ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ରାଜଧାନୀରେ ମଶା ମାରିବ ଡ୍ରୋନ୍

ଭୁବନେଶ୍ବର; ରାଜଧାନୀରେ ଚାରିଆଡ଼େ ବଢିବାରେ ଲାଗୁଛି ମଶାଙ୍କ ଉପଦ୍ରବ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ମଶାଙ୍କ ଦମନ ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ୍ । ରାଜଧାନୀରେ ଏବେ ମଶା ଦମନରେ ବ୍ୟବହାର ହେବ ଡ୍ରୋନ୍ । ମଶା ବଂଶ ବିସ୍ତାର ରୋକିବାକୁ ମାସେ ପର୍ଯ୍ୟନ୍ତ…
Read More...

ସେମିରେ ମରକ୍କୋ ହାରିବାରୁ ଫ୍ୟାନ୍ସଙ୍କ ଜଳାପୋଡା

ନ୍ୟୂଜ୍ ବ୍ୟୁରୋ; ଫିଫା ବିଶ୍ୱକପ ସେମିଫାଇନାଲରେ ମରକ୍କୋକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ଡିସେମ୍ବର ୧୮ରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା । ସେମିରେ ଫ୍ରାନ୍ସ ମରକ୍କୋକୁ ୨-୦ରେ ହରାଇଛି । ମରକ୍କୋ ହାରିଯିବା ପରେ…
Read More...

ଚୀନକୁ ଜବାବ ଦେବ ଭାରତର ୧୫ ମିସାଇଲ୍

ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ-ଚାଇନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହାକୁ ନେଇ ଆଲର୍ଟ ମୋଡରେ ରହିଛି ଭାରତୀୟ ସ୍ଥଳସେନା ଓ ବାୟୁସେନା । ବିଭିନ୍ନ କ୍ଷେତ୍ରରେ ଚୀନ ଆକ୍ରମଣ ନେଇ ଚେଷ୍ଟା କରୁଥିବା ବେଳେ ଚୀନର ସମସ୍ତ ଘୃଣ୍ୟ ପଦକ୍ଷେପକୁ ମାତ…
Read More...

ନୂଆ ଢ଼ାଞ୍ଚାରେ ସିବିଏସି ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ; ଚଳିତ ଶିକ୍ଷାବର୍ଷ ୨୦୨୨-୨୩ରୁ ସିବିଏସି ନୂଆ ପାଟର୍ଣ୍ଣରେ ପରୀକ୍ଷା କରାଇବ । ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଏଥର ଆରମ୍ଭ ହେବ କମ୍ପିଟେନ୍ସି ପାଟର୍ଣ୍ଣ । ଜାତୀୟ ଶିକ୍ଷା ନୀତି ୨୦୨୩ ଅନୁସାରେ, ଦଶମ ଶ୍ରେଣୀ ପରୀକ୍ଷାର ୪୦ ପ୍ରତିଶତ ଓ ଦ୍ୱାଦଶ ପରୀକ୍ଷାର ୩୦ ପ୍ରତିଶତ…
Read More...

ଦିଲ୍ଲୀ ଏମସ୍‌ ସର୍ଭର ହ୍ୟାକ କଲା ଚୀନ

ନୂଆଦିଲ୍ଲୀ; ସୀମାରେ ଦାଦାଗିରି ଦେଖାଇବା ପରେ ଏବେ ସାଇବର ଆକ୍ରମଣ କରିଛି ଚୀନ। ଚାଇନା ଦିଲ୍ଲୀ ଏମସ୍‌ର ସର୍ଭରକୁ ହ୍ୟାକ କରିଥିବା ସକରାରୀ ସୂତ୍ରରୁ ଜଣାପଡ଼ିଛି। ପାଖାପାଖି ୧୦୦ଟି ସର୍ଭରରେ ଚାଇନା ଅନୁପ୍ରବେଶ କରିଥିବା ସୂଚନା ମିଳିଛି । ତେବେ ଠିକ୍ ସମୟରେ ଅଧିକାରୀମାନେ ସଜାଗ ହେବାରୁ ଏହି…
Read More...

