ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ପ୍ରଫୁଲ୍ଲ କର ଆଉନାହାନ୍ତି

ଭୁବନେଶ୍ବର: ନିଜର ଚମତ୍କାର ସ୍ୱର ପାଇଁ ଜଣାଶୁଣା; ଓଡିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ପୃଷ୍ଠପୋଷକ, ବିଶିଷ୍ଟ ସଙ୍ଗୀତଜ୍ଞ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପ୍ରଫୁଲ୍ଲ କରଙ୍କର ଆଜି ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ଓଡ଼ିଶାର ଏହି ବିଶିଷ୍ଟ ସଙ୍ଗୀତଜ୍ଞଙ୍କୁ ୮୩ ବର୍ଷ ବୟସ…
Read More...

କାହିଁକି ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଭାରତ ଗସ୍ତ ବେଶ ଗୁରୁତ୍ୱ ରଖୁଛି। ଆସନ୍ତା ୨୧ ତାରିଖରେ ଗୁଜୁରାଟ ଯିବେ ବୋରିସ ଜନସନ। ୨୨ ତାରିଖରେ ଦିଲ୍ଲୀରେ…
Read More...

ଏବେ ବି କୋଟି ଓଡିଆଙ୍କ ମନରେ କଳିଙ୍ଗ ଭୂମିପୁତ୍ର ବିଜୁବାବୁ

ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ୧୭ ଏପ୍ରିଲ, ୧୯୯୭ ମସିହା । ଆଜିକୁ ଠିକ ୨୫ ବର୍ଷ ତଳେ ସବୁଦିନ ପାଇଁ ବୀର ପୁଅକୁ ହରାଇସାରିଥିଲା ପୁରା ଓଡିଶା । ଦିଲ୍ଲୀରୁ ଆସିଥିଲା ଏକ ଦୁଃସମ୍ବାଦ ଶୁଣି ପୁରା ଓଡିଶା…
Read More...

ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଲୋକପ୍ରିୟତା ହରାଇଲା କେମିତି?

ପୁରୀରେ ଅସନ୍ତୋଷ ବଢୁଛି, ବିଜେପି ଏହାକୁ ପ୍ରସଙ୍ଗ କରି ଆଗକୁ ବଢୁଛିଅନ୍ୟ ରାଜନୈତିିକ ଦଳ, ସାମାଜିକ ସଂଗଠନ ଧୀରେ ଧୀରେ ଏକାଠି ହେଉଛନ୍ତିବିଜେଡିି ଓ ପ୍ରଶାସନ ଏହାକୁ ପ୍ରତିହତ କରିବାର ସାମର୍ଥ୍ୟ ହରାଇସାରିଲେଣିନବୀନଙ୍କର ଏହା ସ୍ବପ୍ନର ପ୍ରକଳ୍ପ ଥିଲା, ଏତେବଡ ପ୍ରକଳ୍ପକୁ ବିଗାଡିଲା କିଏ?…
Read More...

୩୭୦ ଆସନରେ ଲଢ଼ିବ କି କଂଗ୍ରେସ

ନୂଆଦିଲ୍ଲୀ: ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ଏହି ଖବର ଆଜି କଂଗ୍ରେସ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଶନିବାର ଅର୍ଥାତ୍ ଆଜି ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଦଳର ହାଇକମାଣ୍ଡ…
Read More...

ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ଆରମ୍ଭ କଲା ବିଜେପି

ସୋସିଆଲ ମିଡ଼ିଆରେ ରାଜ୍ୟ ସରକାରଙ୍କ ପୁରୀ ପରିକ୍ରମା ପ୍ରକଳ୍ପକୁ ବିରୋଧ। ଶ୍ରୀମନ୍ଦିର ବଞ୍ଚାଅ ନାଁରେ ଅଭିଯାନ ଆରମ୍ଭ କରିଛି ରାଜ୍ୟ ବିଜେପି । ସପ୍ତାହେବ୍ୟାପୀ ଏହି ଅଭିଯାନ ଚଳାଇବା ପାଇଁ ରାଜ୍ୟ ନେତାଙ୍କୁ ନିର୍ଦ୍ଦେଶ ରହିଛି । ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ମାନେ ନିଜର ଡିଜିଟାଲ…
Read More...

ହରଭଜନଙ୍କ ହୃଦୟ ବଡ଼, ଦାନ କରିଦେଲେ ଦରମା

କ୍ରିକେଟ ପଡିଆରୁ ରାଜ୍ୟସଭା ସାଂସଦ ହୋଇଥିବା ହରଭଜନ ସିଂହ ରାଜନୀତିରେ ଉଦାହରଣ ସାଜିଛନ୍ତି । ଆଜି ହରଭଜନ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟସଭା ସାଂସଦ ଭାବେ ତାଙ୍କ ଯେତିକି ଦରମା ମିଳିବ, ସେ ସମସ୍ତ ଟଙ୍କା ଦେଶର ଗରିବ ଚାଷୀଙ୍କ ଝିଅଙ୍କ ପାଠପଢା ଓ କଲ୍ୟାଣ ପାଇଁ ଦେବେ ବୋଲି କହିଛନ୍ତି ।…
Read More...

ଭୁବନେଶ୍ୱରରେ ଏଟିଏମ୍ ତାଡିଥିଲେ, ବାଙ୍ଗାଲୋରରୁ ଗିରଫ ହେଲେ

ଭୁବନେଶ୍ୱର ଲିଙ୍ଗିପୁରରୁ ଏଟିଏମ ତାଡି ନେଇ ଲୁଟ ମାମଲାରେ କମିଶନରେଟ ପୁଲିସକୁ ସଫଳତା । ଏଟିଏମ ଲୁଟ୍‌ରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ୱାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ମିଶନ ଇମ୍ପୋସିବୁଲ ଜରିଆରେ…
Read More...

ମାନସ ହତ୍ୟା ମାମଲା: ଜେଲରେ ଅଭିଯୁକ୍ତଙ୍କୁ ହେବ ଜେରା

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଜେଲରେ ଅଭିଯୁକ୍ତଙ୍କୁ ହେବ ଜେରା । ମାନସଙ୍କୁ ଅପହରଣ କରିଥିବା ଶର୍ମିଷ୍ଠାଙ୍କ ଦୁଇ ସହଯୋଗୀ ଭାଗ୍ୟଧର ଓ ବିବେକଙ୍କୁ ଭଦ୍ରକ ଉପକାରଗାରାରେ ଜେରା କରିବ କ୍ରାଇମବ୍ରାଞ୍ଚ। ଏଥିପାଇଁ ଚାନ୍ଦବାଲି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ସେହିପରି…
Read More...

ସରକାର ଓ ପୁଲିସ ବିରୋଧରେ ଅସନ୍ତୋଷ ଝାଡ଼ିଲେ ଧର୍ମେନ୍ଦ୍ର

ଛେଣ୍ଡିପଦାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଘଟଣାରେ ଚିନ୍ତା ପ୍ରକଟ କଲେ କେନ୍ଦ୍ରମନ୍ତ୍ରୀକହିଲେ, ବିରୋଧୀ ରାଜନୈତିକ ଶକ୍ତିଙ୍କୁ ହିଂସାରେ ଶେଷ କରାଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ଅନୁଗୁଳ: ଛେଣ୍ଡିପଦା ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତା ସାଗର ପ୍ରଧାନଙ୍କୁ ନିର୍ମମ…
Read More...