକଣା ଭିତରେ ଆଜିଠୁ ରାଜ୍ୟରେ ସ୍କୁଲ ଖୋଲିବ।
Read More...

ମୋଦୀଙ୍କ ‘ମନ୍ କି ବାତ୍’କୁ କାହିଁକି ଆସିଲେ ଇସାକ ମୁଣ୍ଡା?

ଭୁବନେଶ୍ବର: ଭାଗ୍ୟ କେବେ, କାହାର ଓ କେତେବେଳେ କଡ଼ ଲେଉଟାଇବ ତାହା କହିହେବ ନାହିଁ। ଦିନ ମଜୁରିଆରୁ ଲକ୍ଷପତି ୟ୍ୟୁଟ୍ୟୁବର । ଆଗରୁ ଚାଳଘରେ ରହୁଥିଲେ । ଏବେ ଛାତ ଘର କଲେଣି। ଆମେ କହୁଛୁ ସମ୍ବଲପୁରର ୟୁଟ୍ୟୁବରର ଇସାକ ମୁଣ୍ଡାଙ୍କ କଥା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ କି
Read More...