ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ବୈକୁଣ୍ଠ ଚତୁର୍ଦ୍ଦଶୀରେ ଶ୍ରୀଜିଉଙ୍କ ଡାଳିକିଆ ବେଶ ସହ ଧବଳେଶ୍ବରଙ୍କ ରାଜାରାଜେଶ୍ବର ବେଶ

ପୁରୀ; ଆଜି କାର୍ତ୍ତିକ ମାସ ଚତୁର୍ଦ୍ଦଶୀରେ ରେ ଶ୍ରୀଜିଉଙ୍କର ଚିତାକର୍ଷକ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶ ହୋଇଛି ।ବାଙ୍କଚୁଡ଼ା ଓ ତ୍ରିବିକ୍ରମ ବେଶ ବେଳେ ମହାପ୍ରଭୁଙ୍କ ଠାରେ ଲାଗି ହୋଇଥିବା ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ଲକ୍ଷ୍ମୀନୃସିଂହ ବେଶରେ ମଧ୍ୟ ଲାଗିଥାଏ। ଏହି ବେଶରେ…
Read More...

ହକି ଇଣ୍ଡିଆ ଖେଳାଳିଙ୍କୁ ପ୍ରତ୍ୟେକ ବିଜୟ ପାଇଁ ୫୦ ହଜାର ଟଙ୍କା

ନୂଆଦିଲ୍ଲୀ: ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି ଏବଂ ସେକ୍ରେଟେରୀ ଜେନେରାଲ ଭୋଲନାଥ ସିଂଙ୍କ ନେତୃତ୍ୱରେ ହକି ଇଣ୍ଡିଆ ଉଭୟ ପୁରୁଷ ଓ ମହିଳା ଦଳର ଖେଳୁଥିବା ସଦସ୍ୟଙ୍କୁ ବାର୍ଷିକ ୫୦,୦୦୦ ଟଙ୍କା ଏବଂ ଭାରତୀୟ ଦଳ ରେଜିଷ୍ଟରର ପ୍ରତ୍ୟେକ ବିଜୟ ପାଇଁ ସହାୟକ କର୍ମଚାରୀଙ୍କୁ ୨୫,୦୦୦ ଟଙ୍କା…
Read More...

ରାଜଧାନୀରୁ ହଟିଲା କଟକଣା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲଗାତାର ପ୍ରଦୂଷଣ ମାତ୍ରା ବଢ଼ିବା ପରେ ଏବେ ଏଥିରେ ସାମାନ୍ୟ ବ୍ରେକ ଲାଗିଛି। ଫଳରେ ତିନି ଦିନ ତଳେ ଲଗାଯାଇଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ଗତକାଲି ଦିଲ୍ଲୀର ପ୍ରଦୂଷଣ ମାତ୍ରାରେ ସାମାନ୍ୟ ସୁଧାର ଆସିଥିବା ବେଳେ ଆଜି ଏଠାକାର ଏଆଇକ୍ୟୁ ୩୪୭…
Read More...

ଭୟଙ୍କର ସିରିଜ ଦୁର୍ଘଟଣା, ୩ ମୃତ ୫ ଗୁରୁତର

ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡ଼ିରିଣୀ ଛକ ନିକଟରେ ଆଜି ସକାଳୁ ଭୟଙ୍କର ସିରିଜି ଦୁର୍ଘଟଣା ଘଟିଛି । ଏକ ତେଲ ଟ୍ୟାଙ୍କର, ସ୍କର୍ପିଓ ସହ ଧକ୍କା ହୋଇଥିଲା। ପରେ ସ୍କର୍ପିଓଟି କାର୍‌ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ସ୍କର୍ପିଓରେ ଥିବା ୩ ଜଣଙ୍କ ମୃତ୍ୟୁ…
Read More...

ବଡସିଂହାର ବେଶରେ ଦର୍ଶନ ଦେଲେ ବାବା ଧବଳେଶ୍ବର

ଆଠଗଡ଼: ବିଶେଷ ରୀତିନୀତି ସହ ଆଠଗଡ଼ ଧବଳେଶ୍ବରଙ୍କ ପୀଠରେ ପାଳନ ହେଉଛି ପବିତ୍ର ବଡ଼ଓଷା। ବଡ଼ସିଂହାର ବେଶରେ ଦର୍ଶନ ଦେଇଛନ୍ତି ବାବା ଧବଳେଶ୍ବର । ଆଜି ମଧ୍ୟରାତ୍ରରେ ବାବାଙ୍କ ନିକଟରେ ଗଜଭୋଗ ଲାଗି କରାଯିବ । ତ୍ରୟୋଦଶୀ ତିଥି ତୃତୀୟ ପ୍ରହର ଓ ଚତୁର୍ଦ୍ଦଶୀ ସନ୍ଧିକ୍ଷଣରେ ଗଜଭୋଗ ଲାଗି…
Read More...

