ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ମୋଦୀଙ୍କ ପତ୍ନୀ ବରଖା ବିଷ୍ଟ!

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ବରଖା ବିଷ୍ଟ । ଏହି ଖବର ଶୁଣି ବ୍ୟସ୍ତ ହୋଇଯାଉଛନ୍ତି କି । ପ୍ରଧାନମନ୍ତ୍ରୀଙ୍କ ବାୟୋପିକ୍‍କୁ ନେଇ ଯେଉଁ ଫିଲ୍ମ ନିର୍ମାଣ ଯୋଜନା ଚାଲିଛି, ସେଥିରେ ମୋଦୀଙ୍କ ଧର୍ମପତ୍ନୀ ଯଶୋଦା ବେନ୍‍ଙ୍କ ଭୂମିକାରେ ବରଖା ଅଭିନୟ କରିବେ । ନିଜେ ବରଖା ଏକଥା ଗଣମାଧ୍ୟମ ସାମ୍ନାରେ କହିବା ପରେ ଏହା ଉପରୁ ପରଦା ହଟିଛି । ବିବେକ ଓବରାୟ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ସାମ୍ନାକୁ ଆସିବେ ।
ବିଷ୍ଟ ଗଣମାଧ୍ୟମକୁ କହିଛନ୍ତି ଯେ ସେ ବହୁତ ବହି ପଢାପଢି କରୁଛନ୍ତି ଓ ସେମାନଙ୍କ ସଂପର୍କରେ (ମୋଦୀ- ଯଶୋଦା)ଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚାହୁଁଛି ।
ଏହା ପୂର୍ବରୁ ମନମୋହନ ସିଂହଙ୍କ ବାୟୋପିକ୍‍ ଦ ଆµିଡେଣ୍ଟାଲ ପ୍ରାଇମ୍‍ ମିନିଷ୍ଟର ଓ ବାଲା ସାହେବ ଠାକ୍‍ରେଙ୍କ ବାୟୋପିକ୍‍କୁ ଦର୍ଶକ ବେଶ୍‍ ପସନ୍ଦ କରିଛନ୍ତି ।

Leave A Reply

Your email address will not be published.