ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଉଜା଼ଡିଲା ଭିତ୍ତିଭୂମି

0

ଫନି ପ୍ରଭାବରେ ୧୪ଟି ଜିଲ୍ଲାରେ ବହୁସଂଖ୍ୟକ ସ୍କୁଲ ଓ ସ୍ବାସ୍ଥ୍ୟକନେ୍ଦ୍ର ଗୃହ, ଗଛ, ଗ୍ରୀଷ୍ମକାଳୀନ ଫସଲ, ପନିପରିବା ନଷ୍ଟ ହୋଇଛି। ସରକାରଙ୍କ ପ୍ରାରମ୍ଭିକ ରିପୋର୍ଟରୁ ଏଭଳି ତଥ୍ୟ ମିଳିଛି। ହିସାବ ଅନୁସାରେ,
୫୨୪୪ଟି ପ୍ରାଥମିକ ବିଦ୍ୟାଳୟ, ୫୪୭ଟି ଉଚ୍ଚ ପ୍ରାଥମିକ ଓ ବିଦ୍ୟାଳୟ, ୧୮୦ଟି ଉଚ୍ଚ ଶିକ୍ଷାନୁଷ୍ଠାନ ନଷ୍ଟ ହୋଇଛି। ଏସବୁ ମଧ୍ୟରୁ କାହାର ଛାତ ଉଡିଯାଇଛି ତ ଆଉ କାହାର ଘର ଭାଙ୍ଗିଛି। ସହେିଭଳି ୧୦୩୧ଟି ସ୍ଥାନୀୟ ଡାକ୍ତରଖାନା ଗୃହ ଭାଙ୍ଗିଛି।
୫୫୯୬ କି.ମି. ରାସ୍ତା ଓ ୩୨୬ଟି କଲ୍‌ର୍ଭଟ ଭାଙ୍ଗିଛି। ଖରାଦିନିଆ ଫସଲ ଯଥା: ଧାନ, ରବି ଫସଲ, ପନିପରିବା ସହିତ ଆମ୍ବ, ନଡ଼ିଆ, ପଣସ ଆଦି ଫଳ ଚାଷ ଉଜୁଡ଼ିଛି। ଫନି ଯୋଗୁଁ ବିଦ୍ୟୁତ୍‌ ଭିତ୍ତିଭୂମି ନୁହେଁ ଟଲେିକମ୍‌ ବ୍ୟବସ୍ଥା ସଂପୂର୍ଣ୍ଣ ବିର୍ପଯ୍ୟସ୍ତ ହୋଇଛି। ଫଳରେ ପୁରୀ, ଭୁବନଶେ୍ବର, ଖୋର୍ଧାରେ ଟାୱାର ଭାଙ୍ଗି ପୂରା ଠପ୍‌ ହୋଇଛି ମୋବାଇଲ୍‌ ସବୋ।
ସହେିଭଳି ରାଜ୍ୟର ଉପକୂଳ ଅଞ୍ଚଳରେ ୪୦୦ କଭେି/ ୨୦୦ କଭେି ଟାୱାର୍, ଗ୍ରିଡ୍‌ ସବ୍‌ଷ୍ଟସେନ୍‌, ୧୧ କଭେି ଲାଇନ୍ ସବୁ ଉଜୁଛି ଯାଇଛି। ୩୦ ଲକ୍ଷରୁ ଅଧିକ ଉପ‌ଭୋକ୍ତା ପ୍ରଭାବିତ ହୋଇଛନ୍ତି।

Leave A Reply

Your email address will not be published.