ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଭୁବନେଶ୍ବର: ନୂଆ ଉତ୍ପାଦ ସହ ବଜାରରେ ନିଜର ଉପସ୍ଥିତି ଆହୁରି ବଢ଼ାଇବାକୁ ଯାଉଛି ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ (ଓମଫେଡ୍)। ଖୁବ୍ଶୀଘ୍ର ପ୍ୟାକେଟ୍ ଯୁକ୍ତ ପାନୀୟ ଜଳ ଓ ନୂଆ ପ୍ରକାରର ଆଇସକ୍ରିମ୍ ବଜାରକୁ ଆଣିବାକୁ ଯୋଜନା ରହିଛି। ଏନେଇ ଓମଫେଡ୍ ବୋର୍ଡ ସହ ଆଲୋଚନା!-->…
Read More...
Read More...