ବାଜି ମାରିନେଲା ବିଜେପି, ଧାମନଗରରେ ଫୁଟିଲା ପଦ୍ମ

ଭଦ୍ରକ; ଧାମନଗର ଉପନିର୍ବାଚନରେ ବାଜିମାତ୍ କଲା ବିଜେପି । ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ପିନ୍ଧିଲେ ବିଜୟର ମୁକୁଟ । ୯ ହଜାର ୮୮୧ ଭୋଟରେ ବିଜେଡି ପ୍ରାର୍ଥୀ ଅବନ୍ତି ଦାସଙ୍କୁ ହରାଇଲେ ବିଜେପିର ସୁରଜ ସୂର୍ଯ୍ୟବଂଶୀ । ଧାମନଗରରେ ବିଜେପି ପୁଣି ନିଜ…
Read More...

୭୧ ରନରେ ଜିମ୍ବାଓ୍ବେକୁ ହରାଇଲା ଭାରତ

ମେଲବର୍ଣ୍ଣ: ଟି୨୦ ବିଶ୍ବକପରେ ୭୧ ରନରେ ଜିମ୍ବାଓ୍ବେକୁ ହରାଇ ଗ୍ରୁପ ବିରୁ ଏକ ନମ୍ବର ଟିମ୍ ଭାବେ ଟିମ୍ ଇଣ୍ଡିଆ ସେମିଫାଇନାଲକୁ ଯାଉଛି । ୧୮୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଜିମ୍ବାଓ୍ବେ ଟିମ୍ ୧୭.୨ ଓଗରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୧୧୫ ରନ୍ କରିବାକୁ ସକ୍ଷମ ହୋଇଥିଲା ।…
Read More...

ଘୋଷଣା ହେଲା ତିରୁପତି ମନ୍ଦିରର ସମ୍ପତ୍ତି ତାଲିକା

ଅମରାବତୀ: ଶନିବାର ଦିନ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ପକ୍ଷରୁ ମନ୍ଦିରର ସମ୍ପତ୍ତି ତାଲିକା ଘୋଷଣା କରିଛି। ଟିଟିଡି ଘୋଷଣା କରିଛି ଯେ ବର୍ତ୍ତମାନର ଟ୍ରଷ୍ଟ ବୋର୍ଡ ୨୦୧୯ ଠାରୁ ଏହାର ନିବେଶ ନିର୍ଦ୍ଦେଶାବଳୀକୁ ମଜବୁତ କରିଛି। ଟ୍ରଷ୍ଟ, ସୋସିଆଲ ମିଡିଆ ରିପୋର୍ଟକୁ ମଧ୍ୟ…
Read More...

ଲେକ ଭିକ୍ଟୋରିଆ ହ୍ରଦରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ

ନୂଆଦିଲ୍ଲୀ: ପାଣି ଭିତରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ। ମୱାନଜାରୁ ବୁକୋବା ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନ ତାଞ୍ଜାନିଆର ଲେକ ଭିକ୍ଟୋରିଆ ହ୍ରଦରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କୁ ଉଦ୍ଧାର କରାଯାଇଛି। ବିମାନରେ ୪୯ ଜଣ ଯାତ୍ରୀ ଥିଲେ। ବୁଡ଼ିଯାଇଥିବା…
Read More...

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଆଜି ‘ବିଜେପି’ ତା’ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ

ନୂଆଦିଲ୍ଲୀ; ଆଗକୁ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ରହିଛି । ଏନେଇ ତାରିଖ ଘୋଷଣା ହେବା ପରେ ଉଭୟ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଲୋକଙ୍କୁ ଆକୃଷ୍ଟ କରିବାକୁ ପ୍ରତିଶ୍ରୁତି ବର୍ଷା କରିବାରେ ଲାଗିଛନ୍ତି । ଗତକାଲି କଂଗ୍ରେସ ତରଫରୁ ସଂକଳ୍ପ ପତ୍ର ଜାରି କରାଯାଇଥିବା ବେଳେ ଆଜି ବିଜେପି…
Read More...