ଭୁବନେଶ୍ୱର: ବାତ୍ୟା ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥ ଆଜି ପ୍ରଥମ ପର୍ଯ୍ୟାୟରେ ୮୧ଟି ଟ୍ରେନ୍ ବାତିଲ କରିଛି । ଆଜି ପୂର୍ବତଟ ରେଳପଥ କର୍ତୃପକ୍ଷ ଏ ସଂପର୍କରେ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଭଦ୍ରକ-ବିଜୟନଗରମ୍ ମଧ୍ୟରେ ଗୁରୁବାର ସନ୍ଧ୍ୟାରୁ ଟ୍ରେନ୍ ଚଳାଚଳ ବନ୍ଦରହିବ । ଇଷ୍ଟକୋଷ୍ଟ ଏµପ୍ରେସ ଓ କରମଣ୍ଡଳ ଏµପ୍ରେସ୍ ୨ ତାରିଖରେ ହାଓଡାରୁ ଛାଡିବ ନାହିଁ । ପୁରୀ ଭୁବନେଶ୍ୱର ଦେଇ ଯାଉଥିବା ସମସ୍ତ ଟ୍ରେନ୍ ବାତିଲ୍ହୋଇଛି । ୨ରୁ ହାଓଡାରୁ ପୁରୀକୁ ସମସ୍ତ ଟ୍ରେନ୍ ମଧ୍ୟ ବାତିଲ୍ । ୩ ତାରିଖରେ ମଧ୍ୟ ପୁରୀ ଓ ଭୁବନେଶ୍ୱରକୁ ଆସୁଥିବା ଟ୍ରେନ୍ ବାତିଲ୍ କରାଯାଇଛି । ବାଙ୍ଗାଲୋର, ଚେନ୍ନାଇ, ସିକନ୍ଦରାବାଦକୁ କୌଣସି ଟ୍ରେନ୍ ଚାଲିିବ ନାହିଁ ।
ପ୍ରମୁଖ ଖବର
ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