ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ବରଖା ବିଷ୍ଟ । ଏହି ଖବର ଶୁଣି ବ୍ୟସ୍ତ ହୋଇଯାଉଛନ୍ତି କି । ପ୍ରଧାନମନ୍ତ୍ରୀଙ୍କ ବାୟୋପିକ୍କୁ ନେଇ ଯେଉଁ ଫିଲ୍ମ ନିର୍ମାଣ ଯୋଜନା ଚାଲିଛି, ସେଥିରେ ମୋଦୀଙ୍କ ଧର୍ମପତ୍ନୀ ଯଶୋଦା ବେନ୍ଙ୍କ ଭୂମିକାରେ ବରଖା ଅଭିନୟ କରିବେ । ନିଜେ ବରଖା ଏକଥା ଗଣମାଧ୍ୟମ ସାମ୍ନାରେ କହିବା ପରେ ଏହା ଉପରୁ ପରଦା ହଟିଛି । ବିବେକ ଓବରାୟ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ସାମ୍ନାକୁ ଆସିବେ ।
ବିଷ୍ଟ ଗଣମାଧ୍ୟମକୁ କହିଛନ୍ତି ଯେ ସେ ବହୁତ ବହି ପଢାପଢି କରୁଛନ୍ତି ଓ ସେମାନଙ୍କ ସଂପର୍କରେ (ମୋଦୀ- ଯଶୋଦା)ଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚାହୁଁଛି ।
ଏହା ପୂର୍ବରୁ ମନମୋହନ ସିଂହଙ୍କ ବାୟୋପିକ୍ ଦ ଆµିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର ଓ ବାଲା ସାହେବ ଠାକ୍ରେଙ୍କ ବାୟୋପିକ୍କୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି ।
ପ୍ରମୁଖ ଖବର
ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