ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଆଜି ପୌରାଞ୍ଚଳ ପାଇଁ ପଡୁଛି ଭୋଟ, ନେତା ବାଛିବ ସହର

ଆଜି ରାଜ୍ୟରେ ପୌର ନିର୍ବାଚନ ପାଇଁ ପଡୁଛି ଭୋଟ । ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ୩ଟି ମହାନଗର ନିଗମ ଓ ୧୦୬ଟି ପୌର ପରିଷଦ ପାଇଁ ଭୋଟ ଗ୍ରହଣ ଚାଲିଛି । ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ ଚାଲିବ । ୪୭ଟି ମ୍ୟୁନିସପାଲଟି ଓ ୫୯ଟି ଏନଏସି ପାଇଁ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର ।…
Read More...

ବିଜୟ ମହାପାତ୍ର ନୂଆଦିଲ୍ଲୀ ଗଲେ, କାହାକୁ ଭେଟିଲେ?

ପୁଅ ଏବେ ରାଜନୀତିକୁ ଓହ୍ଲାଇବାର ନାହିଁ କି ନିର୍ବାସନ ନେବେ ନାହିଁ ବିଜୟତୁଚ୍ଛା ଗୁଜବ କହି ଏଡ଼ାଇଗଲେ, କହିଲେ ଦେଖ ଆଗକୁ କଣ ସବୁ ଚାଲିଛି ଭୁବନେଶ୍ବର: ବିଜେପିରୁ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଧୀରେ ଧୀରେ ଦୂରେଇ ଗଲେଣି। ଗତ ପଞ୍ଚାୟତ ନିର୍ବାଚନରେ ସେ ଖୋଲାଖୋଲି ଘୋଷଣା…
Read More...

ବିଦା ହେଲେ ଆଉ ୬ ଅଧିକାରୀ

ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ । ବିଦା ହେଲେ ଆଉ ୬ ଜଣ ବାବୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସବୁବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଆଜି ୬ ଜଣ…
Read More...

ବିଶ୍ୱକୁ ଡରାଇଲା ଭଳି ଧମକ ଦେଲା ଋଷ

ଋଷ-ୟୁକ୍ରେନ ଯୁଦ୍ଧ ୨୮ ଦିନରେ ପହଞ୍ଚିଛି । ୟୁକ୍ରେନର ବିଭିନ୍ନ ସହର ଉପରେ ଋଷର ଘନ ଘନ ଆକ୍ରମଣ ଜାରି ରହିଛି । ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଋଷ ଏକ ବଡ଼ ଧମକ ଦେଇଛି । ଯଦି ଋଷର ସ୍ଥିତି ବିପନ୍ନ ହୁଏ ତେବେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି କହିଛନ୍ତି କ୍ରେମଲିନ ପ୍ରବକ୍ତା ଦିମିତ୍ରି…
Read More...

ଗୋଦାମରେ ନିଆଁ ଲାଗି ଜଳିଗଲେ ୮ ଜଣ

ହାଇଦ୍ରାବାଦରେ ଏକ ବଡ଼ ଅଘଟଣ ଘଟିଛି । ବୋୟାଗୁଡା ଅଞ୍ଚଳରେ ଏକ ଗୋଦାମରେ ନିଆଁ ଲାଗିବା ଫଳରେ ୮ ଜଣ ଜୀବନ୍ତ ଜଳିଯାଇଛନ୍ତି । ମୃତ ଶ୍ରମିକ ମାନେ ସମସ୍ତ ବିହାରର ବାସିନ୍ଦା । ଏବଂ ସେମାନେ ଏହି ଗୋଦାମରେ କାମ କରୁଥିଲେ । ତେବେ ନିଆଁ ଲାଗିବାର କାରଣ ଜଣାପଡିନଥିବା ବେଳେ ପୁଲିସତଦନ୍ତ ଆରମ୍ଭ…
Read More...

ହିଞ୍ଜିଳିକାଟୁରେ ୪ ଜଣଙ୍କୁ ବୀଭତ୍ସ ହତ୍ୟା

ଗଞ୍ଜାମ ହିଞ୍ଜିଳିକାଟୁରେ ବୀଭତ୍ସ ହତ୍ୟାକାଣ୍ଡ । ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା । ଶେରଗଡ଼ ଥାନା ଅଧିନସ୍ଥ ନରେନ୍ଦ୍ରପୁରରେ ୪ ଜଣଙ୍କୁ ହତ୍ୟା କରାଯାଇଛି । ମୃ୍‌ତକଙ୍କ ମଧ୍ୟରେ ୩ ଜଣ ଭାଇ ଓ ଜଣେ ପୁତୁରା ଅଛନ୍ତି । ଫଳରେ ଗୋଟିଏ ପରିବାର ଛାରଖାର ହୋଇଯାଇଛି । ଆଉ ଜଣେ ଗୁରୁତର ହୋଇ…
Read More...

ଜେଲ ଗଲେ ଜଗଦ୍ଦେବ

ଜେଲ ଗଲେ ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଜାମିନ ଆବେଦନ ଖାରଜ ପରେ ବାଣପୁର ଜେଲରେ ରାତି କାଟିଛନ୍ତି ଜଗଦ୍ଦେବ । ରାତି ୧୨ଟାରେ ବାଣପୁର ଜେଏମଏଫସି କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ଏହା ପରେ ଜାମିନ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିବା ପରେ ବାହୁବଳୀ ବିଧାୟକଙ୍କୁ ବାଣପୁର…
Read More...

ଦ୍ୱିତୀୟ ଦିନରେ ପୁଣି ବଢିଲା ତୈଳ ଦର

ଦେଶରେ ଲଗାତର ଦ୍ୱିତୀୟ ଦିନରେ ବଢିଲା ତୈଳ ଦର । ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ସରିବାର କିଛି ଦିନ ପରେ ହିଁ ପେଟ୍ରୋଲ ଓ ଡିଜେଲ ଦରବଢିବା ଆରମ୍ଭ ହୋଇଯାଇଛି । ମାର୍ଚ୍ଚ ୧୦ରେ ନିର୍ବାଚନ ଫଳାଫଳ ଆସିବା ପରେ ୨୨ ମାର୍ଚ୍ଚରୁ ତୈଳ ଦର ବୃଦ୍ଧି ହୋଇଛି । ଆଜି ପୁଣି ଥରେ ପେଟ୍ରୋଲ ଓ ଡିଜେଲ…
Read More...