ଜୀବନ ପାଇଁ ଲଢ଼ୁଛନ୍ତି ଭାରତୀୟ ଟିମର ପୂର୍ବତନ ୱିକେଟ କିପର
ଭାରତୀୟ କ୍ରିକେଟ ଟିମର ପୂର୍ବତନ ୱିକେଟ କିପର ବିଜୟ ଯାଦବ ଏବେ ଜୀବନ ରକ୍ଷା ପାଇଁ ଲଢୁଛନ୍ତି । ବିଜୟ ଯାଦବଙ୍କ କିଡନୀ ସମ୍ପୂର୍ଣ୍ଣ ଭାବେ ଖରାପ ହୋଇ ସାରିଛି । ହେଲେ ଏହାର ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ । ବିଜୟ ଯାଦବ ଏବେ ମେଡିକାଲରେ କିଡନୀ ଡାଇଲୋସିସ୍ କରୁଛନ୍ତି । ବିଜୟ!-->…
Read More...
Read More...