ହାତୀ ପୋଡ଼ି ଘଟଣାରେ ବନ୍ଧା ହେଲେ ୩ ବନ କର୍ମଚାରୀ

ମୟୁରଭଞ୍ଜ; ମୟୂରଭଞ୍ଜ ଶିମିଳିପାଳରେ ହାତୀକୁ ପୋଡ଼ି ଦେବା ଘଟଣାରେ ହାଇକୋର୍ଟଙ୍କ ଭର୍ତ୍ସନାପରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ନିଲମ୍ବନ ପରେ ବନ୍ଧା ହେଲେ ୩ ଜଣ ବନ କର୍ମଚାରୀ । ଗିରଫ ୩ ବନ କର୍ମଚାରୀ ହେଲେ ଜେନାବିଲ ରେଞ୍ଜ ଇନଚାର୍ଯ୍ୟ ଫରେଷ୍ଟର ଶିବଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ…
Read More...

ଓକିଲଙ୍କ ଆନ୍ଦୋଳନକୁ ନେଇ ଅଦାଲତରେ ହାଜର ହେଲେ ଡିଜିପି ଓ ଉତ୍ତରାଞ୍ଚଳ ଆଇଜି

ସମ୍ବଲପୁର: ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସମ୍ବଲପୁର ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ କୁ ନେଇ ଆଜ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଡିଜିପି ଓ ଉତ୍ତରାଞ୍ଚଳ ଆଇଜି ଭିଡିଓ…
Read More...

ଲ୍ୟାଣ୍ଡଫଲ କଲା ବାତ୍ୟା ‘ମାଣ୍ଡୋସ୍’

ତାମିଲନାଡୁ; ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ କରିଛିବାତ୍ୟା ମାଣ୍ଡୋସ୍ । ମଧ୍ୟରାତ୍ରୀରେ ଚେନ୍ନାଇ ତାମିଲନାଡୁର ମହାବଳିପୁରମରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ଏହା ଲ୍ୟାଣ୍ଡଫଲ କରିଛି । ଏହି ସମୟରେ ଘଣ୍ଟାପ୍ରତି ୮୦ରୁ ଅଧିକ କିଲୋମିଟର ବେଗରେ ପବନ ବହିଥିଲା । ସାମୁଦ୍ରିକ ଝଡ…
Read More...

ଜୀବନ ଯୁଦ୍ଧରେ ହାରିଗଲା ତନ୍ମୟ

ମଧ୍ୟପ୍ରଦେଶ; ଦୀର୍ଘ ୮୦ ଘଣ୍ଟାରୁ ଅଧିକ ସମୟର ଅପରେସନ ସତ୍ତ୍ୱେ ଜୀବନ ଯୁଦ୍ଧରେ ହାରିଗଲା ବୋରେୱେଲ ଭିତରେ ଫସି ଯାଇଥିବା ୮ ବର୍ଷର ବାଳକ ତନ୍ମୟ ସାହୁ। ଶେଷରେ ବୋରୱେଲ ଭିତରୁ ଉଦ୍ଧାର ହୋଇଛି ତନ୍ମୟର ମୃତଦେହ। ତନ୍ମୟର ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଛି…
Read More...

ପଦ୍ମପୁରରେ ପୁଣି ଶଙ୍ଖନାଦ,ବାଜି ମାରିନେଲା ବିଜେଡି

ଭୁବନେଶ୍ୱର: ସବୁ କଳ୍ପନଜଳ୍ପନାର ଅନ୍ତ ଘଟିଛି। ପଦମପୁର ଉପନିର୍ବାଚନ ବାଜି ଜିତିଛି ବିଜେଡି। ବିଜେଡି଼ ପ୍ରାର୍ଥୀ ବର୍ଷା ସିଂ ବରିହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୪୨,୦୬୫ ଭୋଟରେ ପରାସ୍ତ କରିଛନ୍ତି । ଗଣତି ଆରମ୍ଭରୁ ହିଁ ବର୍ଷା ବିଜେପି ପ୍ରାର୍ଥୀଙ୍କ ଉପରେ…
Read More...